February 2024

୧୩ ଜିଲ୍ଲାରେ ବଦଳିଲେ କଂଗ୍ରେସ ସଭାପତି

ଭୁବନେଶ୍ୱର:ତୃଣମୂଳ ସ୍ତରରେ ଦଳକୁ ସୁଦୃଢ଼ କରୁଛି କଂଗ୍ରେସ। ୧୧ଟି ଜିଲ୍ଲାରେ ୧୩ଟି ଜିଲ୍ଲା କଂଗ୍ରେସ କମିଟିର ସଭାପତି ବଦଳିଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିସ କ୍ରମେ ଜିଲ୍ଲାସ୍ତରରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ଜିଲ୍ଲା କଂଗ୍ରେସ କମିଟି ସଭାପତିମାନଙ୍କୁ ପରିବର୍ତ୍ତନ…

ମୋଦୀ ଆସିବାପରେ ଭାରତ-ପାକ୍ ସଂପର୍କ ଖରାପ ହୋଇଗଲା : ମଣିଶଙ୍କର

ଲାହୋର: ନିଜର ବିବାଦୀୟ ବୟାନ ପାଇଁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଣିଶଙ୍କର ଆୟର । ପାକିସ୍ତାନ ଗସ୍ତରେ ଥିବାବେଳେ ସେ କହିଛନ୍ତି ଯେ ପାକିସ୍ତାନରେ ତାଙ୍କୁ ଯେତିକି ଖୋଲା ହୃଦୟରେ ସ୍ୱାଗତ କରାଯାଇଛି, ଅନ୍ୟ କୌଣସି ଦେଶରେ…

କଟକ SCBରେ ବିରଳ ଅସ୍ତ୍ରୋପଚାର: ୫୧ ବର୍ଷିୟ ବ୍ୟକ୍ତିଙ୍କ ଛାତିରୁ ବାହାରିଲା ଛୁଞ୍ଚି

କଟକ : କଟକ SCBରେ ବିରଳ ଅସ୍ତ୍ରୋପଚାର । ଛାତିରୁ ବାହାରିଲା ଛୁଞ୍ଚି । କାଡିଓ ଥୋରସିସ ଭାସ୍କୁଲାର ସର୍ଜରି ବିଭାଗ ପକ୍ଷରୁ ଏହି ବିରଳ ଅସ୍ତ୍ରୋପଚାର କରାଯାଇଛି । ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲାର ୫୧ ବର୍ଷ ବୟସ୍କ ନିବାସ…

ମହାରାଷ୍ଟ୍ର କଂଗ୍ରେସକୁ ପୁଣି ଝଟ୍‌କା, ଦଳ ଛାଡିଲେ ଅଶୋକ ଚୌହାନ

ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସକୁ ଲାଗିଛି ପୁଣି ଝଟ୍‌କା। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ନାନା ପଟୋଲେଙ୍କୁ ଏନେଇ ଚିଠି ଲେଖି ସେ ଜଣାଇଛନ୍ତି। ସେ…

ସ୍ୱର୍ଗଦ୍ୱାରରେ ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ: ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ସାହିତ୍ୟିକ ସାତକଡି ହୋତା । ପୁରୀ ସ୍ବର୍ଗଦ୍ବାର ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହୋଇଛି ସାତକଡି ହୋତାଙ୍କ ଅନ୍ତେଷ୍ଟିକ୍ରିୟା । ସାତକଡି ହୋତା ଅମର ରହେ ଧ୍ୱନି ଓ ତୋପ ସଲାମୀ ଦିଆଯିବା…

ଦିଲ୍ଲୀରେ ଆଗାମୀ ମାସେ ପର୍ଯ୍ୟନ୍ତ ବିଶାଳ ସମାବେଶ ଉପରେ ଲାଗିଲା ରୋକ୍

ଦିଲ୍ଲୀରେ ଆଗାମୀ ମାସେ ପର୍ଯ୍ୟନ୍ତ ବିଶାଳ ସମାବେଶ ଉପରେ ଲାଗିଲା ରୋକ୍। ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ରାଜଧାନୀରେ କୌଣସି ପ୍ରକାର ବିଶାଳ ସମାବେଶର ଆୟୋଜନ ହୋଇପାରିବ ନାହିଁ ବୋଲି ଦିଲ୍ଲୀ ପୁଲିସ କମିଶନର କହିଛନ୍ତି। କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏପରି…

ନିର୍ବାଚନ ପୂର୍ବରୁ ବନ୍ଧୁକ ଦାଖଲ କରିବାକୁ କମିଶନରେଟ ପୋଲିସର ନିର୍ଦ୍ଦେଶ

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ବନ୍ଧୁକ ଦାଖଲ କରିବାକୁ ନିର୍ଦ୍ଦେଶ। ସାଧାରଣ ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି। ନିର୍ବାଚନ ସମୟରେ କେହି ଯେମିତି ଲାଇସେନ୍ସ ପ୍ରାପ୍ତ ବନ୍ଧୁକର ଅପବ୍ୟବହାର ନକରିବ ସେଥିଲାଗି ପୋଲିସ କଡ଼ା ପଦକ୍ଷେପ ନେଇଛି ।…

ଭାରସାମ୍ୟ ହରାଇଲା ପିକ୍‌ଅପ୍‌ ଭ୍ୟାନ୍‌; ୫ ଶ୍ରମିକ ମୃତ, ୨୫ରୁ ଊର୍ଦ୍ଧ୍ବ ଗୁରୁତର

ଗୋଲାମୁଣ୍ଡା: ଚାଷକାମରୁ ଶ୍ରମିକମାନଙ୍କୁ ନେଇ ଫେରୁଥିବା ପିକ୍‌ଅପ୍‌ ଭ୍ୟାନ୍‌ ରବିବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧୀନ ଡୋକରିପଡ଼ା ଠାରେ ଏହି ଅଘଟଣ ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୨୫ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜିଲ୍ଲାର…

ମଦ ନିଶାରେ ନିଜର ୫ ମାସର ଶିଶୁପୁତ୍ରକୁ କଚାଡ଼ି ମାରି ଦେଲା ବାପା

ପାଇକମାଳ: ମଦ୍ୟପ ପିତାର ଉନ୍ନତ୍ତ କାଣ୍ଡ। ମଦ ନିଶାରେ ନିଜର ୫ମାସର ଶିଶୁ ପୁତ୍ରକୁ କଚାଡ଼ି ମାରି ଦେଲା। ଏଭଳି ଅବାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପାଇକମାଳ ଥାନା ଚେରଙ୍ଗାଝାଞ୍ଜ ଗ୍ରାମରେ। ପୁଲିସ ଶବକୁ ଜବତ କରିଛି। ଶିଶୁର…

ମନ୍ଦିର ପ୍ରସାଦରୁ ମିଳିଲା ହାଡ଼ ଖଣ୍ଡ, ତଦନ୍ତ ନିର୍ଦ୍ଦେଶ

ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ମନ୍ଦିର ଶ୍ରୀସାଇଲମ ତଥା ମଲ୍ଲିକାର୍ଜୁନ ମନ୍ଦିର ପ୍ରସାଦରୁ ମିଳିଲା ହାଡ଼ ଖଣ୍ଡ। ଏହାକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି। ଏନେଇ ଅଭିଯୋଗ ହେବା ପରେ ମନ୍ଦିର ପ୍ରଶାସନ ତଦନ୍ତ ନିର୍ଦ୍ଦେଶ ଦେଇଛି। ହାଇଦ୍ରାବାଦର ହରିଶ ରେଡ୍ଡୀ ନାମକ…