ଅବାଟକୁ ଚାଲି ଯାଇଥିଲା ୧୪ ବର୍ଷର ପୁଅ; ବିଷ ଦେଇଦେଲା ବାପା
ବହୁ ବୁଝୁଶୁଝା ପରେ ବି ଠିକ୍ ବାଟ ଭୁଲି ଅବାଟକୁ ଚାଲି ଯାଇଥିଲା ପୁଅ। ମାତ୍ର ୧୪ ବର୍ଷ ବୟସରେ ଝିଅମାନଙ୍କୁ ଅଶ୍ଳୀଳ ବ୍ୟବହାର କରିବା ସହ ଅଶ୍ଳୀଳ ଭିଡିଓ ବି ଦେଖୁଥିଲା। ଯେତେ ବୁଝାଇଲେ ବି ବୁଝୁ ନ ଥିଲା।…
ବହୁ ବୁଝୁଶୁଝା ପରେ ବି ଠିକ୍ ବାଟ ଭୁଲି ଅବାଟକୁ ଚାଲି ଯାଇଥିଲା ପୁଅ। ମାତ୍ର ୧୪ ବର୍ଷ ବୟସରେ ଝିଅମାନଙ୍କୁ ଅଶ୍ଳୀଳ ବ୍ୟବହାର କରିବା ସହ ଅଶ୍ଳୀଳ ଭିଡିଓ ବି ଦେଖୁଥିଲା। ଯେତେ ବୁଝାଇଲେ ବି ବୁଝୁ ନ ଥିଲା।…
ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଜଳେଶ୍ଵର ଚନ୍ଦନେଶ୍ବର ରାସ୍ତାର କଣ୍ଠାଳିଆ ଇନ୍ଦିରା ଛକ ନିକଟରେ ଆଜି ଏକ ପିକଅପ୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ନହରା ଗ୍ରାମର ଖଗେନ୍ଦ୍ର ଭୂୟାଁ (୫୯)। ଖଗେନ୍ଦ୍ର ନହରା…
ରାଞ୍ଚି: ଝାଡ଼ଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚମ୍ପାଇ ସୋରେନ | ତାଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ବିଧାୟକ ଆଲାମଗିର ଆଲାମ (କଂଗ୍ରେସ) ଏବଂ ସତ୍ୟନନ୍ଦ ଭୋକତା (ଆରଜେଡି) ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଅନ୍ୟପଟେ ଝାଡ଼ଖଣ୍ଡର ନୂତନ…
ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ । ସନ୍ଧ୍ୟା ୭ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ…
ଦିନକୁ ଦିନ ଭାରତୀୟ ଛାତ୍ରଙ୍କ ପାଇଁ ଅସୁରକ୍ଷିତ ହୋଇପଡୁଛି ଆମେରିକା। ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମାତ୍ର ସପ୍ତାହେ ତଳେ ତିନି ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ଚତୁର୍ଥ ମାମଲା। ମୃତ ଛାତ୍ର ହେଉଛନ୍ତି, ୧୯ ବର୍ଷୀୟ ଶ୍ରେୟସ ରେଡ୍ଡୀ ବେନିଗେର। ଶ୍ରେୟସ ଓହିଓର ଲିଣ୍ଡର୍…
ରାଜନଗର : ପର୍ଯ୍ୟଟକ ମାନଙ୍କ ପାଇଁ ଖୁସି ଖବର । ଭିତରକନିକାରେ ପ୍ରଥମଥର ଚାଲିବ ବିଳାସପୂର୍ଣ୍ଣ ବୋଟ୍ । ଜଙ୍ଗଲର ଶୂନ୍ୟତା ଭିତରେ ନଦୀ ମଧ୍ୟରେ ବିଳାସପୂର୍ଣ୍ଣ ବୋଟ୍ ରେ ରାତ୍ରୀ ଯାପନ କରିବେ ଦେଶ ବିଦେଶର ପର୍ଯ୍ୟଟକ । ଏହା ମଧ୍ୟରେ…
ଗତକାଲି ମଧ୍ୟ ରାତିରେ କେନିଆର ଏକ ଗ୍ୟାସ୍ କମ୍ପାନୀରେ ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୬୫ ଜଣ ଗୁରୁତର ହୋଇଛନ୍ତି। ଗତକାଲି ମଧ୍ୟ ରାତିରେ କେନିଆର…
ଭଦ୍ରକ: ଭଦ୍ରକ ରେ ସିରିଜ୍ ଦୁର୍ଘଟଣା । ପଛକୁ ପଛକ ପିଟି ହେଲା ତିନୋଟି ଗାଡି । ଫଳରେ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତଙ୍କର ପରିଚୟ ମିଳିନାହିଁ । ଭଦ୍ରକ ଜିଲ୍ଲା ୧୬ ନମ୍ବର…
ବଣାଇ: ବଣାଇ ଗଡ ବ୍ଲକ କାର୍ଯ୍ୟାଳୟ ପରିସରରେ ଅଭାସି ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଣାଇ ଉପଖଣ୍ଡ ଚିକିତ୍ସାଳୟ ସମେତ ୧୬ ଗୋଟି ଡାଇଲିସିସ ସେଣ୍ଟର ଉଦଘାଟନ କରିଛନ୍ତି। ବଣାଇଁ ବିଡିଓ ଦିବ୍ୟ ଶଙ୍କର ଜୟପୁରିଆଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ହୋଇଥିବା…
କଟକ : ହାଇକୋର୍ଟ ଆଜି ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି କରିଛନ୍ତି। ଏହି ସୁରକ୍ଷା ମିଆଦ ଫେବୃଆରୀ ୧୩ ଯାଏଁ ବୃଦ୍ଧି କରିଛନ୍ତି ହାଇକୋର୍ଟ। ଫଳରେ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ…