ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା

ଭୁବନେଶ୍ବର : ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ତା’ ସହିତ ଅଙ୍ଗନବାଡ଼ି ସହାୟିକାଙ୍କ ପାରିଶ୍ରମିକ ବଢ଼ିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଏହି ଘୋଷଣା। ଏହା ଦ୍ୱାରା ରାଜ୍ୟର ୧ ଲକ୍ଷ ୪୮ ହଜାର ଅଙ୍ଗନବାଡ଼ି…

ବିଜେପିରେ ମିଶିଲେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାମୁଁ

ଭୁବନେଶ୍ବର : ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାମୁ ଭବାନୀ ଶଙ୍କର ଜଗଦ୍ଦେବ ମହାପାତ୍ର ଆଜି ବିଜେପିରେ ମିଶିଛନ୍ତି। ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଦଳରେ ସାମିଲ ହୋଇଥିଲେ। ଦଳର ରାଜ୍ୟ…

ସହର ହେଉଛି ଗୋଟିଏ ରାଜ୍ୟର ବିକାଶର ଦର୍ପଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସହର ହେଉଛି ଗୋଟିଏ ରାଜ୍ୟର ବିକାଶର ଦର୍ପଣ। ସମୃଦ୍ଧ ସହର ରାଜ୍ୟର ସମୃଦ୍ଧି ବିଷୟରେ ସୂଚନା ଦେଇଥାଏ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଉପକ୍ରମରେ ସହରବାସୀଙ୍କ ନିମନ୍ତେ ଅନେକ ସୁବିଧା ଯଥା ପିଇବା ପାଣି ସୁବିଧା, ଡ୍ରିଙ୍କ ଫ୍ରମ…

‘୧୭ ଲକ୍ଷ ନକଲି ଭୋଟର’ଙ୍କ ତାଲିକା ଦାଖଲ କଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ବୁଧବାର ରାଜ୍ୟରେ ଥିବା ପ୍ରାୟ ୧୭ ଲକ୍ଷ ତଥାକଥିତ ନକଲି ଭୋଟରଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି। ନକଲି ଭୋଟରଙ୍କ ନାଁ,ଗାଁ ଓ ଠିକଣା ରହିଥିବା…

ପୁଣି ଜାତିସଂଘରେ ଅପମାନିତ ହେଲା ପାକିସ୍ତାନ, କଶ୍ମୀର ପ୍ରସଙ୍ଗ ଉଠାଇବାରୁ ପାଇଲା କଡ଼ା ଜବାବ

ନୂଆଦିଲ୍ଲୀ : ପୁଣି ଥରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ। ମିଳିତ ଜାତିସଂଘ ମାନବ ଅଧିକାର ପରିଷଦର ୫୫ତମ ଅଧିବେଶନରେ ପୁଣି ଥରେ କଶ୍ମୀର ପ୍ରସଙ୍ଗ ଉଠାଇଥିବା ପାକିସ୍ତାନକୁ କଡା ଜବାବ ଦେଇଛି ଭାରତ। ଜାତିସଂଘ ମାନବ ଅଧିକାର ପରିଷଦର…

ମନଇଚ୍ଛା ଗୁରମିତ ରାମ ରହିମକୁ ପାରୋଲରେ ଛାଡ଼ି ପାରିବେନି ସରକାର

ଚଣ୍ଡୀଗଡ଼ : ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆତ୍ମଘୋଷିତ ବାବା ଗୁରମିତ ରାମ ରହିମ ସିଂହଙ୍କୁ ହରିଆଣା ସରକାର ବାରମ୍ବାର ଜେଲରୁ ପାରୋଲରେ ଛାଡ଼ି ଦେଉଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ…

ହ୍ବିଲ୍‌‌ଚେୟାର୍‌ ସହାୟକ ନମିଳିବାରୁ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ମାମଲା: ଏୟାର ଇଣ୍ଡିଆ ଉପରେ ଲାଗିଲା ୩୦ ଲକ୍ଷ ଟଙ୍କାର ଜରିମାନା

ମୁମ୍ବାଇ: ନିକଟ ଅତୀତରେ ମୁମ୍ବାଇ ବିମାନବନ୍ଦରରେ ହ୍ବିଲ୍‌‌ଚେୟାର୍‌କୁ ନେବା ପାଇଁ ସହାୟକ ଉପଲବ୍ଧ ନଥିବା କାରଣରୁ ଜଣେ ବୃଦ୍ଧଙ୍କର ପାଦରେ ଚାଲି ଚାଲି ଯାଇ ମୃତ୍ୟୁ ଘଟିଥିବା କଥା ଆମେ ଜାଣିଥିଲେ। ଏବେ ‌ସେହି ମାମଲାରେ ଏୟାର୍‌ ଇଣ୍ଡିଆ ଉପରେ ୩୦…

ଆପଣମାନେ ମତେ ଦଳରୁ ବାହାର କରିବାକୁ ଚାହୁଁଛନ୍ତି ? ଭାଷଣ ଦେଉଦେଉ କାନ୍ଦିଲେ କମଲନାଥ

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଛିନ୍ଦୱାରାର ଆଦିବାସୀ ବହୁଳ ଅଞ୍ଚଳ ହରଇରେ ପହଞ୍ଚିଛନ୍ତି। ଜିଲ୍ଲାର ଚୌରାଇ ବିଧାନସଭାର ଚାନ୍ଦଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଭାଷଣ ଦେଉଦେଉ ସେ କାନ୍ଦି ପକାଇ…

ସନ୍ଦେଶଖାଲି ମାମଲା: ଶେଖ ଶାହଜାହାଁକୁ ୬ ବର୍ଷ ପାଇଁ ନିଲମ୍ବିତ କଲା ଟିଏମସି

କୋଲକାତା: ଗତ କିଛି ଦିନ ଧରି ଫେରାର ଥିବା ଟିଏମସି ନେତା ଶେଖ ଶାହାଜାହାନଙ୍କୁ ଆଜି ପଶ୍ଚିମବଙ୍ଗ ପୁଲିସ ଗିରଫ କରିଛି। ତାଙ୍କୁ ଅଦାଲତରେ ହାଜର କରାଯାଇ ୧୦ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି। ଏହା ପରେ ଏବେ…

ତାଇଓ୍ବାନ ନିକଟରେ ଚୀନର ୧୯ ଲଢୁଆ ବିମାନ, ୭ ଜାହାଜ

ତାଇପେଇ : ତାଇୱାନ ପୁଣି ଥରେ ନିଜ ସୀମାନ୍ତ ଅଞ୍ଚଳରେ ଚୀନର ୧୯ଟି ସାମରିକ ବିମାନ ଏବଂ ୭ଟି ନୌସେନା ଜାହାଜ ଠାବ କରିଛି। ଏହା ଫଳରେ ତାଇଓ୍ବାନ ଦ୍ବୀପ ଅଂଚଳରେ ପୁଣି ଥରେ ଉତ୍ତେଜନା ସୃଷ୍ଟି ହୋଇଛି । ତାଇଓ୍ଵାନର…