ବିଲକୁ ଖସି ପଡ଼ିଲା ବାୟୁସେନାର ଲଢ଼ୁଆ ବିମାନ
କୋଲକାତା : ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ। ଦୁର୍ଘଟଣାଗ୍ରସ୍ତ ହୋଇ ଏହା ଏକ ବିଲକୁ ଖସି ପଡିଛି। ପଶ୍ଚିମବଙ୍ଗର ମିଦନାପୁର ସ୍ଥିତ କଲାଇକୁଣ୍ଡା ଏୟାରବେସ୍ ନିକଟରେ ଦୁର୍ଘଟଣା ଘଟିଛି। ସୂଚନା ମୁତାବକ, ଟ୍ରେନିଂ ବେଳେ ଖଡ଼ଗପୁର ଥାନା ଦିଆସା…
