ଜୀବନ ହାରିଲେ ପଞ୍ଚମ ଶ୍ରେଣୀ ଛାତ୍ର

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଟଲଣା ସ୍ଥିତ ଆଶ୍ରମ ବିଦ୍ୟାଳୟରେ ଜଣେ ୫ମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣକ ହେଲେ ଜୁଦାଶ୍ ଶବର (୧୧)। ପରିତ୍ୟକ୍ତ ଅବସ୍ଥାରେ ଥିବା ହଷ୍ଟେଲ ଗୃହ ପରିସରରେ ବେକରେ ଗାମୁଛା…

ଶିକ୍ଷକଙ୍କ ମାଡ଼ରେ ଲହୁ ଲୁହାଣ ହେଲେ ଛାତ୍ର

ନବରଙ୍ଗପୁର: ଶିକ୍ଷକଙ୍କ ମାଡ଼ରେ ଲହୁ ଲୁହାଣ ହେଲେ ଛାତ୍ର । ଏଭଳି ଅମାନୁଷିକ ଘଟଣା ଘଟିଛି କୁନ୍ଦେଇ ଥାନା ଅଧୀନ କାନାଡିହି ଗ୍ରାମରେ । ଏନେଇ ଛାତ୍ରଙ୍କ ପରିବାର ପକ୍ଷରୁ କୁନ୍ଦେଇ ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ଅନୁଯାୟୀ, କାନାଡିହି…

ରେଳ ଷ୍ଟେସନରେ ମହୁମାଛି ଆକ୍ରମଣ, ୪୦ ଯାତ୍ରୀ ଗୁରୁତର

ମହୁମାଛି ଆକ୍ରମଣରେ ୪୦ ଜଣ ଯାତ୍ରୀ ଗୁରୁତର। ଆଜି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌‌ ଜିଲ୍ଲା ମଞ୍ଜୁଷା ରେଳ ଷ୍ଟେସନରେ ଯାତ୍ରୀମାନେ ବିଶାଖାପାଟନମ୍-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସକୁ ଅପେକ୍ଷା କରିଥିବାବେଳେ ମହୁମାଛି ଆକ୍ରମଣ ହୋଇଥିଲା। ଏହି ମହୁମାଛି ଆକ୍ରମଣରେ ୪୦ ଯାତ୍ରୀ ଗୁରୁତର ଆହତ…

ବିଜେପି ରାଜ୍ୟରେ ସମସ୍ତ ଆସନରେ ଏକାକୀ ଲଢ଼ିବ : ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ଵର: ଲୋକସଭା ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ଏକ ବଡ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବୁ ବୋଲି ସ୍ପଷ୍ଟ କରିଛନ୍ତି ମନମୋହନ…

କେଜ୍ରିୱାଲ ଅବକାରୀ ନୀତିର କିଙ୍ଗପିନ୍‌ : ଇଡି

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା କିଙ୍ଗପିନ୍‌ ହେଉଛନ୍ତି ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅବକାରୀ ନୀତି ପ୍ରଣୟନ କରି ଆପ୍‌ ୧୦୦ କୋଟି ଟଙ୍କାର ଲାଞ୍ଚ ପାଇଛି। ଏହି ଦୁର୍ନୀତି ପଛରେ କେଜ୍ରିୱାଲ…

ସେ ନିଜର କୁକର୍ମ ପାଇଁ ଏବେ ଗିରଫ ହୋଇଛନ୍ତି : ଆନ୍ନା ହଜାରେ

ମୁଁ ତାଙ୍କୁ ମଦ ଠାରୁ ଦୂରେଇ ରହିବାକୁ ଅନେକ ଥର କହିଥିଲି। କିନ୍ତୁ ଅଧିକ ଟଙ୍କା ପାଇଁ ସେ ଅବକାରୀ ନୀତି ପ୍ରଣୟନ କଲେ। ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ଏମିତି କିଛି…

ନାବାଳିକା ଯୌନ ଶୋଷଣ ଅପରାଧିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଭଦ୍ରକ: ନାବାଳିକା ଯୌନ ଶୋଷଣ ଅପରାଧିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ଭଦ୍ରକ ପୋକ୍ସ କୋର୍ଟ । ନାବାଳିକା ଯୌନ ଶୋଷଣ ମାମାଲାର ବିଚାର କରି ନାୟକାଣି ଡ଼ିହି ଥାନା ତମ୍ବାଖଣ୍ଡି ଗାଁର ରାଜନୀକାନ୍ତ ନାୟକଙ୍କ ପୁଅ ଜଗା ଓରଫ…

ସୁପ୍ରିମକୋର୍ଟରେ ଗିରଫଦାରୀ ବିରୁଦ୍ଧରେ କରିଥିବା ଆବେଦନ ଉଠାଇନେଲେ କେଜ୍ରିୱାଲ

ଗିରଫଦାରୀ ବିରୁଦ୍ଧରେ କରିଥିବା ଆବେଦନ ପ୍ରତ୍ୟାହାର କରିନେଲେ ଅରବିନ୍ଦ କେଜ୍ରିୱାଲ। ଇଡିର ଗିରଫଦାରୀ ବିରୁଦ୍ଧରେ କେଜ୍ରିୱାଲ ସୁପ୍ରିମକୋର୍ଟରେ ଯେଉଁ ଆବେଦନ କରିଥିଲେ, ତାକୁ ଆଜି ଉଠାଇ ନେଇଛନ୍ତି। ଏହି ମାମଲା ତଳ କୋର୍ଟରେ ବିଚାରଧୀନ ଥିବାରୁ ଆବେଦନ ପ୍ରତ୍ୟାହାର କରି ନିଆଯାଇଥିବା କେଜ୍ରିୱାଲଙ୍କ ଓକିଲ…

ସଫଳତାର ସହ ଲଞ୍ଚ ହେଲା ସ୍ବଦେଶୀ ପୁୁଷ୍ପକ ବିମାନ

ନୂଆଦିଲ୍ଲୀ: ଏସୟୁଭି ଆକାରର ସ୍ବଦେଶର ୱିଙ୍ଗ୍‌ ‌ରକେଟ୍‌ ଅ‌ାଜି ସଫଳତାର ସହ ଲଞ୍ଚ୍‌ ହୋଇଯାଇଛି।  ଆଜି ସକାଳେ କର୍ଣ୍ଣାଟକର ଏକ ରନୱେରେ ଅବତରଣ କରି ଦେଶର ପୁନବ୍ୟବହାର ଯୋଗ୍ୟ ରକେଟ୍ ବିଭାଗରେ ପ୍ରବେଶ କରିବାରେ ଏକ ପ୍ରମୁଖ ମାଇଲଖୁଣ୍ଟକୁ ଚିହ୍ନିତ କରିଛି। ପରୀକ୍ଷଣର…

ଅଞ୍ଜନ ବେହେରା ହତ୍ୟାକାଣ୍ଡ ଘଟଣା, ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ବହୁଚର୍ଚ୍ଚିତ ଲକ୍ଷ୍ମୀସାଗର ଚମ୍ପାପୋଖରୀ ଅଞ୍ଜନ ବେହେରା ହତ୍ୟା ଘଟଣା । ଆଉ ୪ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ପୋଲିସ । ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପିଙ୍କୁ ଓ ନିହାରିକାଙ୍କୁ ଗିରଫ କରିଥିଲା ପୋଲିସ । ତ୍ରିକୋଣୀୟ ପ୍ରେମ…