ଦେଶର ସ୍ବତନ୍ତ୍ରତାକୁ ନେଇ କଥା ଉଠିଲେ କାହାକୁ ବି ଛଡ଼ାଯିବନି: ବାଂଲାଦେଶ
ଢାକା: ବାଂଲାଦେଶ ଇସ୍ପନ ପୁଣ୍ଡରୀକ ଧାମ ସାଧୁ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଢାକା ବିମାନ ବନ୍ଦରରେ ଗିରଫ କରାଯିବା ପରେ ଭାରତର ବୟାନକୁ ନେଇ ଏବେ ପ୍ରତିକ୍ରିୟା ପ୍ରକାଶ କରିଛି ବାଂଲାଦେଶ। ଜବାବରେ ବାଂଲାଦେଶର ମହମ୍ମଦ ୟୁନୁସଙ୍କ ଅନ୍ତରିମ ସରକାରରେ…
