ମାଳଦ୍ୱୀପ ସଂସଦରେ ହାତାହାତି, ଗଡ଼ାଗଡ଼ି ହେଲେ ସାଂସଦ

ମାଳଦ୍ୱୀପ ସଂସଦରେ ଦେଖିବାକୁ ମିଳିଲା ରେସଲିଂ ରିଙ୍ଗର ଦୃଶ୍ୟ । ମାଳଦ୍ୱୀପ ସଂସଦ ଭିତରେ ଗୃହ କାର୍ଯ୍ୟ ବଦଳରେ ଚାଲିଲା ଘମାଘୋଟ ମାରପିଟ୍। ଖାଲି ଧସ୍ତାଧସ୍ତି କି ଠେଲାପେଲା ନୁହେଁ, ଜୋରଦାର ହାତାହାତି ଓ ଗଡ଼ାଗଡ଼ି ବି ହେଲେ ବିରୋଧୀ ଓ ଶାସକ…

ଦ୍ୱୈତନଗରୀର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଂଜୀବ ପଣ୍ଡା

ଭୁବନେଶ୍ବର: ଟ୍ୱିନ୍ ସିଟିରେ ଆଜି ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଂଜୀବ ପଣ୍ଡା । ଆଜି ପୂର୍ବତନ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କଠାରୁ ସେ କାର୍ଯ୍ୟଭାର ହାତକୁ ନେଇଛନ୍ତି । ସେ ୧୦ତମ ପୋଲିସ କମିଶନର ଭାବେ କଟକ-ଭୁବନେଶ୍ୱରର…

ଭାରତକୁ ବିରୋଧ କରିବା ପଡିବ ମହଙ୍ଗା, ଭାଙ୍ଗିବ ମୁଇଜ୍ଜୁ ସରକାର!

ଭାରତକୁ ବିରୋଧ କରିବା ଏବେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କୁ ପଡିପାରେ ମହଙ୍ଗା। ତାଙ୍କ ବିରୋଧରେ ଆସିପାରେ ଅନାସ୍ଥା ପ୍ରସ୍ତାବ। ଲଗାତର ଭାରତକୁ ବିରୋଧ କରିବା ଓ ତାଙ୍କ କ୍ରୁର ନୀତି ପାଇଁ ସେ ବରୋଧୀଙ୍କ ଟାର୍ଗେଟ୍‌ରେ ଅଛନ୍ତି। ଏହାରି ଭିତରେ…

ବିଜେପି ଓ ବିଜେଡି ମଧ୍ୟରେ ଲଭମ୍ୟାରେଜ ହୋଇଯାଇଛି: ଖଡ଼ଗେ

ଭୁବନେଶ୍ବର: ଓଡିଶା ବଞ୍ଚାଅ ସମାବେଶରେ ଆଜି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଖଡ଼ଗେ | ସେ କହିଛନ୍ତି ଯେ କଂଗ୍ରେସ ପାଇଁ ଓଡିଶା ସବୁବେଳେ ମହତ୍ୱପୂର୍ଣ୍ଣ ସ୍ଥାନ ନେଇଛି | ବିଜୁ ପଟ୍ଟନାୟକଙ୍କ ସହ ନେହେରୁଙ୍କ ଘନିଷ୍ଠ…

‘ପରୀକ୍ଷା ପେ’ ଚର୍ଚ୍ଚା’: ସୁବର୍ଣ୍ଣପୁରରେ ଛାତ୍ରଛାତ୍ରୀଙ୍କ ସହ ସାମିଲ ହେଲେ ରାଜ୍ୟପାଳ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ମହାମହିମ ରାଜ୍ୟପାଳ ରଘୁବର ଦାସ । ଜିଲ୍ଲାର ହରଡଖୋଲ ସ୍ଥିତ ପଥ ପାର୍ଶ୍ବ ସୁବିଧା କେନ୍ଦ୍ରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହ ଆଲୋଚନା କରିଥିଲେ । ପରେ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ ଙ୍କ…

କୋଟାରେ ପୁଣି ଜୀବନ ହାରିଲେ ଛାତ୍ରୀ

ଏପଟେ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ଚାପମୁକ୍ତ ରହିବାର ଟିପ୍ସ ଦେଉଛନ୍ତି, ସେପଟେ କୋଟାରୁ ଆସିଛି ଦୁଃଖଦ ଖବର। ରାଜସ୍ଥାନ କୋଟାରେ ଜେଇଇ କୋଚିଂ ନେଉଥିବା ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଚଳିତ ବର୍ଷ ଏଯାବତ୍ ଦୁଇ ଜଣ ଆତ୍ମହତ୍ୟା କଲେଣି। ଗତ ବର୍ଷ ମଧ୍ୟ…

ଶିକ୍ଷକ ସ୍ୱାମୀକୁ ଶ୍ରେଣୀଗୃହରେ ତାଲା ପକାଇ ଜୀଅନ୍ତା ଜାଳିଦେଲା ସ୍ତ୍ରୀ

ନିଜ ହାତରେ ସ୍ତ୍ରୀ ପୋଛିଦେଲା ନିଜ ମଥା ସିନ୍ଦୁର। ହୋମ ନିଆଁକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥୀ କରିଥିବା ସ୍ୱାମୀକୁ କରିଦେଲା ପର। ପ୍ରେମିକ ସହ ମିଶି ଘଟାଇଲା ବିଭତ୍ସକାଣ୍ଡ। ସ୍ୱାମୀକୁ ସ୍କୁଲ ଶ୍ରେଣୀଗୃହରେ ବନ୍ଦ କରି ପେଟ୍ରୋଲ…

ପରୀକ୍ଷା-ପେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା; ପ୍ରତିଯୋଗିତା ବନ୍ଧୁଙ୍କ ସହ ନୁହେଁ, ନିଜ ସହ କର

ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 'ପରୀକ୍ଷା-ପେ ଚର୍ଚ୍ଚା' କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କ ମନର ଦ୍ୱନ୍ଦ୍ୱ ଦୂର କଲେ। ଏଥିସହ ପିଲାମାନେ କିପରି ଚାପମୁକ୍ତ ହୋଇ ପରୀକ୍ଷା ଦେବେ ସେଥିପାଇଁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ପରୀକ୍ଷା…

ଓଏସଏସବି ଅଧ୍ୟାପକ ସଂଘର ଚେତାବନୀ: ଦରମା ବଢ଼ାଅ, ନଚେତ ଯୁକ୍ତ ୨ ପରୀକ୍ଷା ଓ ମୂଲ୍ୟାୟନ ବର୍ଜନ

ଭୁବନେଶ୍ବର: ଦରମା ବଢ଼ାଅ, ନଚେତ ଯୁକ୍ତ ୨ ପରୀକ୍ଷା ଓ ମୂଲ୍ୟାୟନ କରିବୁ ବର୍ଜନ। ଓଡିଶା ଷ୍ଟେଟ ସିଲେକ୍ସନ ବୋର୍ଡ (ଓଏସଏସବି) ଅଧ୍ୟାପକ ଓ ଅଧ୍ୟାପିକା ସଂଘ ଏଭଳି ଚେତାବନୀ ଦେଇଛି। ଡିଗ୍ରି କଲେଜ ଅଧ୍ୟାପକଙ୍କ ହାରରେ ପ୍ରାଥମିକ ଗ୍ରେଡ ପେ’…

ହନୁମାନଙ୍କ ପତାକା ହଟାଇବାକୁ ନେଇ ହଙ୍ଗାମା

ହନୁମାନଙ୍କ ପତାକା ହଟାଇବାକୁ ନେଇ ଜୋରଦାର ହଙ୍ଗାମା ହୋଇଛି। କର୍ଣ୍ଣାଟକର ମାଣ୍ଡିଆ ଜିଲ୍ଲାରେ ଶତାଧିକ ବିଜେପି କର୍ମୀ ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ଫଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବିଜେପି ଏବଂ ଜନତା ଦଳ-ସିକ୍ୟୁଲାର୍‌ (ଜେଡିଏସ୍‌) ପକ୍ଷରୁ ଆଜି…