ଗୋଟିଏ ପାଣି ବୋତଲରେ ଥାଏ ଲକ୍ଷାଧିକ ପ୍ଲାଷ୍ଟିକ କଣିକା!

ଦୈନନ୍ଦିନ ବ୍ୟବହାରରେ ପ୍ଲାଷ୍ଟିକ ଏକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପାଲଟିଯାଇଛି। ପାଣି ବୋଟଲଠୁ ନେଇ ଟିଫିନ ବ୍ୟାଗ୍ ପର୍ଯ୍ୟନ୍ତ ସବୁକିଛି ପ୍ଲାଷ୍ଟିକରୁ ତିଆରି ହେଉଛି। ଏହି ପ୍ଲାଷ୍ଟିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଆମେ ଜାଣିଛେ, ହେଲେ ବଜାରରେ ବିକ୍ରି ହେଉଥିବା ପ୍ଲାଷ୍ଟିକ ପାଣି ବୋତଲ…

ଫସଲ ବଞ୍ଚାଇବାକୁ ଯାଇ ଷଣ୍ଢ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଦେଓଦା ଗ୍ରାମାରେ ଅଘଟଣ । ଆଜି ସକାଳୁ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଦେଓଦା ଗ୍ରାମର ଅଲେଖ ମାଲିକ (୬୫) ବୋଲି ଜଣାପଡିଛି । ଖବର ମୁତାବକ, ସକାଳୁ…

ମଝି ଆକାଶରେ ବିମାନର କବାଟ ଛିଡିବା ମାମଲା, ଜଣାପଡିଲା ତ୍ରୁଟି

ନିକଟରେ ମଝି ଆକାଶରେ ଅଲାସ୍କା ଏୟାରଲାଇନ୍ସର ଏକ ବୋଇଂ ବିମାନର କବାଟ ହାଠାତ୍‌ ଛିଡି ଯାଇଥିଲା। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନଟିକୁ ଜରୁରୀ ଅବତରଣ କରିବାକୁ ପଡିଥିଲା। ତେବେ କବାଟଟି କାହିଁକି ଛିଡିଲା…

GRP କନେଷ୍ଟବଳଙ୍କ ପାଇଁ ନୂଆ ଜୀବନ ପାଇଲେ ବୃଦ୍ଧା

ଭଦ୍ରକ : ମହାନତା ଦେଖାଇଲେ GRP କନେଷ୍ଟବଳ। ମହିଳା ଜଣକ ଚଳନ୍ତା ଟ୍ରେନରୁ ଖସି ପଡ଼ିଥିବା ବେଳେ ଉଦ୍ଧାର କଲେ ଡିୟୁଟିରେ ଥିବା କନେଷ୍ଟବଳ ପ୍ରତାପ ଚନ୍ଦ୍ର ଗିରି। ସୂଚନା ଅନୁଯାୟୀ ଗତ ଡିସେମ୍ବର ମାସ ୨୨ ତାରିଖରେ ଭଦ୍ରକ ଚରମ୍ପା ରେଳ…

ବଢୁଛି ମାଳଦ୍ୱୀପ ସରକାରଙ୍କ ଅଡୁଆ; ଅନାସ୍ଥା ପ୍ରସ୍ତାବ ଆଣିବାକୁ ଅହ୍ୱାନ

ମାଳଦ୍ୱୀପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀ ମାଳଦ୍ୱୀପ ସରକାରଙ୍କୁ ମହଙ୍ଗା ପଡିଛି। କିଛି ମନ୍ତ୍ରୀ ଦେଇଥିବା ଟିପ୍ପଣୀ ପାଇଁ ପୂରା ସରକାର ଭାଙ୍ଗିବାକୁ ଯାଉଛି ! କାରଣ ସଂସଦୀୟ ସଂଖ୍ୟାଲଘୁ ନେତା ଅଲି ଅଜିମ ରାଷ୍ଟ୍ରପତି ମହମ୍ମଦ…

ଆକାଶ ପଥ ସହ ଯୋଡ଼ିହେଲା ମାଲକାନଗିରି

ମାଲକାନଗିରି : ଲାଲଗଡ଼କୁ ସିଧାବିମାନ ।  ବିକାଶ ଯାତ୍ରାରେ ମାଲକାନଗିରି ଜିଲ୍ଲାରେ ଯୋଡ଼ି ହେଲା ଆଉ ଏକ ନୂଆ ପର୍ଦ୍ଦ । ଗୁରୁପ୍ରିୟା ସେତୁ ପରେ ଆକାଶପଥରେ ଯୋଡ଼ି ହୋଇଛି ସ୍ବାଭିମାନ ଅଞ୍ଚଳ । ମାଲକାନଗିରି ବିମାନ ବନ୍ଦରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ…

ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ

ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ। ଇଣ୍ଡୋନେସିଆର ତଲୌଦ ଦ୍ୱୀପରେ ଏହି ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପ ଝଟକା ଯୋଗୁ ଲୋକେ ଛାନିଆ ହୋଇ ପଡ଼ିଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳିନି । ଗତକାଲି ବିଳମ୍ବିତ ରାତି…

ଭୁବନେଶ୍ୱରରେ MVI ପଞ୍ଚାନନ ବେହେରାଙ୍କର ୨୭ଟି ପ୍ଲଟ ଠାବ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ନୟାଗଡ଼ ଜିଲ୍ଲା ମୋଟର ଯାନ ନିରୀକ୍ଷକ ( MVI) ପଞ୍ଚାନନ ବେହେରାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ବେଳେ ତାଙ୍କର କେବଳ ଭୁବନେଶ୍ୱରରେ…

ହ୍ୱାଇଟ୍‌ ହାଉସ ଫାଟକରେ ପିଟିହେଲା କାର୍‌ , ଡ୍ରାଇଭର ଗିରଫ

ଭାରସାମ୍ୟ ହରାଇ ହ୍ୱାଇଟ୍‌ ହାଉସ ଫାଟକରେ ପିଟିହେଲା କାର୍‌ । ଦୁର୍ଘଟଣାଗ୍ରସ୍ତ କାର୍‌ ଡ୍ରାଇଭରକୁ ପୁଲିସ ଗିରଫ କରିବା ସହ ଗାଡ଼ିକୁ ଜବତ କରିଛି। ଗତକାଲି ସନ୍ଧ୍ୟା ସମୟରେ ଏହି ଅଘଟଣ ଘଟିଛି। ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଦ୍ରୁତ…

ଘରେ ପଶି ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟ

ଭୁବନେଶ୍ୱର : ରାଜଧାନୀରେ ଥମୁନି ଲୁଟେରା ଆତଙ୍କ। ସ୍ବାମୀ ସ୍ତ୍ରୀ ଶୋଇଥିବା ବେଳେ ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ । ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡା ଅଞ୍ଚଳରେ ଘରେ ପଶି ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି ଦୁବୃର୍ତ୍ତ। ପଞ୍ଚାୟତିରାଜ ବିଭାଗର…