ଗାଡ଼ିରୁ ଓହ୍ଲାଇ ପାଣ୍ଡିଆନ୍ଙ୍କ ପାଇଁ ରାସ୍ତା କ୍ଲିୟର କଲେ ପ୍ରଣବ ଓ ପ୍ରତାପ
ବାଲେଶ୍ବର : 5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଗସ୍ତ ପାଇଁ ପୂରା ବାଲେଶ୍ୱର ଟାଉନରେ ପୁଲିସ୍ ଛାଉଣୀ କରାଯାଇଥିଲା। ଛକ ଛକରେ ଛିଡ଼ା ହୋଇଥିଲେ ପୁଲିସ୍। ଜନ୍ଦା ପିମ୍ପୁଡ଼ି ଗଳି ପାରୁ ନଥିଲେ! ଏହା ସତ୍ତ୍ୱେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ…
