ଅର୍ଦ୍ଧନିର୍ମିତ ରାମ ମନ୍ଦିରର ଉଦ୍‌ଘାଟନକୁ କଂଗ୍ରେସର ନା’

ଠିକ୍‌ ସାଧାରଣ ନିର୍ବାଚନ ପୂର୍ବରୁ ଉଦ୍‌ଘାଟନ ହେଉଛି ଅଯୋଧ୍ୟା ରାମ ମନ୍ଦିର। ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଥିବା ଏହି ଉଦ୍‌ଘାଟନକୁ ବୟକଟ୍‌ କରିଛି କଂଗ୍ରେସ। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମିଳିଥିବା ଆମନ୍ତ୍ରଣକୁ କଂଗ୍ରେସ ସିଧାସଳଖ ଅସ୍ୱୀକାର କରିଛି। ଅର୍ଦ୍ଧନିର୍ମିତ…

ରାମ ମନ୍ଦିର ପାଇଁ ଅଯୋଧ୍ୟାରେ ପହଞ୍ଚିଲା ୨୪୦୦ କେଜିର ଘଣ୍ଟି

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ହେବ। ମନ୍ଦିରର ଗର୍ଭଗୃହରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ମନ୍ଦିରରେ ୨୪୦୦ କିଲୋଗ୍ରାମର ଏକ ଘଣ୍ଟି ଲାଗିବ। ଏହି ଘଣ୍ଟି ଅଯୋଧ୍ୟାରେ ପହଞ୍ଚି ସାରିଛି। ରାମ ମନ୍ଦିରର ଉଦଘାଟନ ଜାନୁଆରୀ ୨୨ରେ…

ପୁଅକୁ ହତ୍ୟା କରି ନଥିବା ଦାବି କଲେ ସିଇଓ ମା’ ସୂଚନା ସେଠ୍‌

ବେଙ୍ଗାଲୁରୁ ଭିତ୍ତିକ ଷ୍ଟାର୍ଟଅପ୍‌ ସିଇଓ ସୂଚନା ସେଠ୍‌ ନିଜର ୪ ବର୍ଷର ପୁଅକୁ ହତ୍ୟା କରି ନଥିବା କହିଛନ୍ତି। ଗୋଆର ଗୋଟିଏ ସର୍ଭିସ ଆପାର୍ଟମେଣ୍ଟରେ ସୂଚନା ନିଜ ପୁଅକୁ ମାରିବା ପରେ ମୃତଦେହକୁ ଗୋଟିଏ ବ୍ୟାଗରେ ଭର୍ତ୍ତି ବେଙ୍ଗାଲୁରୁ ନେବାକୁ ଚେଷ୍ଟା କରୁଥିଲେ।…

ଚନ୍ଦ୍ରବାବୁ ନାଇଡୁଙ୍କୁ ଆଶ୍ୱସ୍ତି; ୩ଟି ମାମଲାରେ ମିଳିଲା ଆଗୁଆ ଜାମିନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ୩ଟି ମାମଲାରେ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ଇନର୍‌ ରିଙ୍ଗରୋଡ୍‌ (ଆଇଆରଆର) ମାମଲା, ଅବକାରୀ ନୀତି ମାମଲା ଏବଂ ବାଲି ଖନନ ମାମଲାରେ ହାଇକୋର୍ଟ ବର୍ତ୍ତମାନ ବିରୋଧୀ ଦଳ ନେତା…

ଯେବେ ମନ ହେବ ସେବେ ରାମମନ୍ଦିର ଯିବି: ସଚିନ ପାଇଲଟ

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମମନ୍ଦିର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଅନେକ ଆଲୋଚନା ହେଉଛି। ଦେଶର ଜଣାଶୁଣା ବ୍ୟକ୍ତିତ୍ୱମାନଙ୍କୁ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଉଛି | ଏହି ସମୟରେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା…

ଇତିହାସ ରଚିଲା ଏସସିବି, ପ୍ରଥମ ଥର ପାଇଁ ଅସ୍ଥିମଜ୍ଜା ଟ୍ରାନ୍ସପ୍ଲାଣ୍ଟ ସଫଳ

କଟକ  : କଟକ ଏସସିବି ମେଡିକାଲ କଲେଜରେ ପ୍ରଥମ ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ ସଫଳ  । ସଂପୂର୍ଣ୍ଣ ମାଗଣାରେ ଏହି ଚିକିତ୍ସା କରାଯାଇଛି । ଜଣେ ରକ୍ତ କର୍କଟ ରୋଗୀଙ୍କ ଶରୀରରେ ହାପଲୋ ପଦ୍ଧତିରେ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଥିବା ବେଳେ ଉଭୟ ଷ୍ଟେମ…

ବାଲି ଉଠାଣ ଉପରେ ହାଇକୋର୍ଟଙ୍କ ରହିତାଦେଶ

କଟକ : ମେସିନ ଦ୍ଵାରା ବାଲି ଉଠାଣ ଉପରେ ପୁଣି ରୋକ ଲଗାଇଲେ ହାଇକୋର୍ଟ । ଖଣି ବିଭାଗ ବିଜ୍ଞପ୍ତି ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରାଯାଇଛି । ଗତ ଡିସେମ୍ବର ୨୧ରେ ଖଣି ବିଭାଗ ପକ୍ଷରୁ ଜାରି ହୋଇଥିଲା ବିଜ୍ଞପ୍ତି। ଏଥିରେ…

ପ୍ରେମିକାକୁ ଛୁରାମାଡ଼ ଘଟଣା: ଅଭିଯୁକ୍ତ ପ୍ରେମିକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ଖୋର୍ଦ୍ଧା : ପ୍ରେମିକାକୁ ଛୁରାମାଡ଼ ଘଟଣାରେ ମାମଲା ରୁଜୁ। ଗୁରୁତର ପ୍ରେମିକାଙ୍କ ଭାଇଙ୍କ ଏତଲା ଆଧାରରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ପ୍ରେମିକକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଖୋର୍ଦ୍ଧା ବରୁଣେଇ ଶିଳ୍ପାଞ୍ଚଳରେ ପ୍ରେମିକାକୁ ୧୦ ଥର…

ବ୍ଲାକ୍ ପଲସର ଲୁଟେରା ସମେତ ବେଆଇନ କଫ ସିରଫ ଚାଲାଣ କାରୀକୁ ଧରିଲା ପୋଲିସ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ପୋଲିସ କୁ ପୁଣି ମିଳିଛି ବଡ ସଫଳତା । କଳା ପଲସର ଲୁଟେରା ସମେତ ବେଆଇନ କଫ ସିରଫ ଚାଲାଣକାରୀକୁ ଧରିଲା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ।…

ହ୍ରାସ ହେବ ରାତି ତାପମାତ୍ରା, ଆହୁରୀ ବଢିବ ଶୀତର ପ୍ରକୋପ

ଭୁବନେଶ୍ବର: ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରୀ । ଦୀର୍ଘ ବର୍ଷର ବ୍ୟବଧାନ ପରେ ଚଳିତବର୍ଷ ପ୍ରବଳଶୀତରେ କଲବଲ ହେଉଛନ୍ତି ଓଡିଶାବାସୀ । ତେବେ ବର୍ତ୍ତମାନ ଶୀତରେ ଥରହର ହେଉଛଥିବାବେଳେ, ଆଗକୁ ରାତିର ତାପମାତ୍ରା ୨ ରୁ ୩ ଡିଗ୍ରୀ…