January 2024

ପୁଣି ତାମିଲନାଡୁରେ ଲଗାଣ ବର୍ଷା; ସ୍କୁଲ୍-କଲେଜ ଛୁଟି

ତାମିଲନାଡୁ ପିଛା ଛାଡୁନି ଲଗାଣ ବର୍ଷା। ପୁଣି ଅଦିନରେ ବର୍ଷା ଜାରି ରହିଛି। ଫଳରେ ରାଜ୍ୟର ଅନେକ ଜିଲ୍ଲାର ସ୍କୁଲ୍-କଲେଜକୁ ଛୁଟି ଘୋଷଣା କରିଛନ୍ତି ସ୍ଥାନୀୟ ପ୍ରଶାସନ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି 9ଟି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି।…

ବିଜେଡି ଛାଡିଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ

ଭୁବନେଶ୍ଵର:ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବଳଭଦ୍ର । ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଥିବା ନେଇ ସୂଚନା ମିଳିଛି । ତେବେ ଦଳରେ ଅବହେଳା ଅଭିଯୋଗ କରି…

ପୋଲିଓ ଟିକା ନେଇ ଯାଉଥିବା ପୁଲିସ ଟିମ୍‌ ଉପରେ ଆକ୍ରମଣ, ୬ ମୃତ

ଭୟଙ୍କର ବିସ୍ଫୋରଣ। ପୋଲିଓ ଟିମ୍‌ର ସୁରକ୍ଷାରେ ଥିବା ପୁଲିସ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୬ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏଥିସହ ୨୨ ଜଣ ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ଖୋଦ୍‌ ଆତଙ୍କବାଦୀ…

୮୪ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କଲେ ବର୍ଷୀୟାନ ସାହିତ୍ୟିକ ଅଭିନ୍ନ ଚନ୍ଦ୍ର ସାହୁ

ଭୁବନେଶ୍ବର: ପରଲୋକରେ ବର୍ଷୀୟାନ ସାହିତ୍ୟିକ ଅଭିନ୍ନ ଚନ୍ଦ୍ର ସାହୁ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ସ୍ଥିତ ତାଙ୍କ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଅଭିନ୍ନ ଚନ୍ଦ୍ର । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ।ସେ…

ରାଜନୀତି ମୈଦାନରେ ବି ରାଗିଗଲେ ବାଂଲାଦେଶ କ୍ୟାପ୍ଟେନ, ଫ୍ୟାନଙ୍କୁ ଚାପୁଡ଼ା ମାରିବାର ଭିଡିଓ ଭାଇରାଲ୍

ପୁଣି ବିବାଦରେ କ୍ରିକେଟର-କମ୍-ରାଜନେତା ସାକିବ ଅଲ ହାସନ। ଶାକିବ ଜଣେ ଫ୍ୟାନଙ୍କୁ ଚାପୁଡ଼ା ମାରିବାର ଭିଡିଓ ଭାଇରାଲ୍ ହେଉଛି। ପ୍ରଥମ କରି ସାଂସଦ ଭାବେ ନିର୍ବାଚିତ ହୋଇଥିବା ବାଂଲାଦେଶ କ୍ରିକେଟ ଟିମ୍ କ୍ୟାପ୍ଟେନଙ୍କ ଏପରି ବ୍ୟବାହାରକୁ ସମାଲୋଚନା କରାଯାଉଛି। ପୂର୍ବରୁ ମଧ୍ୟ…

ସାତକୋଶିଆ ଗଣ୍ଡରେ ଚାଲିଛି କୁମ୍ଭୀର ଓ ପକ୍ଷୀ ଗଣନା

ଅନୁଗୁଳ : ସାତକୋଶିଆ ଗଣ୍ଡରେ ଚାଲିଛି କୁମ୍ଭୀର ଓ ପକ୍ଷୀ ଗଣନା। ଅନୁଗୁଳ ଜିଲ୍ଲାର ସାତକୋଶିଆ, ଆଠମଲ୍ଲିକ, ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ଚାଲିଛି ଏହି ଗଣନା କାର୍ଯ୍ୟ। ୧୪ଟି ଟିମ ଡଙ୍ଗାରେ ବିଭିନ୍ନ ଜାଗାକୁ ଯାଇ ପକ୍ଷୀ ଓ କୁମ୍ଭୀର ଗଣନା…

ସମନ ପରେ ଦିଲ୍ଲୀ ବୈଦେଶିକ ମନ୍ତ୍ରଣାଳୟରେ ପହଞ୍ଚିଲେ ମାଳଦ୍ୱୀପ ରାଷ୍ଟ୍ରଦୂତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଭିଜିଟ୍ ଉପରେ ମାଳଦ୍ୱୀପ ମନ୍ତ୍ରୀ ଦେଇଥିବା ଆପତ୍ତିଜନକ ଟିପ୍ପଣୀକୁ ନେଇ ତିକ୍ତ ହେଉଛି ଦୁଇ ଦେଶର ସମ୍ପର୍କ। ଏ ପ୍ରସଙ୍ଗରେ ଆଜି ଭାରତ ମାଳଦ୍ୱୀପ ହାଇ କମିଶନର ବା ରାଷ୍ଟ୍ରଦୂତ ଇବ୍ରାହିମ ଶାହିବଙ୍କୁ ସମନ ପଠାଇଛି।…

ଶ୍ରୀବିଗ୍ରହଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୂପାଲା

ପୁରୀ: ପୁରୀ ଆସି ଜଗନ୍ନାଥ ଦର୍ଶନ କରିଛନ୍ତି କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲା । ସପରିବାର ଜଗନ୍ନାଥ ଦର୍ଶନ ପରେ ଭାବବିହ୍ୱଳ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ରୁପାଲା । ସାଥିରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ…

୫ ବର୍ଷ ପରେ ଅନ୍ୟ ଜଣେ ପତ୍ନୀ ସହ ‘ମୃତ’ ବ୍ୟକ୍ତି ଠାବ

ଫେରାର୍ ପରେ ମୃତ ସନ୍ଦେହ କରାଯାଉଥିବା ବ୍ୟକ୍ତି ଜୀବିତ ଠାବ ହୋଇଛନ୍ତି। ଅପରାଧ ଘଟାଇ ଫେରାର୍ ହୋଇଯାଇଥିବା ଅଭିଯୁକ୍ତ ଜୀବିତ ଥିବା ଜାଣିବାକୁ ପାଇଛି ପୁଲିସ। ପରିବାର ଲୋକଙ୍କ ସହ କୌଣସି ଯୋଗାଯୋଗ ନ ରଖି ଅତି ଚତୁରତାର ସହ ଦ୍ୱିତୀୟ…

ବାରଙ୍ଗ ୯୯-ୱେବ ସିରିଜ ଘଟଣାରେ ଅଞ୍ଜନା ମିଶ୍ର କଲେ ୧୦ କୋଟି ଟଙ୍କାର ମାନହାନି ମାମଲା

୧୦ କୋଟିର ମାନହାନି ମକଦ୍ଦମା। ଅଞ୍ଜନା ମିଶ୍ରଙ୍କ ୧୦ କୋଟି ଟଙ୍କାର ମାନହାନି ମାମଲା । ବାରଙ୍ଗ ୯୯-ୱେବ ସିରିଜ ଘଟଣାରେ ଭୁବନେଶ୍ବର ସିନିଅର ଡିଭିଜନ ସିଭିଲ ଜଜ କୋର୍ଟରେ ମାନହାନି ମକଦ୍ଦମା । OTT ପ୍ଲାଟଫର୍ମ କଞ୍ଚାଲଙ୍କା ବିରୋଧରେ ମାନହାନି…