ମୁସଲିମ ପକ୍ଷର ଆବେଦନ ଖାରଜ: ଜ୍ଞାନବ୍ୟାପୀ ମସଜିଦରେ ଜାରି ରହିବ ପୂଜା
ବାରାଣସୀର ଜ୍ଞାନବ୍ୟାପୀ ମସଜିଦର ବେସମେଣ୍ଟରେ ପୂର୍ବଭଳି ପୂଜାର୍ଚ୍ଚନା ହୋଇପାରିବ। ପୂଜାର୍ଚ୍ଚନା ବିରୋଧରେ ହୋଇଥିବା ଆବେଦନକୁ ଆଜି ଆହ୍ଲାବାଦ ହାଇକୋର୍ଟ ଗ୍ରହଣ କରି ନାହାନ୍ତି। ପ୍ରଥମେ ବାରାଣସୀର ଗୋଟିଏ କୋର୍ଟ ବେସ୍ମେଣ୍ଟରେ ସିଲ୍ ହୋଇଥିବା ଅଞ୍ଚଳରେ ହିନ୍ଦୁ ପକ୍ଷଙ୍କୁ ପୂଜା କରିବା ପାଇଁ…
