୨ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଉଦ୍ଧବ ସେନା

ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଉଦ୍ଧବ ଠାକରେଙ୍କ ଶିବସେନା। ଏହି ୧୬ ଜଣିଆ ପ୍ରାର୍ଥୀ ତାଲିକାରେ ୨ ଜଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରହିଛନ୍ତି। ଅନନ୍ତ ଗୀତେ ଓ ଅରବିନ୍ଦ ସାୱନ୍ତ…

ପ୍ରାର୍ଥୀ ବଦଳାଇବାକୁ ନେଇ ବିଜେଡିକୁ ଅପରାଜିତାଙ୍କ କଟାକ୍ଷ; କହିଲେ, ‘ଯୋ ଡରଗୟା, ୱ ମରଗୟା’

ଭୁବନେଶ୍ୱର: ଭୁବନେଶ୍ୱର ଲୋକ ସଭା ଆସନରୁ ପ୍ରାର୍ଥୀଭାବେ ଟିକେଟ ଘୋଷଣା ପରେ ଆଜି ଦିଲ୍ଲୀରୁ ଫେରିଛନ୍ତି ଅପରାଜିତା ଷଡଙ୍ଗୀ । ବିମାନବନ୍ଦରରେ ବିଜେପିର ନେତା ଓ କର୍ମୀମାନେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ପାଛୋଟି ଆଣିଥିଲେ । ଏହାପରେ ବିରାଟ…

ଟଙ୍କା ଗଦାରେ ଶୋଇଛନ୍ତି ରାଜନେତା, ଫଟୋ ହେଲା ଭାଇରାଲ୍‌

ଲୋକସଭା ନିର୍ବାଚନ ପୂର୍ବରୁ ଆସାମର ଜଣେ ରାଜନେତାଙ୍କ ଅଜବ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ରାଜନେତା ଜଣଙ୍କ ଟଙ୍କା ଗଦାରେ ଶୋଇଛନ୍ତି। ତାଙ୍କ ଉପରେ ମଧ୍ୟ କିଛି ୫୦୦ ଟଙ୍କିଆ ନୋଟ୍‌ ପଡ଼ିଛି। ୫୦୦ ଟଙ୍କିଆ…

ପୋଡ଼ାଗଡ ନିକଟରେ ବସ୍ ଦୁର୍ଘଟଣା: ଜଣେ ମୃତ, ୨୦ ଆହତ

କୋରାପୁଟ: ମଙ୍ଗଳବାର ବିଳମ୍ବିତ ରାତିରେ କୋରାପୁଟ ସଦର ପୋଲିସ ସୀମା ଅନ୍ତର୍ଗତ ପୋଡାଗଡ ନିକଟରେ ବସ୍ ଦୁର୍ଘଟଣା ଘଟିଛି। ଖମ୍ବେଶ୍ୱରୀ ନାମକ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଭାରସାମ୍ଯ ହରାଇ ବସଟି ରାସ୍ତା ତଳକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ…

କେଜ୍ରିୱାଲଙ୍କ ସମ୍ପର୍କରେ ବୟାନ ଦେଲା ଆମେରିକା, କୂଟନୀତିଜ୍ଞଙ୍କୁ ଡାକି ଅସନ୍ତୋଷ ଝାଡ଼ିଲା ଭାରତ

ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସପକ୍ଷରେ ଆମେରିକା ବୟାନ ଦେବା ଘଟଣାକୁ ଭାରତ ସରକାର ସହଜରେ ହଜମ କରି ପାରି ନାହାନ୍ତି। କେଜ୍ରିୱାଲଙ୍କ କ୍ଷେତ୍ରରେ ନିରପେକ୍ଷ ଓ ଦ୍ରୁତ ନ୍ୟାୟିକ ପ୍ରକ୍ରିୟା ଆପଣା ଯାଉ ବୋଲି ଆମେରିକା ବୈଦେଶିକ ମନ୍ତ୍ରଣାଳୟର…

କମିଶନରେଟ ପୋଲିସ ହାତରେ ବଡ଼ ବନ୍ଧୁକ ରାକେଟ୍, ୫ ବନ୍ଧୁକ ଜବତ, ୨ ଗିରଫ

ଭୁବନେଶ୍ବର  : ନିର୍ବାଚନ ପୂର୍ବରୁ ଭୁବନେଶ୍ବର କମିଶନରେଟ ପୋଲିସ ହାତରେ ବଡ଼ ବନ୍ଧୁକ ରାକେଟ୍ । ୫ ଟି ସେମି ଅଟୋମେଟିକ ବନ୍ଧୁକ ସହ ୨୪ ରାଉଣ୍ଡ ଗୁଳି ଜବତ। 7. 65 ଏମଏମର ୪ ଟି ବନ୍ଧୁକ ଓ ୨୦ ରାଉଣ୍ଡ…

କଂଗ୍ରେସର ସୁପ୍ରିୟା ଓ ବିଜେପିର ଦିଲୀପଙ୍କୁ ଇସି ନୋଟିସ

ଭାରତୀୟ ନିର୍ବାଚନ କମିଶନ ଆଜି କଂଗ୍ରେସର ସୁପ୍ରିୟା ଶ୍ରୀନେତ ଓ ବିଜେପିର ଦିଲୀପ ଘୋଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସୁପ୍ରିୟା ବିଜେପିର ମଣ୍ଡି ଲୋକସଭା ଆସନର ପ୍ରାର୍ଥୀ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ ଓ ଦିଲୀପ ଘୋଷ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ଵର: ସବୁ ଅପେକ୍ଷାର ହେଲା ଅନ୍ତ । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପାର୍ଥୀ ତାଲିକା ଘୋଷଣା କରିଛନ୍ତି…

ମୋ ସ୍ୱାମୀ ୨୮ରେ ସବୁ ସତର ପର୍ଦ୍ଦାଫାସ କରିବେ : କେଜ୍ରିୱାଲଙ୍କ ପତ୍ନୀ

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ଦ୍ୱାରା ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା ବଡ଼ ବୟାନ ଦେଇଛନ୍ତି। ତାଙ୍କ କହିବା କଥା ଯେ ମାର୍ଚ୍ଚ ୨୮ ଅର୍ଥାତ ଆସନ୍ତାକାଲି କେଜ୍ରିୱାଲ ତଥାକଥିତ ଅବକାରୀ ନୀତି…

କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ସୁର ରାଉତରାୟ

ଭୁବନେଶ୍ବର: କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ । କଂଗ୍ରେସର ସମସ୍ତ ପଦ ପଦବୀ ଛାଡିବା ପରେ ମଧ୍ୟ ସେ ଦଳରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି । ସାନ ପୁଅ ମନ୍ମଥ ରାଉତରାୟ ଆଜି ବିଜେଡିରେ…