January 2024

ଜାନୁଆରୀ ୨୨ ତାରିଖରେ ଉତ୍ତର ପ୍ରଦେଶର ସମସ୍ତ ସ୍କୁଲ, କଲେଜ ଛୁଟି

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ହେବ। ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବ। ସେଥିପାଇଁ ସେହିଦିନ ଉତ୍ତର ପ୍ରଦେଶରେ ସ୍କୁଲ୍‌, କଲେଜ ସବୁ ବନ୍ଦ ରହିବ। ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ…

କୁକୁର ବନ୍ଧ୍ୟାକରଣ ଉପରୁ ରହିତାଦେଶ ଉଠାଇଲେ ହାଇକୋର୍ଟ

ଭୁବନେଶ୍ବର: ଖୁବ୍‌ଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର । ଏନେଇ ସୋମବାର ବିଏମ୍‌ସିକୁ ସବୁଜ ସଙ୍କେତ ଦେଇଛନ୍ତି ହାଇକୋର୍ଟ । କୁକୁର ବନ୍ଧ୍ୟାକରଣ ଉପରେ ଥିବା ରହିତାଦେଶ ଉଠାଇ ଦେଇଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସବୁ ରାଜ୍ୟରେ…

ହଷ୍ଟେଲରୁ ସପ୍ତମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲାର ଛେଣ୍ଡ ଥାନା ଅନ୍ତର୍ଗତ ‘ଅନ୍ୱେଷା’ ହଷ୍ଟେଲରୁ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ କୃଷ୍ଣ କୁଜୁର। ତାଙ୍କ ଘର ଗୁରୁଣ୍ଡିଆ ବ୍ଲକ୍ ସୋଲ ଗାଁରେ। ସେ ରାଉରକେଲା ସହରରେ ଥିବା ଏକ ଘରୋଇ…

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏଏସ୍‌ଆଇ

ଜୟପୁର: ଭିଜିଲାନ୍ସ ଜାଲରେ ପୁଲିସ ବାବୁ। ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଜୟପୁର ଟାଉନ ଥାନା ଏଏସଆଇ ଅନିଲ କୁମାର ନାୟକ। ଜଣେ ବ୍ୟକ୍ତିଙ୍କ ଗାଡି ମୁକୁଳାଇବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହି…

ହାଇଟେକ୍‌‌ ମେଡିକାଲ ବିସ୍ଫୋରଣ ଘଟଣା, ଏମ୍‌ସରେ ବନ୍ଧାପଡ଼ିଛି ଶବ

ଭୁବନେଶ୍ୱର: ହାଇଟେକ୍‌ ବିସ୍ଫୋରଣ ଘଟଣା‌ରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ପ୍ରାଣ ହରାଇଥିବା ତୃତୀୟ ବ୍ୟକ୍ତିଙ୍କ ପରିଚୟ ସଂକଟ ପୁଲିସ ସମେତ ଦୁଇ ଦୁଇଟି ପରିବାର ପାଇଁ ମୁଣ୍ଡବିନ୍ଧାର କାରଣ ହେଲାଣି। ସେ ଜଟଣୀର ଦିଲ୍ଲୀପ ସାମନ୍ତରାୟ ନା ଜ୍ୟୋତିରଂଜନ ମଲ୍ଲିକ‌;…

ବିହାର ସିଟ ଶେୟାରିଂ ଫର୍ମୁଲା: କଂଗ୍ରେସ ଦେଲା ଏମିତି ପ୍ରସ୍ତାବ

ଆସନ୍ତା ଲୋକସଭା ନିର୍ବାଚନକୁ ନେଇ ଇଣ୍ଡିଆ ମେଣ୍ଟ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥିପାଇଁ ବିହାରରେ ସିଟ ଶେୟାରିଂ ଫର୍ମୁଲାକୁ ନେଇ ବଡ଼ ପ୍ରସ୍ତାବ ଦେଇଛି କଂଗ୍ରେସ। ଇଣ୍ଡିଆ ମେଣ୍ଟରେ ଥିବା ଜେଡିୟୁ ଓ ଆରଜେଡି ୧୬ଟି ଲେଖାଏ ଆସନରେ ଲଢ଼ିବାକୁ ଚାହୁଁଥିଲେ…

୨୧ ତାରିଖରେ ପୁରୀରୁ ଆରମ୍ଭ ହେବ କଂଗ୍ରେସର ବସ ଯାତ୍ରା

ଭୁବନେଶ୍ୱର:୨୧ ତାରିଖରେ ପୁରୀରୁ ଆରମ୍ଭ ହେବ କଂଗ୍ରେସର ବସ ଯାତ୍ରା । ଜଗନ୍ନାଥଙ୍କ ଦର୍ଶନ କରି ଶ୍ରୀକ୍ଷେତ୍ରରୁ ଗଡିବ କଂଗ୍ରେସ ବସ୍ । ରାଜ୍ୟର ସବୁ ନିର୍ବାଚନ ମଣ୍ଡଳି ବୁଲିବ ଦୁଇଟି ବସ୍ । ୪୦ରୁ ଅଧିକ ନେତା ବସ ଯୋଗେ…

ବିଲକିସ ବାନୋ ମାମଲାରେ ‘ସୁପ୍ରିମ’ ରାୟ: ବିଜେପି ଉପରେ ବର୍ଷିଲେ ବିରୋଧୀ

ବହୁ ଚର୍ଚ୍ଚିତ ଗୁଜରାଟ ଦଙ୍ଗା ପୀଡ଼ିତା ବିଲକିସ ବାନୋ ମାମଲାରେ ଆଜି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧୀ ଦଳଗୁଡ଼ିକ ସ୍ୱାଗତ କରିଛନ୍ତି। ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରିବା ସହ ତାଙ୍କ ପରିବାର ସଦସ୍ୟ ଓ ଛୋଟ ଝିଅକୁ ହତ୍ୟା କରିବା ଘଟଣାରେ…

ଜଟଣୀରୁ ୪୧ ଗ୍ରାମ ଓଜନର ବ୍ରାଉନସୁଗାର ଜବତ, ୨ ଗିରଫ

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ ବ୍ରାଉନସୁଗାର ଜବତ । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଉଭୟଙ୍କ ନିକଟରୁ ୪୧ ଗ୍ରାମ ଓଜନର ବ୍ରାଉନ ସୁଗାର ଏବଂ ୪ ହଜାର ୩୭୦ ଟଙ୍କା ଜବତ ହୋଇଛି । ଖବର…

ପୂର୍ବତନ ବିଧାୟକଙ୍କୁ ଗିରଫ କଲା ଇଡି

ବେଆଇନ ଖଣି ଖନନ ଓ ଇ-ବାହନ ଦୁର୍ନୀତି ଘଟଣାରେ ଆଜି ହରିଆଣାର ପୂର୍ବତନ ବିଧାୟକ ଦିଲବାଗ ସିଂହଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଗିରଫ କରିଛି। ତାଙ୍କ ସହଯୋଗୀ କୁଲବିନ୍ଦର ସିଂହଙ୍କୁ ମଧ୍ୟ ଇଡି ସମାନ ମାମଲାରେ ବାନ୍ଧିଛି। ଜାନୁଆରୀ ୪ରୁ…