ପୂଜାର୍ଚ୍ଚନା କରି ପାହାଡ଼ ଚଢ଼ିଲେ ବିଭିନ୍ନ ବର୍ଗର ୪୫୦ ଲୋକ, ସ୍ଲୋଗାନ ଦେଲେ ‘ଜୟ ଶ୍ରୀରାମ୍’
ଜୟପୁର: ଡଙ୍ଗରିଆ ମାଉଣ୍ଟେନ୍ ଏସେଣ୍ଡର୍ସ (ଡଙ୍ଗରିଆ ଗ୍ରୁପ୍) ପକ୍ଷରୁ ରବିବାର ଦିନ ଜୟପୁର ବ୍ଲକର ରଣ୍ଡାପାଲ୍ଲୀ ପଞ୍ଚାୟତ ଅଧୀନ ବୈରାଗୀମଠ ନିକଟର କୋଣ୍ଡାମାଳି ପାହଡ଼ରେ (ମାଉଣ୍ଟେନ୍ ଟ୍ରାକିଂ ) ପାହଡ଼ ଚଢ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୭୦୦ମିଟର ଉଚ୍ଚତା ବିଶିଷ୍ଟ ପାହାଡ଼…
