May 2024

‘ନିଟ୍’ ପରୀକ୍ଷାରେ ଜାଲିଆତି ଘଟଣା: ୩ ଅଭିଯୁକ୍ତ ଗିରଫ, ଅନ୍ୟ ତିନି ଜଣ ଫେରାର

ଭୁବନେଶ୍ବର: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟରେ ଜାଲିଆତି କରି ୩ ଜଣ ଗିରଫ ହୋଇଛନ୍ତି। ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ଦେଉଥିଲେ ପରୀକ୍ଷା। ଏମିତି ଏକ ନକଲି ପରୀକ୍ଷାର୍ଥୀଙ୍କୁ ଧରିଛି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ। ସୂଚନା ଅନୁଯାୟୀ ଭଦ୍ରକ ସହରର…

ଅଗ୍ନିବୀର ଯୋଜନାକୁ ଉଚ୍ଛେଦ କରିବୁ: ରାହୁଲଙ୍କ ଘୋଷଣା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ମଙ୍ଗଳବାର ଘୋଷଣା କରିଛନ୍ତି ଯେ ଯଦି ‘ଇଣ୍ଡିଆ’ ମେଣ୍ଟ କ୍ଷମତାକୁ ଆସେ ତେବେ ଅଗ୍ନିବୀର ଯୋଜନାକୁ ଉଚ୍ଛେଦ କରାଯିବ। କାରଣ, ଏହା ସେନା ଦ୍ୱାରା ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ…

ରେକର୍ଡ ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ଭାବେ ଶପଥ ନେଲେ ଭ୍ଲାଦିମିର ପୁଟିନ୍‌

ମସ୍କୋ: ରୁଷିଆର ରାଷ୍ଟ୍ରପତି ଭାବେ ଭ୍ଲାଦିମିର ପୁଟିନ୍‌ ୬ ବର୍ଷ ପାଇଁ ଶପଥ ଗ୍ରହଣ କରିଛନ୍ତି। କ୍ରେମଲିନରେ ଶପଥ ଗ୍ରହଣ ପାଇଁ ଆୟୋଜିତ ଏକ ସମାରୋହରେ ସେ ରେକର୍ଡ ପଞ୍ଚମ ଥର ପାଇଁ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ସାମ୍ବିଧାନିକ…

ନିର୍ବାଚନ କମିଶନଙ୍କ ଆଚରଣ ବିଧି ‘ମୋଦୀ ଆଚରଣ ବିଧି’ରେ ପରିଣତ ହେଲାଣି: ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ ବିଜେପି ନେତାମାନେ ପ୍ରଚାର ସମୟରେ ଘୃଣ୍ୟ ଭାଷଣ ଦେବା ସହ ଆଦର୍ଶ ଆଚରଣ ବିଧିକୁ ‘ମୋଦୀ ଆଚରଣ ବିଧି’ରେ ପରିଣତ କରୁଥିବା ଅଭିଯୋଗ ପ୍ରତି ନିର୍ବାଚନ କମିଶନ ଆଖି…

କଶ୍ମୀରର କୁଲଗାମରେ ସେନାର ଏନକାଉଣ୍ଟର, ଲସ୍କର କମାଣ୍ଡର ବାସିତ୍ ଡାର୍ ମୃତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଚାଲିଥିବା ଏନକାଉଣ୍ଟରରେ ଭାରତୀୟ ସେନାକୁ ବଡ ସଫଳତା ମିଳିଛି । ଦୀର୍ଘ ସମୟ ଧରି ଚାଲିଥିବା ଏନକାଉଣ୍ଟର ପରେ ସୁରକ୍ଷାବାହିନୀ ଲସ୍କର-ଇ-ତୋଏବା କମାଣ୍ଡର ବାସିତ ଅହମ୍ମଦ ଡାରଙ୍କ ସମେତ ମୋଟ ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି।…

ହରିଆଣା ବିଜେପି ସରକାରଙ୍କୁ ଝଟ୍‌କା, କଂଗ୍ରେସ ସମର୍ଥନରେ ୩ ବିଧାୟକ

ନୂଆଦିଲ୍ଲୀ :ହରିଆଣା ବିଜେପି ସରକାରଙ୍କୁ ଲାଗିଲା ବଡ଼ ଝଟ୍‌କା। ମଙ୍ଗଳବାର ଏଠାରେ ବଡଧରଣର ରାଜନୈତିକ ହଲଚଲ ଦେଖିବାକୁ ମିଳିଛି। ଏଠାକାର ତିନି ସ୍ୱାଧୀନ ବିଧାୟକ ନାୟବ ସରକାରଙ୍କ କାନି ଛାଡି କଂଗ୍ରେସକୁ ସମର୍ଥନ କରିଛନ୍ତି। କଂଗ୍ରେସକୁ ସମର୍ଥନ କରିଥିବା ତିନି ବିଧାୟକଙ୍କ…

କେଜ୍ରିଓ୍ୱାଲଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ନିଷ୍ପତ୍ତି ନଶୁଣାଇ ଉଠିଗଲେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ

ନୂଆଦିଲ୍ଲୀ : ଦୀର୍ଘ ସମୟ ଯାଏଁ ଶୁଣାଣି ଚାଲିଲା। ଇଡିକୁ ପ୍ରଶ୍ନ ବାଣରେ ଘାଇଲା ମଧ୍ୟ କଲେ କୋର୍ଟ। ଯୁକ୍ତିତର୍କ ମଧ୍ୟ ହେଲା। କିନ୍ତୁ କେଜ୍ରିଓ୍ୱାଲଙ୍କୁ ଜାମିନ ଦେଲେନି। ଭାବି ଚିନ୍ତି କହିବୁ କହି ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଅନ୍ତରୀଣ ଜାମିନ ଆବେଦନ…

ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ- ମତଦାନ ସାମାନ୍ୟ ଦାନ ନୁହେଁ

ଅହମ୍ମଦାବାଦ : ଆଜି ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ। ଦେଶର ୯୪ ସିଟ୍‌ ପାଇଁ ମତଦାନ ହେଉଥିବା ବେଳେ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅହମ୍ମଦାବାଦର ନିଶାନ୍ ହାୟର ସେକେଣ୍ଡାରୀ ସ୍କୁଲ ବୁଥରେ ଆଜି…

ମନ୍ତ୍ରୀଙ୍କ ପିଏସ୍‌ଙ୍କ ଚାକରଘରୁ ବାହାରିଲା ୩୫କୋଟି ୨୩ ଲକ୍ଷ

ରାଞ୍ଚି : ଗତକାଲି ସକାଳୁ ଆରମ୍ଭ ହୋଇଥିବା ଚଢ଼ାଉ ରାତି ଅଧରେ ସରିଲା। ମନ୍ତ୍ରୀଙ୍କ PSଙ୍କ ଘରୋଇ ସହାୟକଙ୍କ ଘରୁ ବାହାରିଲା ଟଙ୍କା ପାହାଡ। ନୋଟ୍‌ ଗଣି ଗଣି ଇଡି ଅଧିକାରୀ ହାଲିଆ ହେବା ପରେ ଶେଷରେ ମେଶିନକୁ ନିୟୋଜିତ କରାଗଲା।…

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟରେ ୧୨ରାଜ୍ୟର ୯୪ଟି ଆସନରେ ହେବ ମତଦାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରଚାର ଜାରି ରହିଛି। ଅନ୍ୟପକ୍ଷରେ ମଙ୍ଗଳବାର ୧୨ଟି ରାଜ୍ୟର ୯୪ଟି ଲୋକସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୧୦୨ ଟି ଆସନ ଏବଂ ଦ୍ୱିତୀୟ ପର୍ୟ୍ୟାୟରେ…