February 2024

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ, ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

ବଲାଙ୍ଗିର: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ହତ୍ୟା ଧମକ ଦିଆଯିବା ପ୍ରତିବାଦରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରାରୁ ଶିକ୍ଷାନୁଷ୍ଠାନ…

ଭୁବନେଶ୍ବରରେ ତାପମାତ୍ରା ୩୫.୬ ଡିଗ୍ରି ରେକର୍ଡ

ଭୁବନେଶ୍ବର: ବସନ୍ତ ଋତୁରେ ଗ୍ରୀଷ୍ମଋତୁର ଅନୁଭୂତି। ବସନ୍ତ ଋତୁର ପବନ ପ୍ରବାହିତ ହେବା ବଦଳରେ ଟାଣଖରାର ପ୍ରଭାବ ରହୁଛି। ଆଜି ରାଜଧାନୀ ଭୁବନେଶ୍ୱରରେ ଗ୍ରୀଷ୍ମଋତୁର ଖରା ଅନୁଭୂତ ହୋଇଛି। ଦିନ ୨ଟା ୩୦ ସୁଦ୍ଧା ଦିନ ତାପମାତ୍ରା ୩୫.୬ ଡ଼ିଗ୍ରି ରେକର୍ଡ…

ମ୍ୟାଟ୍ରିକ ପରୀକ୍ଷା ପୂର୍ବରୁ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ର

ବଲାଙ୍ଗିର : ପରୀକ୍ଷା ପୂର୍ବରୁ ଆତ୍ମହତ୍ୟା କଲେ ଦଶମ ଶ୍ରେଣୀର ପରୀକ୍ଷାର୍ଥୀ । ସ୍କୁଲ ହଷ୍ଟେଲର ଗାଧୁଆ ଘରେ ଝୁଲି ପଡିଲେ ଦଶମ ଶ୍ରେଣୀର ପରୀକ୍ଷାର୍ଥୀ । ଆଜି ମ୍ୟାଟ୍ରିକ ପରୀକ୍ଷା ଥିଲା । ମୃତକ ହେଲେ ତଳି ଉଡାର ଗାଁ…

ନିର୍ବାଚନ ପୂର୍ବରୁ ଓଏଏସ୍ ସ୍ତରରେ ବଦଳି କଲେ ସରକାର

ଭୁବନେଶ୍ୱର:ଓଡ଼ିଶାରେ ଦେଖିବାକୁ ମିଳୁଛି ବଦଳିର ରୂପ। ରାଜ୍ୟସରକାର କରୁଛନ୍ତି ବିଭିନ୍ନ ପରିବର୍ତ୍ତନ। ସାଧାରଣ ନିର୍ବାଚନ ପାଇଁ ହାତରେ ଦିନ କେଇଟା ରହିଥିବା ବେଳେ ଏହାର ଠିକ୍ ପୂର୍ବରୁ ୨୫ଜଣ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଏହି ସମସ୍ତ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ…

‘‘ଭବିଷ୍ୟତ ଲାଗି ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବାକୁ ହେବ’’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱରଠାରେ ଆୟୋଜିତ ହୋଇଛି ଦୁଇଦିନିଆ ‘ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’। ସୋମବାର ଦିନ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏଭଳି ପଦକ୍ଷେପ ରାଜ୍ୟର ଦୀର୍ଘସ୍ଥାୟୀ…

ଚାକିରି ଦେବା ନାଁରେ ଠକେଇ, ୩ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର : ଚାକିରି ଦେବା ନାଁରେ ଠକେଇ, ୩ ଗିରଫ । ବିଶାଖାପାଟଣାରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ବ୍ରହ୍ମପୁର ଗୋଷାଣୀନୂଆଗାଁ ପୋଲିସ । ଅଭିଯୁକ୍ତଙ୍କୁ ଠାରୁ ୯୨ଟି ପାସପୋର୍ଟ, ୨୦ଟି ଟୁରିଷ୍ଟ ଭିସା ଜବତ ହୋଇଛି । କେନିଆରେ ଚାକିରି…

ଫେବୃଆରୀ ୨୧ ରେ ନବୀନ ନିବାସ ଘେରିବ ମହିଳା କଂଗ୍ରେସ

ଭୁବନେଶ୍ୱର: ବିଜେଡ଼ି ଶାସନରେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଓ ମହିଳାଙ୍କ ପ୍ରତି ହିଂସା ଓ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ଆଜିର ଦିନରେ ସାରା ଦେଶରେ ମହିଳାଙ୍କ ଉପରେ ହେଉଥିବା ହିଂସାତ୍ମକ ଆଚରଣରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର…

ଘର ଭିତରୁ ମାଆ ଓ ୬ ବର୍ଷ ପୁଅର ମୃତଦେହ ଉଦ୍ଧାର

ବ୍ରହ୍ମପୁର: ବନ୍ଦ ଘରୁ ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦୁଇ ଜଣ ହେଲେ ଡାଲି ନିଲାବେଣି (୩୫) ଓ ତାଙ୍କ ୯ ବର୍ଷର ପୁଅ। ବିଲମ୍ବିତ ରାତିରେ ଘଟଣା ଘଟିଥିବା ବେଳେ ପୁଲିସ ଆଜି ସକାଳେ ଘଟଣାସ୍ଥଳରେ…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ନବୀନ ଦାସ

ଭୁବନେଶ୍ୱର:ହାତ ଛାଡ଼ିଲେ ନବୀନ ଦାସ। ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନିଜ ନିଜର ଇସ୍ତଫା ପତ୍ର ପଠାଇଥିବା ଖବରଦାତା ସମ୍ମିଳନୀରେ ସୂଚନା…

ଚଣ୍ଡିଗଡ଼ ମେୟର ନିର୍ବାଚନ: ବାଲଟ୍‌ ପେପର ତନଖି କରିବେ ସୁପ୍ରିମକୋର୍ଟ

ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ କରିଛନ୍ତି। ଆପ୍‌ର ୮ ଜଣ କାଉନସିଲରଙ୍କ ବାଲଟ ପେପରକୁ ନାକଚ କରାଯିବାରୁ ଏହାକୁ ନେଇ ସର୍ବୋଚ୍ଚ ଅଦାଲତ କଡ଼ା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ପ୍ରସଙ୍ଗରେ ଆଜି…