February 2024

କଂଗ୍ରେସକୁ ଆଶ୍ୱସ୍ତି, ଦଳର ବ୍ୟାଙ୍କ ଆକାଉଣ୍ଟ ଉପରୁ ହଟିଲା ପ୍ରତିବନ୍ଧକ

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମିଳିଛି ଆଶ୍ୱସ୍ତି । କଂଗ୍ରେସ ପାର୍ଟିର ବ୍ୟାଙ୍କ ଆକାଉଣ୍ଟ ଏବେ ଅନ୍‌ଫ୍ରିଜ୍ ହୋଇଯାଇଛି । ଦଳୀୟ ନେତା ବିବେକ ତନ୍‌ଖା ସୂଚନା ଦେଇଛନ୍ତି ଯେ ଆୟକର ଆବେଦନ ଟ୍ରିବ୍ୟୁନାଲ (Income Tax Appellate Tribunal) ବୁଧବାର…

ରାହୁଲଙ୍କ ରଥର ସାରଥୀ ସାଜିଲେ ତେଜ୍ବସୀ ଯାଦବ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବର୍ତ୍ତମାନ ବିହାରର ସାସାରାମରେ ପହଞ୍ଚିଛି। ସାସାରାମରେ ଚାଲିଥିବା ‘ଭାରତ ଯୋଡ଼ୋ ନ୍ୟାସ ଯାତ୍ରା’ ସମୟରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ କଂଗ୍ରେସ ସାଂସଦ…

ସୋନିଆଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିରେ ୭୨ ଲକ୍ଷ ଟଙ୍କା ବୃଦ୍ଧି

ରାଜ୍ୟସଭା ଯିବେ ସୋନିଆ ଗାନ୍ଧି। ଏଥିପାଇଁ ସେ ରାଜସ୍ଥାନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ ବେଳେ ସୋନିଆ ସତ୍ୟପାଠରେ ନିଜ ସମ୍ପତ୍ତି ବାବଦରେ ଉଲ୍ଲେଖ କରିଛନ୍ତି। ସୋନିଆଙ୍କ ନିକଟରେ ସର୍ବମୋଟ ୧୨ କୋଟି ୫୩ ଲକ୍ଷ ଟଙ୍କାର ସଂପତ୍ତି ରହିଛି।…

ମଣିପୁରରେ ଥମୁନି ହିଂସା; ଏସ୍‌ପି, ଜିଲ୍ଲାପାଳଙ୍କ ଅଫିସ ଉପରକୁ ପଥର ମାଡ଼, ଚାଲିଗଲା ଦୁଇ ଜୀବନ

ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ମଣିପୁରରେ ଥମିବା ନାଁ ନେଉନାହିଁ। ଏହିକ୍ରମରେ ଗତ ରାତିରେ ପୁଣିଥରେ ମଣିପୁରରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଦିନ ପାଇଁ ଇଣ୍ଟରନେଟ ସେବାକୁ…

ମନି ଲଣ୍ଡରିଂ ମାମଲାରେ ଗିରଫ ନରେଶ ଗୋୟଲ କ୍ୟାନସରରେ ଆକ୍ରାନ୍ତ

ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଜେଟ୍‌ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲ କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି। କାନାରା ବ୍ୟାଙ୍କରୁ ୫୩୮ କୋଟି ଟଙ୍କାର ଋଣ ଠକେଇ ମାମଲାରେ ବନ୍ଧା ହୋଇ ଜେଲ୍‌ରେ ଥିବା ଏହି କୋଟିପତି ଶିଳ୍ପପତି ଚିକିତ୍ସା ନିମନ୍ତେ…

ପାରାଦୀପରେ ୩ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ସୃଷ୍ଟିହେବ ୩୪୦୦୦ରୁ ଉର୍ଦ୍ଧ୍ବ କର୍ମନିଯୁକ୍ତି

ପାରାଦୀପ: ଓଡ଼ିଶାରେ ଶିଳ୍ପାୟନର ନୂଆ ଅଧ୍ଯାୟ। ପାରାଦୀପରେ ୩ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜେଏସଡବ୍ଲ୍ୟ ଉତ୍କଳ ଷ୍ଟିଲ କାରଖାନା, ରିନ୍ୟୁ ଇ-ଫୁଏଲ ଗ୍ରୀନ ଆମୋନିଆ କାରଖାନା ଏବଂ ସିଲକ୍ସ ଇଣ୍ଡିଆ ଅତ୍ୟାଧିୁନିକ ରାସାୟିନିକ କାରଖାନାର…

ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ଘରୁ ୧୦ ଲକ୍ଷ ଟଙ୍କା ଓ କାର ଜବତ କଲା ଇଡି

ଭୁବନେଶ୍ବର : ଜମି ଦୁର୍ନୀତି ମାମଲାରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବାସଭବନରେ ଇଡିର ଚଢ଼ାଉ । ଭୁବନେଶ୍ବରରେ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କ ଘରୁ ମିଳିଲା ନଗଦ ୧୦ ଲକ୍ଷ ଟଙ୍କା । ପ୍ରୟାସକାନ୍ତିଙ୍କ ଘର ସାମ୍ନାରୁ ଦାମୀ ଫର୍ଚ୍ୟୁନର କାର ଜବତ…

ବିଭିନ୍ନ ରାଜନୈତିକ ଦଳ ନେତାଙ୍କ ସହ ଆଲୋଚନା କଲେ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ବର: ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମୁଖ୍ୟ ନିର୍ବାଚନ କମିସନରଙ୍କ ସହ ୮ ଜଣିଆ ପ୍ରତିନିଧି ଦଳ । ଗସ୍ତ ସମୟରେ ବିଭିନ୍ନ ରାଜନୈତିକ ଦଳକୁ ଭେଟିଲେ ନିର୍ବାଚନ କମିଶନ…

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି : ପୋଲିସ-ମାଓବାଦୀ ଗୁଳି ବିନିମୟ । ଛତିଶଗଡ଼ର ଦାନ୍ତେୱାଡା ଓ ବିଜାପୁର ସୀମାନ୍ତରେ ଗୁଳି ବିନିମୟ ଜାରି ରହିଛି। DRG ଓ CRPF ଯବାନ କମ୍ବିଂ ଅପରେସନ ଚଳାଇଥିବା ବେଳେ ଗମପୁର ଜଙ୍ଗଲରେ ବଡ଼ ଧରଣର ମାଓ କ୍ୟାମ୍ପ ଠାବ…

ଗିରଫ ହେଲେ କୋଟିପତି ଆରଟିଓ ବସନ୍ତ ମହାପାତ୍ର

ବୌଦ୍ଧ: ବୌଦ୍ଧର କୋଟିପତି ଆରଟିଓ ବସନ୍ତ ମହାପାତ୍ର ଗିରଫ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବସନ୍ତଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଆରଟିଓ ବସନ୍ତଙ୍କ ପୈତୃକ ଘର ଗଞ୍ଜାମ, ବୌଦ୍ଧ ଆରଟିଓ ଅଫିସ୍ ଓ ଭୁବନେଶ୍ୱରର ଅନେକ ସ୍ଥାନରେ…