June 2024

କାଲି କାଶୀପୁରରେ ଦିଆଯିବ ଡିପ୍‌ଥେରିଆ ବୁଷ୍ଟର ଡୋଜ

ଭୁବନେଶ୍ବର : ଡିପଥେରିଆ ସଂକ୍ରମଣ ବଢିବା ପରେ ସ୍ୱାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ। ରାୟଗଡା ଜିଲ୍ଲା କାଶୀପୁରରେ ବୁଧବାରଠାରୁ ଦିଆଯିବ ଡିପଥେରିଆ ବୁଷ୍ଟର ଡୋଜ ଟିକା। ଏକ ବର୍ଷ ବୟସ ଭିତର ଶିଶୁଙ୍କୁ ପେଣ୍ଟା ଡୋଜ ଦିଆଯିବ। ୫ରୁ ୧୫ ବର୍ଷ…

ଜାଲରେ ପଡିଲା ୪ କ୍ବିଣ୍ଟାଲ ଓଜନର ମାଛ

ପାରାଦୀପ : ପାରାଦୀପରେ ଧୀବରଙ୍କ ଜାଲରେ ପଡ଼ିଛି ଗୋଟିଏ ବିରାଟକାୟ ମାଛ। ଏହାର ଓଜନ ପ୍ରାୟ ୪ କ୍ବିଣ୍ଟାଲ ହେବ। ମହାନଦୀରୁ ଧରାହୋଇଥିବା ମାଛକୁ ୧୦ ଜଣ ଲୋକ ପାଣିରୁ ଉଠାଇବାକୁ ନୟାନ୍ତ ହୋଇପଡ଼ିଥିଲେ। ମାଛଟି ଦେଖିବାକୁ ଗୋଲାକାର ଶାଙ୍କୁଚ ପରି…

ବାସି ମିଠାଖାଇ ୨୮ ଗୁରୁତର, ଅଧିକାଂଶ ଶିଶୁ

ସୁବର୍ଣ୍ଣପୁର : ବାହାଘର ମିଠା ଖାଇ ୨୮ ଜଣ ଅସୁସ୍ଥ ହୋଇଯାଇଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି। ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କୁଶାମାଲ ଗାଁରେ। ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି। ୧୨…

ହରିୟାଣା କଂଗ୍ରେସକୁ ଝଟ୍‌କା: ଝିଅ ଶ୍ରୁତିଙ୍କ ସହିତ କିରଣ ଚୌଧୁରୀ ଇସ୍ତଫା ଦେଲେ,ବିଜେପିରେ ଯୋଗଦେବେ

ଚଣ୍ଡିଗଡ଼: ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ବଡ଼ ଝଟ୍‌କା ମିଳିଛି। ଲୋକସଭା ନିର୍ବାଚନରେ ​​ତାଙ୍କ ଝିଅକୁ ଟିକେଟ୍ ନ ଦିଆଯିବା ପରେ ଦଳ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା କଂଗ୍ରେସ ବିଧାୟକ କିରଣ ଚୌଧୁରୀ ଏବଂ ତାଙ୍କ ଝିଅ ପୂର୍ବତନ…

ଦୁର୍ନୀତି ଅଭିଯୋଗ: ଅଡୁଆରେ କେରଳ ସିଏମ ବିଜୟନ, ନୋଟିସ ଜାରି କଲେ ହାଇକୋର୍ଟ

କୋଚି: ମଙ୍ଗଳବାର କେରଳ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ତାଙ୍କ ଝିଅ ଭିନା ଥାଇକାଣ୍ଡିୟିଲ ଏବଂ ଅନ୍ୟମାନଙ୍କୁ ଦୁର୍ନୀତି ଅଭିଯୋଗରେ ନୋଟିସ ଜାରି କରିଛନ୍ତି। କଂଗ୍ରେସ ବିଧାୟକ ମ୍ୟାଥୁ କୁଝାଲନନ୍ଦନଙ୍କ ଅଭିଯୋଗ ଆଧାରରେ ଏହି ନୋଟିସ୍ ଜାରି ହୋଇଛି। ପିଟିସନରେ ବନ୍ଦ…

ମୋହନ ସରକାରଙ୍କ ମନ୍ତ୍ରୀମାନଙ୍କୁ ମିଳିଲା ଚାମ୍ବର: ଦ୍ୱିତୀୟ ମହଲାରେ ବସିବେ ୬ ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ପ୍ରଥମ ବିଜେପି ସରକାରର ମନ୍ତ୍ରୀମାନଙ୍କୁ ଆଜି ଲୋକସେବା ଭବନରେ(ସଚିବାଳୟ) ରୁମ୍ ଆବଂଟିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରରେ ସାମିଲ ମୋଟ ୧୫ଜଣ ମନ୍ତ୍ରୀଙ୍କୁ ଆଜି ଲୋକସେବା ଭବନର ମନ୍ତ୍ରୀ କରିଡ଼ରର ପ୍ରଥମ ଓ…

ଦିଲ୍ଲୀରୁ ଦେଢ଼ କୋଟି ଚୋରି କରି ସୋରରୁ ବନ୍ଧା ହେଲେ ତିନି ଯୁବକ

ସୋର: ଦିଲ୍ଲୀରୁ ଦେଢ଼ କୋଟିରୁ ଅଧିକ ଟଙ୍କାର ଗହଣା ଓ ଟଙ୍କା ଚୋରି ଅଭିଯୋଗରେ ସୋରରୁ ୩ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖଇରା ଥାନା ମଛଦା ଗ୍ରାମର ମଦନ ମୋହନ ଦାସ ଦିଲ୍ଲୀ…

ଜନତାଙ୍କ ସରକାର ଆଗାମୀ ବଜେଟ୍‌ ପାଇଁ ଆପଣମାନଙ୍କ ଠାରୁ ମତାମତ ସଂଗ୍ରହ କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ବରଗଡ଼: ଜନତାଙ୍କ ସରକାର ଆଗାମୀ ବଜେଟ ପାଇଁ ଆପଣମାନଙ୍କ ଠାରୁ ମତାମତ ସଂଗ୍ରହ କରିବ। ଏଥିପାଇଁ ଖୁବଶୀଘ୍ର ଏକ ୱେବସାଇଟ ଖୋଲାଯିବ। ମୁଁ ସାଧାରଣ ପରିବାରରୁ ଆସିଛି। ମୋ ସରକାର ଜନତାଙ୍କ ସରକାର। ଯେତେବେଳେ ଆପଣ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବେ, ନିଶ୍ଚୟ…

ଚାଷୀଙ୍କ ଖାତାକୁ ୨୦ ହଜାର କୋଟି ପଠାଇଲେ ମୋଦି

ନୂଆଦିଲ୍ଲୀ : ଚାଷୀଙ୍କ ଖାତାକୁ ଆଜି ସିଧାସଳଖ ୨୦ ହଜାର କୋଟି ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଏହି ଟଙ୍କା ଆଜି ମୋଦି ରିଲିଜ କରିଛନ୍ତି। ଦେଶର ୯.୨୬ କୋଟି…

M-Tech ସାଇବର ଠକ; ବଡ଼ ସରକାରୀ ବାବୁଙ୍କୁ ଫସାଇଥିଲେ

ଭୁବନେଶ୍ବର : M-Tech ସାଇବର ଠକ। ନିଜକୁ ମୁମ୍ୱାଇ କ୍ରାଇମ୍‌ବ୍ରାଞ୍ଚର ଅଫିସର ବୋଲି ପରିଚୟ ଦେଇ ଓଡ଼ିଶା ସରକାରରେ ଚାକିରି କରୁଥିବା ଜଣେ ବଡ଼ ବାବୁଙ୍କୁ ଫସାଇଥିଲେ। ଆଉ ଲୁଟି ନେଇଥିଲେ ୩୬ ଲକ୍ଷ ୩୪ ହଜାର ୪୦୦ ଟଙ୍କା। ଏନେଇ…