କୋଟିପତି ଆର୍ଟିଓଙ୍କ ଅମାପ ସମ୍ପତ୍ତି ଓ ମାଳମାଳ ଫ୍ଲାଟ ଦେଖି ଭିଜିଲାନ୍ସ ଜଳକା
ଭୁବନେଶ୍ବର : ବୌଦ୍ଧ RT0 ବସନ୍ତ ମହାପାତ୍ରଙ୍କର ଅମାପ ସଂପତ୍ତି ଦେଖି ଭିଜିଲାନ୍ସ ଜଳକା। ଭୁବନେଶ୍ୱର ଠାରୁ ବେଙ୍ଗାଳୁରୁ, ଯେଉଁଠି ଦେଖିବ ସେଠି ଦାମୀ ଆପାର୍ଟମେଣ୍ଟରେ ରହିଛି ବସନ୍ତଙ୍କର ଫ୍ଳାଟ୍। କେବଳ ଫ୍ଲାଟ ନୁହେଁ, ତାଙ୍କ ନାଁରେ ନାମୀଦାମୀ ବ୍ୟବସାୟିକ ଆଉଟଲେଟ୍…
