ମୋଦୀ ନଥିଲେ ରାମମନ୍ଦିର ନିର୍ମାଣ ହୋଇପାରିନଥାନ୍ତା: ସମାରୋହରେ ଯୋଗଦେବା ପରେ ଏଭଳି କହିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ଗତକାଲି ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ସମାପନ ହୋଇଥିବାବେଳେ ଏହି କାର୍ଯ୍ୟକ୍ରମକୁ ବିରୋଧୀ ଦଳଗୁଡ଼ିକୁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ରାମମନ୍ଦିର ପ୍ରସଙ୍ଗକୁ ନେଇ ରାଜନୀତି କରୁଥିବା ଅଭିଯୋଗ କରି ଏଥିରେ ଯୋଗ ଦେଇ…

ରାମଲଲ୍ଲାଙ୍କପ୍ରାଣପ୍ରତିଷ୍ଠା ପରେ ଯାତ୍ରୀଙ୍କ ଭ୍ରମଣ ପାଇଁ ରେଳବାଇର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଆଇଆରସିଟିସି ସମୟ ସମୟରେ ଭ୍ରମଣ ପ୍ୟାକେଜର ଘୋଷଣା କରିଥାଏ। ଏହି ପ୍ୟାକେଜ ଆଧାରରେ ଯାତ୍ରୀମାନଙ୍କୁ ଦେଶବିଦେଶର ଅନେକ ପର୍ଯ୍ୟଟନସ୍ଥଳୀ ବୁଲିବା ପାଇଁ ସୁଯୋଗ ମିଳିଯାଇଥାଏ। ଏହି କ୍ରମରେ ଆଇଆରସିଟିସି ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପ‌ରେ ନିଜର…

ରାମଲଲାଙ୍କ ପାଇଁ ବ୍ୟାରିକେଡ୍‌ ଭାଙ୍ଗିଲେ ଶ୍ରଦ୍ଧାଳୁ, ଲାଠି ଚାର୍ଜ କଲା ପୁଲିସ

ଅଯୋଧ୍ୟା : ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ଆଜିଠୁ ଆରମ୍ଭ ହୋଇଛି ସାଧାରଣ ଦର୍ଶନ। ରାମଲଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଜମିଛି ଭକ୍ତଙ୍କ ଅସମ୍ଭାଳ ଭିଡ଼। ଭୋର ୩ଟାରୁ ରାମଙ୍କ ଦର୍ଶନ ପାଇଁ ଲୋକ ଭିଡ ଜମାଇଛନ୍ତି। ମନ୍ଦିର ଖୋଲିବା ମାତ୍ରାରେ…

ଚୀନ୍‌ର ଦକ୍ଷିଣ ଝାଜିୟାଙ୍ଗ ପ୍ରାନ୍ତରେ ଭୟଙ୍କର ଭୂମିକମ୍ପ

ନୂଆଦିଲ୍ଲୀ : ଭୂମିକମ୍ପରେ ଦୋହଲିଲା ପଡୋଶୀ ଦେଶ ଚୀନ୍‌। ଚୀନ୍‌ର ଦକ୍ଷିଣ ଝାଜିୟାଙ୍ଗ ପ୍ରାନ୍ତରେ ଭୟଙ୍କର ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଏହି ଭୂମିକମ୍ପ ଝଟ୍‌କା ଏତେ ତୀବ୍ର ଥିଲା ଯେ ଦେଶର ରାଜଧାନୀ…

ବିଶ୍ୱରେ ୫ ଜଣ ଧନୀଙ୍କ ଧନ ଦୁଇ ଗୁଣ ବଢ଼ିଛି, ୫୦୦ କୋଟି ଗରିବ ହୋଇଛନ୍ତି!

ନୂଆଦିଲ୍ଲୀ : ବିଶ୍ୱରେ ଧନୀ ବ୍ୟକ୍ତି ଅଧିକ ଧନୀ ହୋଇଚାଲିଥିବା ବେଳେ ଗରିବ ଅଧିକ ଗରିବ ହୋଇ ରହିଯାଉଛି। ପୃଥିବୀର ମାତ୍ର ପାଞ୍ଚ ଜଣ ଧନୀ ବ୍ୟକ୍ତିଙ୍କ ଧନ ଦୁଇ ଗୁଣ ବଢ଼ିଥିବାବେଳେ ୫୦୦ କୋଟି ଲୋକ ଅଧିକ ଗରିବ ହୋଇଯାଇଛନ୍ତି।…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ରାହୁଲ ଗାନ୍ଧିଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କର

ଗୌହାଟୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ରୁଜୁ କର କେସ୍‌। ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ କରାଯାଉ। ପୁଲିସକୁ ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଭିଡକୁ ଉସ୍‌କାଇବା ଅଭିଯୋଗରେ ରାହୁଲ ବିରୋଧରେ ମାମଲା…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଝଟ୍‌କା, ଇସ୍ତଫା ଦେଲା ଆଉ ଜଣେ ସାଂସଦ

ହାଇଦ୍ରାବାଦ : ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ନ ମୋହନ ରେଡ୍ଡୀଙ୍କୁ ପୁଣି ଝଟ୍‌କା। ଓ୍ୱାଇଏସ୍‌ଆର୍‌ କଂଗ୍ରେସର ହାତ ଛାଡିଲେ ଆଉ ଜଣେ ନେତା। ନରସରାଓ୍ୱପେଟ୍‌ର ସାଂସଦ ଲାବୁ ଶ୍ରୀ କୃଷ୍ଣ ଦେବରାୟଲୁ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ସେ ଓ୍ୱାଇଏସ୍‌ଆର୍‌ସିପିର ପ୍ରାଥମିକ…

୧୪ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର

ଭୁବନେଶ୍ୱର: ୧୨ ବିଭାଗର ୧୪ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର। ଆଉ ଗୋଟାଏ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ଅଧିକ ଆଲୋଚନା ପାଇଁ ରଖା ଯାଇଛି। ଓଡ଼ିଶାରେ ଜିନ୍ଦଲ କରିବ ଇଲେକ୍ଟ୍ରିକ୍ ଭେଇକିଲ ମାନୁ ଫାକଚରିଁ ୟୁନିଟ। ଏହି ପ୍ରସ୍ତାବ…

ପ୍ରାଣ ପ୍ରତିଷ୍ଠା ପରେ ଦୀପୋତ୍ସବ, ସବୁଠି ଜଳିଲା ରାମ ଜ୍ୟୋତି

ଅଯୋଧ୍ୟରେ ସମ୍ପନ୍ନ ହୋଇଛି ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା। ୫୦୦ ବର୍ଷର ଅପେକ୍ଷା ପରେ ପ୍ରଭୁ ଶ୍ରୀ ରାମ ଅଯୋଧ୍ୟାର ରାମ ମନ୍ଦିରରେ ବିରାଜିଛନ୍ତି। ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ଆରମ୍ଭ ହୋଇଛି ଦୀପୋତ୍ସବ। ସବୁଠି ଜଳିଛି ରାମ ଜ୍ୟୋତି। ସାରା…

କଂଗ୍ରେସ ପ୍ରଭାରୀଙ୍କୁ ଭେଟିଲେ ମୋକିମ ଓ ଚିରଞ୍ଜିବ

ଭୁବନେଶ୍ୱର: ୬ ମାସରୁ ଅଧିକ ଦିନ ଧରି କଂଗ୍ରେସରୁ ନିଲମ୍ବନ ହୋଇଥିବା ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ ଖୁବଶୀଘ୍ର ଦଳକୁ ଫେରିପାରନ୍ତି । ଆଜି ଦୁଇ ହେଭିୱେଟ୍ ନେତା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିବା ପରେ ଏ ନେଇ…