June 2024

ବାଲେଶ୍ବର ହିଂସା ଘଟଣା: ଗଣ୍ଡଗୋଳକାରୀଙ୍କ ଗିରଫ ସଂଖ୍ୟା ୬୩କୁ ବୃଦ୍ଧି

ବାଲେଶ୍ବର : ବାଲେଶ୍ବର ହିଂସା ଘଟଣାରେ ଗିରଫ ସଂଖ୍ୟା ୬୩କୁ ବୃଦ୍ଧି । ସିସିଟିଭି ଆଧାରରେ ଗଣ୍ଡଗୋଳକାରୀଙ୍କୁ କରାଯାଉଛି ଚିହ୍ନଟ । ପୋଲିସ ସହଯୋଗରେ ଜରୁରୀ ସେବା ଜାରି ରହିଛି । ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ବର୍ତ୍ତମାନ ସୁଦ୍ଧା କର୍ଫ୍ୟୁ…

ଦଳର ସାଂଗଠନିକ ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପ୍ରଥମ ଥର ରାଜ୍ୟ କାର୍ଯ୍ୟାଳୟ ଗସ୍ତ କରିଛନ୍ତି ମୋହନ ମାଝୀ । ଦଳର ସାଂଗଠନିକ ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।…

୨୦ ଯାଏଁ ପ୍ରବଳ ବର୍ଷା; ୨୪ଘଣ୍ଟା ମଧ୍ୟରେ ୧୫ ଜିଲ୍ଲା ପାଇଁ ସତର୍କ ଘଣ୍ଟି

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ମଧ୍ୟରେ ଆସିଛି ଆଶ୍ବସ୍ତି କଲାପରି ଖବର । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିଛି । ଫଳରେ ରାଜ୍ୟରେ ଆଜିଠୁ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ…

ବାଚସ୍ପତି ପାଇଁ ସୁରମା ପାଢ଼ୀଙ୍କ ନାଁ ଘୋଷଣା କଲା ବିଜେପି, ଦାଖଲ କଲେ ନାମାଙ୍କନ

ଭୁବନେଶ୍ୱର : ସୁରମା ପାଢୀ ବିଜେପିର ବାଚସ୍ପତି ପ୍ରାର୍ଥୀ । ବିଜେପି ବିଧାୟକ ଦଳ ବୈଠକ ପରେ ତାଙ୍କ ନାଁ ଘୋଷଣା ହୋଇଛି । ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାଁ…

ରାସ୍ତାରେ ଶୋଇଥିବା ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲେ ରାଜ୍ୟସଭା ସାଂସଦଙ୍କ ଝିଅ: ଜଣେ ମୃତ

ନୂଆଦିଲ୍ଲୀ: ଚେନ୍ନାଇରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରାସ୍ତାରେ ଶୋଇଥିବା ଜଣେ ଯୁବକଙ୍କ ଉପରେ ଜଣେ ରାଜ୍ୟସଭା ସାଂସଦଙ୍କ ଝିଅ ଗାଡ଼ି ଚଢ଼ାଇ ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ମୃତକଜଣକଙ୍କ ନାମ ସୂର୍ଯ୍ୟ ଓ ବୟସ ୨୪ବର୍ଷ…

ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ନିଯୁକ୍ତ ହେଲେ ୨ ନୂଆ ଅଫିସର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ନିଯୁକ୍ତ ହେଲେ ୨ ନୂଆ ଅଫିସର । ଜଣେ ହେଲେ ସତୀଶ ଚନ୍ଦ୍ର ସାମଲ । ଯିଏକି, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ନିଯୁକ୍ତ ହୋଇଛନ୍ତି । ସେହିପରି ବିନୋଦ ବିହାରୀ ସିଂହଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ଆଇସ୍‌କ୍ରିମ୍‌ରୁ କଟା ଆଙ୍ଗୁଠି ମିଳିବା ମାମଲା, ସାମ୍ନାକୁ ଆସିଲା ସତ

ନିକଟରେ ଅନ୍‌ଲାଇନ୍‌ରୁ ମୁମ୍ବାଇର ଜଣେ ଡାକ୍ତର ଆଇସ୍‌କ୍ରିମ ଅର୍ଡର କରିଥିଲେ। ଏହି ଆଇସ୍‌କ୍ରିମ କୋନ୍‌ରୁ ଏକ ମଣିଷର କଟା ଆଙ୍ଗୁଠି ମିଳିଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ଚାରିଆଡେ ଆତଙ୍କ ଖେଳି ଯାଇଥିଲା। ପୁଲିସରେ ଅଭିଯୋଗ ପରେ ସତ କି…

ପୁଣି ତେଜିଲା ମହାନଦୀ ବିବାଦ

ଭୁବନେଶ୍ବର: ପୁଣି ତେଜିଲା ମହାନଦୀ ବିବାଦ । ବିଜେପି ସରକାରକୁ ଆସିବା ପରେ ମହାନଦୀ ପାଣି ପ୍ରସଙ୍ଗକୁ ତେଜି ବିରୋଧୀଙ୍କ ଆରମ୍ଭ ହୋଇଛି ବୟାନ ବାଜି । ଧିରେ ଧିରେ ଶୁଖିଯିବାକୁ ବସିଲାଣି ମହାନଦୀ ପାଣି । ସେହି ପୁରୁଣା ପ୍ରସଙ୍ଗ…

ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ

କଟକ : ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ୍ ରେ ଉପଲବ୍ଧ ଓଡ଼ିଶା ସିନିୟର ସେକେଣ୍ଡାରି ଟିଚର ଇଲିଜିବିଲିଟି ଟେଷ୍ଟ ପରୀକ୍ଷା ଫଳ । www.bseodisha.ac.in ରେ ରେଜଲ୍ଟ ଉପଲବ୍ଧ । ୱେବସାଇଟ୍ ରୁ…

ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ପୁରୁଣା ପରିଚୟ ଫେରି ପାଇବ ‘ନାଳନ୍ଦା’। ବିଶ୍ୱପ୍ରସିଦ୍ଧ ବିହାରର ନାଳନ୍ଦା ବିଶ୍ୱବିଦ୍ୟାଳୟ ପୁନଃଦ୍ଧାର ସହ ନୂଆ କ୍ୟାମ୍ପସର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ନୂଆ କ୍ୟାମ୍ପସ୍ ଉଦଘାଟନ କରିବା ସହ ନାଳନ୍ଦାର ଧ୍ୱଂସାବଶେଷକୁ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ। ଏହି…