ଆସନ ଭାଗବଣ୍ଟାକୁ ନେଇ ଚାଲିଛି ଆଲୋଚନା, ଶୀଘ୍ର ସମାଧାନ ହେବ: ରାହୁଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ କିଛି ମାସ ବାକି ଅଛି। ବିଜେପି ନେତୃତ୍ୱାଧୀନ ଏନଡିଏ ଏବେ ନିର୍ବାଚନ ପ୍ରସ୍ତୁତି ଜୋରସୋରରେ ଆରମ୍ଭ କରିଦେଇଥିବାବେଳେ ଏନଡିଏକୁ ସାମ୍ନା କରିବାକୁ ବିରୋଧୀ ଦଳର ମିଳିତ ମେଣ୍ଟ ଇଣ୍ଡିଆରେ ଆସନ ଭାଗବଣ୍ଟାକୁ ନେଇ ବିବାଦ ତେଜିବାରେ…

ମହିଳା ପୁଲିସ ନିର୍ଯାତନା ମାମଲାରେ ବିରୋଧୀ ଦଳ ନେତାଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ

ସମ୍ବଲପୁର: ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ମାଡ଼ ମାରିବା ମାମଲାରେ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ସହ ରାଜ୍ୟ ସରକାରଙ୍କୁ…

ରାଜନୀତି ମୈଦାନରେ ଥଲପତି ବିଜୟ; ଗଠନ କଲେ ନୂଆ ଦଳ

ରାଜନୀତି ମୈଦାନରେ ପାଦ ଥାପିଲେ ସାଉଥ୍ ସୁପରଷ୍ଟାର ଥଲପତି ବିଜୟ। ଆଜି ସେ ତାଙ୍କର ନୂଆ ଦଳ ଗଠନ କରିଥିବା ନେଇ ଘୋଷଣା କରିଛନ୍ତି। ରାଜନୈତିକ ଦଳ 'ତମିଝଗା ଭେତ୍ରି କଞ୍ଜଗମ' ଗଠନ କରି ଥଲପତି କହିଛନ୍ତି, ସ୍ୱଚ୍ଛ, ଜାତିବାଦମୁକ୍ତ ଏବଂ ଦୁର୍ନୀତିମୁକ୍ତ…

୧୨ ଟିକିଆ ହାତୀପଲ ଆତଙ୍କ

ବ୍ରହ୍ମପୁର  : ଆସିକା ରେଞ୍ଜରେ ୧୨ ଟିକିଆ ହାତୀପଲ ଆତଙ୍କ । ସନ୍ଧ୍ୟା ହେଲେ ଜଙ୍ଗଲ ନିକଟ ଗାଁରେ ପଶି ଖେଳାଉଛନ୍ତି ଆତଙ୍କ। ଗତକାଲି ହାତୀ ଦେଖି ବାଇକରୁ ପଡ଼ି ସନ୍ତୋଷ ବିଷୋୟୀ ନାମକ ଜଣେ ବ୍ୟକ୍ତି ଗୁରୁତର। ଗୁରୁତର ଅବସ୍ଥାରେ ତାଙ୍କୁ…

୫ ଦିନିଆ ରିମାଣ୍ଡରେ ଗଲେ ହେମନ୍ତ ସୋରେନ

ରିମାଣ୍ଡରେ ଗଲେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋରେନଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନେଇଛି। ଜମି ଦୁର୍ନୀତି ମାମଲାରେ ଅଧିକ ପଚରାଉଚରା ପାଇଁ ନ୍ୟାୟିକ ହେପାଜତକୁ ନେଇଛି ଇଡି। ଆଜି ସୁପ୍ରିମକୋର୍ଟ ଗିରଫଦାରୀ ଆବେଦନକୁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୮,୯୭୮ କୋଟି ଟଙ୍କାର ବିଦ୍ୟୁତ ପ୍ରକଳ୍ପର ଶୁଭାରମ୍ଭ କରିବେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଫେବ୍ରୁଆରି ୩ରେ ଏନଟିପିସି ଦର୍ଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ (୨ଞ୍ଚ୮୦୦ ମେଗାୱାଟ୍‌) ଏବଂ ଏନ୍‌ଏସପିସିଏଲ୍ ରାଉରକେଲା ପିପି-୨ ସମ୍ପ୍ରସାରଣ ପ୍ରକଳ୍ପ (୧ଞ୍ଚ୨୫୦ ମେଗାୱାଟ୍‌)କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଏନଟିପିସି ତାଳଚେର…

କସମେଟିକ୍ସ କାରଖାନାରେ ନିଆଁ, ଫସି ରହିଛନ୍ତି ୨୦ ଶ୍ରମିକ, ତଳକୁ ଡେଇଁଲେ ୨ ଶ୍ରମିକ

ବଡ୍ଡି : ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲାରେ ଥିବା କସ୍ମେଟିକ୍ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଏଠାରେ କାରଖାନାରେ ୧୫ରୁ ୨୦ ଜଣ ଶ୍ରମିକ ଫସି ରହିଛନ୍ତି। ଅଗ୍ନିକାଣ୍ଡ ପରେ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳା ଛାତ ଉପରେ ଫସି…

ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ ଟ୍ରାକ୍ଟର ମିକ୍ସଚର ମେସିନ

ମାଲକାନଗିରି : ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ । ପୋଲ ନିର୍ମାଣ ପାଇଁ ନିୟୋଜିତ ଟ୍ରାକ୍ଟର ମିକ୍ସଚର ମେସିନ ଜାଳିଦେଲେ ମାଓବାଦୀ । ଛତିଶଗଡର ନାରାୟଣପୁର ଜିଲ୍ଲାର ଅଭୁଝାମାଡ ଜଙ୍ଗଲରେ ଲଙ୍କାକାଣ୍ଡ ଘଟାଇଛନ୍ତି ମାଓବାଦୀ । ୫୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଏଭଳି ପୋଡାଜଳା…

ହେମନ୍ତ ସୋରେନଙ୍କୁ ଝଟକା, ଗିରଫଦାରୀ ବିରୁଦ୍ଧରେ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଝଟକା। ଇଡିର ଗିରଫଦାରୀ ବିରୁଦ୍ଧରେ କରିଥିବା ଆବେଦନକୁ ଖାରଜ କରିଦେଲେ ସୁପ୍ରିମକୋର୍ଟ। ଏ ମାମଲା ଉପରେ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇପାରିବ ନାହିଁ, ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ଜମି ଦୁର୍ନୀତି ମାମଲାରେ ହେମନ୍ତ…

ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ବଢ଼ିଲା ପଦବୀ ସଂଖ୍ୟା

ଭୁବନେଶ୍ୱର: ପରିବର୍ତ୍ତନ ମୁଡ୍ ରେ ରାଜ୍ୟ ସରକାର। ଯେଉଁଥିରେ ସାମିଲ୍ ହୋଇଛି ସ୍ବାସ୍ଥ୍ୟ ବିଭାଗ। ଏଥିରେ ସ୍ବତନ୍ତ୍ର ସଚିବ, ନିର୍ଦ୍ଦେଶକ ପଦବି ସଂଖ୍ୟାରେ ବୃଦ୍ଧି କରାଯାଇଛି। ପୂର୍ବରୁ ୨ଟି ସ୍ବତନ୍ତ୍ର ସଚିବ (ଲେବଲ-୧୭) ପଦବି ରହିଥିଲା। ଯାହାକୁ ରାଜ୍ୟ ମେଡିକାଲ ଏବଂ…