ବିକ୍ରି ହେବ ଅର୍ପଣ ଚାଉଳ; ଜିଲ୍ଲାପାଳ

ପୁରୀ : ବିକ୍ରି ହେବ ଅର୍ପଣ ଚାଉଳ। କ୍ୱିଣ୍ଟାଲ କି ଦୁଇ କ୍ୱିଣ୍ଟାଲ ନୁହେଁ ପ୍ରାୟ ୧୦ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ବିକ୍ରି କରାଯିବ। ଟେଣ୍ଡର ମାଧ୍ୟମରେ ଅର୍ପଣ ଚାଉଳକୁ କୌଣସି ବ୍ୟକ୍ତି ବିଶେଷ କି ମିଲର ନେଇପାରିବେ। ସ୍ପଟ୍…

ଇଭିଏମ ଟାମ୍ପରିଂ ଅଭିଯୋଗ ମାମଲା: ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ: ବିଜୁ ଜନତା ଦଳ (ବିଜେଡି)ର ରାଉରକେଲା ବିଧାୟକ ସାରଦା ନାୟକଙ୍କ ନାଁରେ ଇଭିଏମ ଟାମ୍ପରିଂ ଅଭିଯୋଗ ମାମଲା ନେଇ ଓଡ଼ିଶା ହାଇକୋର୍ଟ ମଙ୍ଗଳବାର ଶୁଣାଣି କରିଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଉତ୍ତର ରଖିବାକୁ…

୪ ବର୍ଷରେ ୧୫ ଥର; ଦୁଷ୍କର୍ମ ଅପରାଧୀ ରାମ ରହିମକୁ ପୁଣି ମିଳିଲା ପାରୋଲ ଅନୁମତି

ଚଣ୍ଡୀଗଡ଼ : ଜେଲରୁ ବାହାରିବେ ଦୁଷ୍କର୍ମ ମାମଲାର ଦୋଷୀ ରାମ ରହିମ। ହରିୟାଣା ବିଧାନସଭା ନିର୍ବାଚନ ମାହୋଲ ମଧ୍ୟରେ ତାଙ୍କୁ ପୁଣି ଥରେ ପାରୋଲ ମିଳିଛି। ନିର୍ବାଚନ ଆୟୋଗ କିଛି ସର୍ତ୍ତ ରଖି ତାଙ୍କୁ ପାରୋଲ ପାଇଁ ଅନୁମତି ଦେଇଛନ୍ତି। ଦୁଇ…

ସୋନମ ୱାଙ୍ଗଚୁକ୍‌ଙ୍କୁ ଅଟକ ରଖିଲା ପୁଲିସ, ବର୍ଷିଲେ ରାହୁଲ

ନୂଆଦିଲ୍ଲୀ : ପ୍ରଖ୍ୟାତ ପରିବେଶବିତ ସୋନମ ୱାଙ୍ଗଚୁକ୍ ଅଟକ। ଦିଲ୍ଲୀ ପୁଲିସ ସିଂଘୁ ସୀମାରେ ଓ୍ୱାଙ୍ଗଚୁକ ଏବଂ ତାଙ୍କର ଶହ ଶହ ସମର୍ଥକଙ୍କୁ ଅଟକ ରଖିଛି। ଏହାକୁ ନେଇ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିଲ୍ଲୀ ପୁଲିସକୁ…

ଚଳନ୍ତା ସ୍କୁଲ ବସ୍‌ରେ ଲାଗିଲା ନିଆଁ, ୨୫ ଜଣ ଜୀବନ୍ତ ଦଗ୍ଧ

ବ୍ୟାଙ୍କକ : ସ୍କୁଲ ପିଲା ଓ ସେମାନଙ୍କ ଶିକ୍ଷକମାନଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ରେ ଲାଗିଛି ଭୟଙ୍କର ନିଆଁ। ଅଗ୍ନିକାଣ୍ଡରେ ବସ୍‌ଟି ସଂପୂର୍ଣ୍ଣ ପୋଡ଼ିଜଳି ପାଉଁଶ ହୋଇଯାଇଥିବା ବେଳେ ଏଥିରେ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବ୍ୟାଙ୍କଙ୍କ ଉପକଣ୍ଠରେ ଏପରି…

‘ଗରବାରେ ପ୍ରବେଶ ପାଇଁ ପିଇବାକୁ ପଡ଼ିବ ଗୋମୂତ୍ର’

ନୂଆଦିଲ୍ଲୀ : ଆଗକୁ ଦଶହରା। ଏଥିପାଇଁ ଆରମ୍ଭ ହୋଇଗଲାଣି ଚାରିଆଡ଼େ ନବରାତ୍ରୀ ଧୁମ୍‌। ଗରବା ଡ୍ୟାନ୍ସ ପାଇଁ ଜମିଲାଣି ଭିଡ଼। ତେବେ ଏହି ଗରବା ପେଣ୍ଡାଲକୁ ଏବେ ପ୍ରବେଶ କରିବାକୁ ହେଲେ ପିଇବାକୁ ପଡିବ ଗୋମୂତ୍ର। ଏଭଳି କିଛି ବିବାଦୀୟ ପ୍ରସ୍ତାବ…

ମହନ୍ତ ରାମଗିରି ମହାରାଜଙ୍କ ନାଁରେ ୬୭ଟି ମାମଲା, କୋର୍ଟଙ୍କୁ କହିଲେ ସରକାର

ମୁମ୍ବାଇ : ଚର୍ଚ୍ଚାରେ ମହନ୍ତ ରାମଗିରି ମହରାଜ। ମହାରାଷ୍ଟ୍ର ସହ ଦେଶର ବିଭିନ୍ନ ସ୍ଥାନରେ ସନାତନ ଧର୍ମର ଓକିଲାତି କରୁଥିବା ମହନ୍ତ ରାମଗିରିଙ୍କ ବିରୋଧରେ ୬୭ଟି ଏଫଆଇଆର ପଞ୍ଜୀକୃତ ହୋଇଛି। ନାଶିକର ଗୋଟିଏ ଧାର୍ମିକ କାର୍ଯ୍ୟକ୍ରମରେ ସେ ଇସଲାମ ଓ ପ୍ରଫେଟ…

ସୁପ୍ରିମକୋର୍ଟରେ ଶୁଣାଣି ପର୍ଯ୍ୟନ୍ତ ଲଡୁ ବିବାଦର SIT ତଦନ୍ତ ସ୍ଥଗିତ

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ ତିରୁପତି ବାଲାଜୀ ମନ୍ଦିରର ଲଡୁ ବିବାଦକୁ ନେଇ ଚାଲିଥିବା SIT ତଦନ୍ତ ସ୍ଥଗିତ ରଖାଯାଇଛି। ଏହି ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ନ ହେବା ପର୍ଯ୍ୟନ୍ତ SIT ତଦନ୍ତ ହୋଇପାରିବ ନାହିଁ। ଆଜି ଆନ୍ଧ୍ରପ୍ରଦେଶ ସରକାର ଏହି…

ବେଆଇନ ଜମିରେ ନିର୍ମାଣ ହୋଇଥିବା ମନ୍ଦିର-ମସଜିଦ- ଦରଘା ଉପରେ ବୁଲଡୋଜର ଚାଲିବ – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୁଲଡୋଜର ଆକ୍ସନ ସହ ଜଡିତ ଆବେଦନ ଉପରେ ଶୁଣାଣି ସୁପ୍ରିମକୋର୍ଟରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଜଷ୍ଟିସ ବି.ଆର.ଗାଭାଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠରେ ଏହି ଶୁଣାଣି କରାଯାଇଥିଲା। ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ପକ୍ଷରୁ ଯୁକ୍ତି…

ପୁଣି କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ଜୁନିୟର ଡାକ୍ତର, ଚିନ୍ତାରେ ସରକାର

କୋଲକାତା : ପଶ୍ଚିମବଙ୍ଗର ଜୁନିୟର ଡାକ୍ତରମାନେ ସେମାନଙ୍କ ଅନିର୍ଦ୍ଦିଷ୍ଟ ଓ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପୁଣି ଆରମ୍ଭ କରିଛନ୍ତି। ସରାକାର ପୂର୍ବ ଆନ୍ଦୋଳନ ପ୍ରତ୍ୟାହାର ବେଳେ ଦେଇଥିବା ଦାବିଗୁଡ଼ିକୁ ପୂରଣ କରୁ ନଥିବାରୁ ସେମାନେ ଏପରି ପଦକ୍ଷେପ ନେଇଛନ୍ତି। ସେମାନେ ହସ୍ପିଟାଲରେ…