ଏହି କାମ ଦେଖି ତାଜୁବ ହେଲେ ନୂଆ ମୁଖ୍ୟମନ୍ତ୍ରୀ: ମାଗିଲେ ଜବାବ
ଭୁବନେଶ୍ୱର,୧୪।୬: ଓଡ଼ିଶାରେ ନୂଆ ଭାଜପା ସରକାର ଆରମ୍ଭ ହୋଇଛି। ଶପଥ ନେବାର ଦିନକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। ଶୁକ୍ରବାର ରାଜ୍ୟରେ ପ୍ରଶାସନିକ ଅବ୍ୟବସ୍ଥା ଦେଖି ତାଜୁବ ହୋଇଯାଇଛନ୍ତି ମୁଖ୍ୟମନ୍ତ୍ରୀ। ସମୀକ୍ଷା ବେଳେ ସରକାରୀ ବ୍ୟବସ୍ଥା…