ରାଉରକେଲାରୁ ଏଥର ୧୫ଶହ ମିଟର ଭିଜିବିଲିଟିରେ ଉଡ଼ିବ ବିମାନ; ୨୪ରୁ ସେବା ଆରମ୍ଭ
ରାଉରକେଲା: ରାଉରକେଲା ବିମାନବନ୍ଦରରେ ବିମାନ ବାତିଲ, ଡାଇଭର୍ସନ ଆଦି ନିତିଦିନିଆ ହେଲାଣି। ଏଠାରେ ଇନ୍ଷ୍ଟ୍ରୁମେଣ୍ଟ୍ ଲ୍ୟାଣ୍ଡିଂ ସିଷ୍ଟମ୍(ଆଇଏଲ୍ଏସ୍) ବ୍ୟବସ୍ଥା ନଥିବାରୁ କ୍ରମାଗତଭାବେ ଏହି ସମସ୍ୟା ଉପୁଜୁଛି। ଏମିତିକି ଏହାର ଭବିଷ୍ୟତ ନେଇ କଳ୍ପନାଜଳ୍ପନା ଲାଗିରହିଥିଲା। ତେବେ ବିମାନସେବାକୁ ନେଇ ସହରବାସୀଙ୍କ ପାଇଁ…