ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ବିଜେପି କର୍ମୀଙ୍କ ସହ ପୁଲିସର ମୁହାଁମୁହିଁ, ଲାଠିଚାର୍ଜ
କୋଲକାତା: ଶାଜାହାନ ଶେଖ୍ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ମହିଳାଙ୍କୁ ଯୌନ ନିର୍ଯାତନାକୁ ବିରୋଧ କରି ଚାଲିଥିବା ବିକ୍ଷୋଭ ସମୟରେ ଉତ୍ତେଜନା ବଢ଼ିବା ପରେ ଦଙ୍ଗା ପ୍ରଭାବିତ ସନ୍ଦେଶଖାଲିରେ ପୁଲିସ ଓ ଭାରତୀୟ ଜନତା ପାର୍ଟି (ବିଜେପି)ର କର୍ମୀଙ୍କ ମଧ୍ୟରେ ସଂଘର୍ଷ…
