ବିଲ ଗେଟସ୍ ଙ୍କ ପରାମର୍ଶ: କୃଷି କ୍ଷେତ୍ରରେ ବ୍ୟବହାର ହେଉ ରିମୋଟ ସେନସିଂ ଓ ସ୍ପେସ ଆପ୍ଲିକେସନ

ଭୁବନେଶ୍ଵର: ରାଜ୍ୟର କୃଷି କ୍ଷେତ୍ର ଉନ୍ନତି ପାଇଁ ରିମୋଟ ସେନ୍ସିଂ ଓ ସ୍ପେସ ଆପ୍ଲିକେସନ ବ୍ୟବହାର କର । ଆଜି କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ ସମୟରେ ରାଜ୍ୟ କୃଷି ବିଭାଗକୁ ଏଭଳି ପରାମର୍ଶ ଦେଇଛନ୍ତି ଅରବପତି ବିଲ…

ମିଶନ ଶକ୍ତି ବଜାରରୁ ମୁଗ ଡାଲି, କନ୍ଧମାଳ ହଳଦୀ ଓ ମୁଡକି କିଣିଲେ ବିଲ୍ ଗେଟ୍ସ

ଭୁବନେଶ୍ୱର  : ଓଡ଼ିଶା ଗସ୍ତ ସାରି ଫେରିଯାଇଛନ୍ତି ବିଲ୍ ଗେଟ୍ସ । ଏହି ଅବସରରେ ସେ ଅନେକ କିଛି ଅନୁଭୂତି  ଗ୍ରହଣ ନେଇଛନ୍ତି । ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଛି ।…

ମୋଦୀଙ୍କ କଥା ମାନି ଭାରତରେ ବିବାହ କରୁଛନ୍ତି ଅନନ୍ତ !

ମୁମ୍ବାଇ: ଦେଶର ସବୁଠାରୁ ବଡ ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରେ ଖୁବ୍ ଶୀଘ୍ର ସାହାନାଇ ବାଜିବାକୁ ଯାଉଛି। କାରଣ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଅନନ୍ତ ତାଙ୍କ ପ୍ରେମିକା…

ପ୍ରଥମ ଭାରତୀୟ ଭାବେ ସୁନୀଲ ଭାରତୀ ମିତ୍ତଲ ପାଇବେ ନାଇଟ୍‌ହୁଡ ସମ୍ମାନ

ସୁନୀଲ ଭାରତୀ ମିତ୍ତଲ କମ୍ପାନୀର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସୁନୀଲ ଭାରତୀ ମିତ୍ତଲଙ୍କୁ ନାଇଟ୍‌ହୁଡ୍‌ ସମ୍ମାନ ମିଳିବ। ସେ ପ୍ରଥମ ଭାରତୀୟ ଭାବେ ଏପରି ସମ୍ମାନ ପାଇବାକୁ ଯାଉଛନ୍ତି। ବ୍ରିଟିଶ ସରକାରଙ୍କ ସର୍ବଶ୍ରେଷ୍ଠ ସମ୍ମାନ ହେଉଛି ନାଇଟ କମାଣ୍ଡ। ଏବେ ଶ୍ରୀ…

ଇଡିରେ ପ୍ରଫୁଲ୍ଲ ସାମଲ

ଭୁବନେଶ୍ବର: ଇଡିରେ ହାଜର ହେଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ବାରିପଦା ଇଂଜିନିୟରିଂ ଜମି ମାମଲାରେ ହାଜର ହୋଇଛନ୍ତି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ପ୍ରଫୁଲ୍ଲ ଏବଂ ତାଙ୍କ ପୁଅକୁ ହାଜର ହେବାକୁ ଇଡି ନୋଟିସ କରିଥିଲା ।…

ହିମାଚଳ ପ୍ରଦେଶରେ ରାଜନୈତିକ ହଙ୍ଗାମା: ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ

ହିମାଚଳ ପ୍ରଦେଶରେ ରାଜନୈତିକ ହଟଚମଟ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ସୁଖୱିନ୍ଦର ସିଂ ସୁଖୁଙ୍କ ନେତୃତ୍ବ ବିରୋଧରେ ତେଜୁଛି କଂଗ୍ରେସ ଅସନ୍ତୋଷ । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଇସ୍ତଫା ଦେବେ । ଗତ ଦୁଇଦିନ ଧରି ଚାଲିଥିବା…

୨୦୨୯ରେ ହେବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ !

ନୂଆଦିଲ୍ଲୀ: ୨୦୨୯ ମଧ୍ୟଭାଗ ସୁଦ୍ଧା ସମ୍ବିଧାନରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଲାଗୁ କରିବା ପାଇଁ ସମ୍ବିଧାନରେ ଆବଶ୍ୟକ ଅଧ୍ୟାୟ ଯୋଡ଼ିବାକୁ ସୁପାରିଶ କରିପାରେ ବିଧି ଆୟୋଗ । ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଅନୁସାରେ ଦେଶରେ ଗୋଟିଏ ସମୟରେ ଲୋକସଭା,…

ବଜ୍ରକାପ୍ତା ଡିଲ୍ ବେଳେ ରେଡ୍, ୬ ଜଣଙ୍କୁ ଗିରଫ କଲା ବନ ବିଭାଗ

ନୂଆପଡା: ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ ଚଉରା ଜଙ୍ଗଲରେ ଚାଲିଥିଲା ବଜ୍ରକାପ୍ତା ଡିଲ୍ ଖବରପାଇ ମାଡିବସିଲା ବନ ବିଭାଗ । ଘଟଣାସ୍ଥଳରୁ ୧୧ କେଜିର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବାସହ ୬ ଜଣଙ୍କୁ ଗିରଫ କରିଛି ବନବିଭାଗ । ଏହାସହ ତିନୋଟି…

ରିସର୍ଟରେ ଲାଗିଲା ନିଆଁ, ବରଫ ଫିଙ୍ଗିଲେ ପର୍ଯ୍ୟଟକ

ରିସର୍ଟରେ ଲାଗିଲା ଭୟଙ୍କର ନିଆଁ। ନିଆଁ ଲିଭାଇବାକୁ ପାଣି ବଦଳରେ ବରଫ ଫିଙ୍ଗିଲେ ପର୍ଯ୍ୟଟକ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଜମ୍ମୁକଶ୍ମୀରର ଗୁଲମର୍ଗରେ। ଏହାର ଭିଡିଓରେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଆଜି ସକାଳୁ ଗୁଲମର୍ଗର ଏକ ପ୍ରସିଦ୍ଧ ରିସର୍ଟରେ…

୬ ମାସରେ ୨୩୪ ନିର୍ବାଚନ ମଣ୍ଡଳୀ ବୁଲିଲା ବିଜେପି, ଶେଷ ଦିନରେ ସାମିଲ ହେଲେ ମୋଦି

ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ତାମିଲନାଡୁରେ ଜୋରଦାର ପ୍ରଚାର କରିଛି। ଭୋଟରଙ୍କୁ ଆକୃଷ୍ଟ କରିବା ସହ ଦକ୍ଷିଣ ଭାରତରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ଦଳ ଫୁଲଦମରେ ଲାଗି ପଡ଼ିଛି। ଏଥିପାଇଁ ବିଜେପି ୬ ମାସ ମଧ୍ୟରେ ତାମିଲନାଡୁର ସମସ୍ତ…