ବଜ୍ରାଘାତରେ ଗଲା ଦୁଇ ଜୀବନ, ଦୁଇ ମହିଳା ଗୁରୁତର
ଭୁବନେଶ୍ୱର: କାଳବୈଶାଖୀ ରଚିଲା ତାଣ୍ଡବ । ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ହୋଇଥିବା ସୂଚନା ରହିଛି। ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପୃଥକ ପୃଥକ ସ୍ଥାନରେ ବଜ୍ରପାତ ହୋଇଛି। ବାଲେଶ୍ବର ଜିଲ୍ଲା ଭୋଗରାଇରେ ବଜ୍ରାଘାତରେ ଜଳିଗଲେ…
