ମାର୍ଚ୍ଚରୁ ଆରମ୍ଭ ହେବ IPL ଫାଇଟ୍ !
ନୂଆଦିଲ୍ଲୀ : ମାର୍ଚ୍ଚରୁ ଆରମ୍ଭ ହୋଇପାରେ ଫଟାଫଟ୍ କ୍ରିକେଟ ଆଇପିଏଲ୍ ସମର୍। ୧୭ତମ ଆଇପିଏଲ୍ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାର ସମ୍ଭାବନା ରହିଛି।ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଟୁର୍ନାମେଣ୍ଟ ତାରିଖ ସ୍ପଷ୍ଟ ହୋଇଯିବ। କ୍ରିକବୁଜ୍ ରିପୋର୍ଟ ଅନୁଯାୟୀ, ଆଇପିଏଲ ଟୁର୍ନାମେଣ୍ଟ…