ଓଲଟି ପଡ଼ିଲା ଯାତ୍ରାପାର୍ଟି ଗାଡ଼ି

କେନ୍ଦୁଝର : ଏକ ଯାତ୍ରା ପାର୍ଟି ଗାଡ଼ି ଓଲଟି ପଡ଼ିବାରୁ ୪ ଜଣ କଳାକାର ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲାର ମାଛଗୋଡ଼ ଗ୍ରାମ ନିକଟରେ ଘଟିଛି ଏହି ଘଟଣା। ଆଜି ରାଜନନ୍ଦିନୀ ଯାତ୍ରା ପାର୍ଟିର କିଛି କଳାକାର ଏକ କାର ଯୋଗେ…

ଖୁବ୍ ଶୀଘ୍ର ବଡ ଡାକ୍ତରଖାନାରେ ହୃତ୍‌ପିଣ୍ଡ ପ୍ରତିରୋପଣ

କଟକ :କଟକ ବଡ଼ ଡାକ୍ତରଖାନାରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ହୃତ୍‌ପିଣ୍ଡ ପ୍ରତିରୋପଣ। ଏଥିପାଇଁ ଶନିବାର ଚେନ୍ନଇର ମହାତ୍ମା ଗାନ୍ଧୀ ହେଲ୍‌ଥ କେୟାର ଇନଷ୍ଟିଚ୍ୟୁଟର (ଏମଜିଏମ )ଡାକ୍ତରୀ ଦଳ ଏସ୍‌ସିବି ମେଡ଼ିକାଲରେ ପହଞ୍ଚି ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି। ସିଟିଭିଏସ୍ ବହିର୍ବିଭାଗରେ ଚାରି…

ବେଆଇନ ଭାବେ ଜମି ବିକ୍ରି ହୋଇଥିଲେ କଡା କାର୍ଯ୍ୟାନୁଷ୍ଠାନ: ଆଇନ ମନ୍ତ୍ରୀ

ପୁରୀ: ଶ୍ରୀଜଗନ୍ନାଥଙ୍କ ଇଞ୍ଚେ ବି ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରାଯିବନି। ମହାପ୍ରଭୁଙ୍କ ଜମି ବେଆଇନ ଭାବେ ବିକ୍ରି ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କ୍ରେତା ବିକ୍ରେତା ଓ ସମ୍ପୃକ୍ତ ସବ ରେଜିଷ୍ଟ୍ରାରଙ୍କ ବିରୋଧରେ କଡା ଆକ୍ସନ ହେବ ବୋଲି…

ଛାଡ଼ଖାଇ ଲାଗଚି ଆମିଷ ବିଜାରରେ ପ୍ରବଳ ଭିଡ଼

ଭୁବନେଶ୍ବର : ଜମିଲା ଛାଡ଼ଖାଇ ବଜାର । କାର୍ତ୍ତିକ ପୂର୍ଣ୍ଣିମା ପରେ ଗତକାଲି ସଂକ୍ରାନ୍ତି ଯୋଗୁଁ ଫିକା ପଡ଼ିଥିଲା ଆମିଷ ବଜାର। ଆଜି ରବିବାର ହୋଇଥିବାରୁ ଆମିଷପ୍ରେମୀଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଆମିଷ ବଜାରରେ ଭିଡ଼…

ନାବାଳକଙ୍କ ପାଦ ତଳେ ତୁଳସୀ ଲାଗି ଘଟଣା; ମାମଲା ରୁଜୁ କଲା ଶିଶୁ ଆୟୋଗ

ଭୁବନେଶ୍ବର :ନାବାଳକଙ୍କୁ ଦିଆଗଲା ଭଗବାନ ଅନନ୍ତ ମାଧବଙ୍କ ଆଖ୍ୟା । କଳକୀ ଅବତାର କହି ପୂଜା କରାଗଲା। ପାଦ ତଳେ ତୁଳସୀ ଓ ଫୁଲମାଳ ଲାଗି ହେଲା। ପ୍ୟାଣ୍ଟସାର୍ଟ ପିନ୍ଧି ଚୌକିରେ ବସିଥିବା ଜଣେ ନାବାଳକଙ୍କୁ ଏପରି ପୂଜାର୍ଚ୍ଚନା କରାଯିବାର ଭିଡିଓ…

ମୁହଁ ଖୋଲିଲେ ଚର୍ଚ୍ଚିତ ବାବାଙ୍କ ବାପା: କହିଲେ- ମୋ ପୁଅ ଠାକୁର ନୁହେଁ

ଭୁବନେଶ୍ବର : ଦୁଇ ଦିନ ପରେ ମୁହଁ ଖୋଲିଲେ ରାଜଧାନୀ ଭୁବନେଶ୍ୱରର ଚର୍ଚ୍ଚିତ ନାବାଳକ ବାବାଙ୍କ ବାପା। ଭିଡିଓ ଜାରି କରି କହିଛନ୍ତି, ମୋ ପୁଅ ଠାକୁର ବୋଲି କେବେ କହିନାହିଁ। ମୋ ପୁଅ ଠାକୁର ନୁହେଁ ବୋଲି ନାବାଳକ ବାବାଙ୍କ…

ପାଟପୁର ଥାନା ଦେଶର ଶ୍ରେଷ୍ଠ ଥାନା, ପୁରସ୍କୃତ କରିବେ ଗୃହମନ୍ତ୍ରୀ

ଭୁବନେଶ୍ବର : ପୁଣିଥରେ ଓଡ଼ିଶାର ଥାନାକୁ ମିଳିଛି ଦେଶରେ ଶ୍ରେଷ୍ଠ ଥାନା ପୁରସ୍କାର। ୨୦୨୪ ପାଇଁ ଦେଶର ତିନୋଟି ସର୍ବୋତ୍ତମ ଥାନା ଚୟନ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଏହି ତିନୋଟି ଶ୍ରେଷ୍ଠ ଥାନା ଭିତରେ ମନୋନୀତ ହୋଇଛି ଗଞ୍ଜାମ ଜିଲ୍ଲାର…

ମନୋଜ ମିଶ୍ର କ୍ଷମା ମାଗନ୍ତୁ, ନହେଲେ କୋର୍ଟକୁ ଯିବୁ

ଭୁବନେଶ୍ବର : ସପ୍ତାହେ ଭିତରେ ଅଭିନେତା ମନୋଜ ମିଶ୍ର ସର୍ବ ସମ୍ମୁଖରେ କ୍ଷମା ମାଗନ୍ତୁ। ନହେଲେ ଆମେ କୋର୍ଟକୁ ଯିବୁ। ବାଲେଶ୍ୱର ସମେତ ରାଜ୍ୟର ସବୁ ସ୍ଥାନରେ ପ୍ରତିବାଦ କରାଯିବ। ଆଜି ଏପରି ଚେତାବନୀ ଦେଇଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ।…

ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’

ଭୁବନେଶ୍ବର : ଆଜି ପ୍ରଦାନ କରାଗଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ୨୦୨୦, ୨୦୨୧ ଓ ୨୦୨୨ ବର୍ଷ ପାଇଁ ପ୍ରଦାନ କରାଗଲା ପୁରସ୍କାର । ଅନନ୍ତ ମହାପାତ୍ର, ଶ୍ରୀନିବାସ ମହାପାତ୍ର, ଜୟୀଙ୍କୁ ଦିଆଗଲା ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’। ଶ୍ରେଷ୍ଠ ଫିଲ୍ମ…

ଗ୍ରାମକୁ ରାସ୍ତା ନାହିଁ, ଦୋଳାରେ ୯ କିଲୋମିଟର ବୁହା ହେଲେ ରୋଗୀ

ପାତ୍ରପୁର: ଗ୍ରାମକୁ ରାସ୍ତା ନ ଥିବା ଯୋଗୁ ଆମ୍ବୁଲାନ୍ସ ପହଞ୍ଚି ପାରିଲା ନାହିଁ। ଫଳରେ ଅଧାରାସ୍ତାରୁ ଜଣେ ଆଦିବାସୀ ବୃଦ୍ଧାଙ୍କୁ ପ୍ରାୟ ୯ କିଲୋମିଟର ଦୋଳାରେ ବୋହି ଗାଁକୁ ନେବାକୁ ପଡ଼ିଛି। ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତ ତସରଙ୍ଗ…