January 2024

ଭୁବନେଶ୍ବର ଘରୋଇ ହସପିଟାଲରେ ମୃତଦେହ ହସ୍ତାନ୍ତର ଘଟଣାକୁ ନେଇ ପ୍ରବଳ ଉତ୍ତେଜନା

ଭୁବନେଶ୍ବର ଘରୋଇ ହସପିଟାଲରେ ମୃତଦେହ ହସ୍ତାନ୍ତର ଘଟଣାକୁ ନେଇ ପ୍ରବଳ ଉତ୍ତେଜନା । ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ । ବିସ୍ଫୋରଣରେ କାହାର ମୃତ୍ୟୁ ହେଲା ଏବଂ କାହାର ମୃତଦେହ କାହା ଘରକୁ ଗଲା ତାକୁ ନେଇ ଦ୍ବନ୍ଦ୍ବ ଲାଗି…

ବିଜେପି ଫକୋସରେ ଓଡ଼ିଶାର ୨୧ ଲୋକସଭା ଆସନ, ପ୍ରଚାର କରିବେ କେନ୍ଦ୍ରିୟ ନେତା

ଭୁବନେଶ୍ୱର: ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ ବିଜୟ ଲାଭ କରି କେନ୍ଦ୍ରରେ ତୃତୀୟ ଥର ପାଇଁ କ୍ଷମତାରେ ବସିବାକୁ ଲକ୍ଷ୍ୟ ରଖିଥିବା ବିଜେପି ଫକୋସରେ ଓଡ଼ିଶାର ୨୧ ଲୋକସଭା ଆସନ। ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ଆସନରେ ନିଜର ପ୍ରଚାରକୁ ଜୋରଦାର କରିବାକୁ…

ଆଜି ଆକ୍ରମଣ କରିଛନ୍ତି, କାଲି ହତ୍ୟା ବି କରିଦେଇପାରନ୍ତି: ଅଧୀର ରଞ୍ଜନ

କୋଲକାତା: ପଶ୍ଚିମବଙ୍ଗରେ ଇଡି ଟିମ ଉପରେ ଆକ୍ରମଣ ନେଇ ତୃଣମୂଳ କଂଗ୍ରେସ ଉପରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଜୋରଦାର ଆକ୍ରମଣ କରିଛନ୍ତି | ସିଟ୍ ସେୟାରିଂ ନେଇ ମମତା ବାନାର୍ଜୀଙ୍କୁ କ୍ରମାଗତ ଭାବେ ଆକ୍ରମଣ କରୁଥିବା ଅଧୀର ବର୍ତ୍ତମାନ…

ସାନ ଭାଇ ବଡ଼ ଭାଇକୁ ମରଣାନ୍ତକ ଆକ୍ରମଣ

ଭଦ୍ରକ: ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ସାମାନ୍ୟ ବଚସାକୁ ନେଇ ଭାଇ ମୁଣ୍ଡକୁ ପଥରରେ ଛେଚିଲା ସାନ ଭାଇ । ଟିକେ ବି ଚିନ୍ତା କଲାନି ରକ୍ତ ସମ୍ପର୍କ କଥା । ଆଉ ବଡ଼ ଭାଇକୁ ଏମିତି…

ଅମ୍ବାନିଙ୍କୁ ପଛରେ ପକାଇ ଆଦାନୀ ହେଲେ ଏସିଆର ଶ୍ରେଷ୍ଠ ଧନୀ

ବହୁ ବିବାଦ ଓ ଘାତ ପ୍ରତିଘାତ ମଧ୍ୟରେ ପୁଣି ଏସିଆର ଶ୍ରେଷ୍ଠ ଧନୀ ହେଲେ ଗୌତମ ଆଦାନୀ। ମୁକେଶ ଅମ୍ବାନିଙ୍କୁ ପଛରେ ପକାଇ ଏସିଆ ମହାଦେଶ ତଥା ଦେଶର ଧନୀ ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି ଆଦାନୀ। ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ଅନୁଯାୟୀ,…

ବଲାଙ୍ଗୀରରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ବଲାଙ୍ଗୀର: ସଇଁତଳା ବ୍ଲକ ତୁସ୍ତାପାଲି ଗ୍ରାମର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପା ସେହି ଗାଁର ୩ ଜଣ ଯୁବକଙ୍କ ବିରୋଧରେ ତାଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି। ମିଳିଥିବା…

୨୪ ଘଣ୍ଟାରେ ଦେଶରେ ୭୬୧ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ; ୧୨ଜଣ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୭୬୧ ନୂଆ କୋଭିଡ୍‌ ମାମଲା ରିପୋର୍ଟ କରାଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରେ ରିଲିଜ୍‌ ହୋଇଥିବା ତଥ୍ୟାବଳୀରୁ ଜଣାପଡ଼ିଛି। ଏହାଛଡ଼ା, ସମଗ୍ର ଦେଶରେ ୧୨ଜଣ କୋଭିଡ୍‌ ଆକ୍ରାନ୍ତଙ୍କର…

ସର୍ଚ୍ଚ ଅପରେସନ୍ ବେଳେ ଆଇଇଡି ବିସ୍ଫୋରଣ: ୩ ଯବାନ ଗୁରୁତର

ବୌଦ୍ଧ : ସର୍ଚ୍ଚ ଅପରେସନ୍ ବେଳେ ଆଇଇଡି ବିସ୍ଫୋରଣ । ଏଥିରେ ୩ ଜଣ ଯବାନ ଗୁରୁତର ହୋଇଛନ୍ତି । ବୌଦ୍ଧ ଜିଲ୍ଲା ବାତେପଙ୍ଗା ଜଙ୍ଗଲରେ ଏହି ଘଟଣା ଘଟିଛି । ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍ କରୁଥିଲେ । ଏତିକିବେଳେ ଆଇଇଡି…

ସୋମାଲିଆ ଉପକୂଳରୁ ଜାହାଜ ଅପହୃତ, ଥିଲେ ୧୫ ଜଣ ଭାରତୀୟ

ସୋମାଲିଆ ଉପକୂଳରୁ ଏକ ମାଲବାହୀ ଜାହାଜ ହାଇଜାକ୍ ହୋଇଯାଇଛି। ‘MV LILA NORFOLK’ ଜାହଜକୁ ଅପହରଣ କରାଯାଇଥିବା ସୂଚନା ମିଳିଛି। ଏହି ଜାହାଜରେ ୧୫ ଜଣ ଭାରତୀୟ ଥିଲେ। ସମସ୍ତ ୧୫ ଜଣ ଜାହାଜର କ୍ରୁ ମେମ୍ବର ବା ଜାହାଜ କର୍ମଚାରୀ।…

ଜମିଜମା ଠକେଇ ମାମଲା: ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା ଗିରଫ

ଭୁବନେଶ୍ବର: ଓଡ଼ିଶା ଫିଲ୍ମ ପ୍ରଯୋଜକ ସଚ୍ଚିକାନ୍ତ ଜେନା ଗିରଫ । ଜମିଜମା ଠକେଇ ଅଭିଯୋଗ ମାମଲାରେ ସଚ୍ଚିକାନ୍ତ ଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ । ପୂର୍ବରୁ ଏହି ମାମଲାରେ ଅନ୍ୟ ତିନି ଜଣଙ୍କୁ ଗିରଫ କରାଯାଇଥିବାବେଳେ, ଏବେ ସଚ୍ଚିକାନ୍ତ ଜେନା…