November 2024

ପୋଲିସ ହାତରେ ନୂଆ ତଥ୍ୟ, ଗଣଦୁଷ୍କର୍ମ ଘଟଣାରେ ୬ ନୁହେଁ ୭ ଜଣ ଅଭିଯୁକ୍ତ ସାମିଲ ଥିଲେ

କଟକ : କଟକ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୬ ନୁହେଁ ବରଂ ୭ ଜଣ ଅଭିଯୁକ୍ତ ସାମିଲ ଥିଲେ । ଏବଂ ସେହି ସପ୍ତମ ଅଭିଯୁକ୍ତ ଜଣଙ୍କ ପରିଚୟ ଜଣା ପଡ଼ି ନ ଥିବା ବେଳେ ତାଙ୍କୁ ଧରିବା ପାଇଁ ସ୍ବତନ୍ତ୍ର…

‘ପୂର୍ବର ସରକାରଙ୍କୁ ଅନୁକରଣ କରୁଛନ୍ତି ମୋହନ ସରକାର’

ଭୁବନେଶ୍ବର: ଯାହା ନବୀନ ସରକାର ଅମଳରେ ହୋଇଥିଲା, ତାହାକୁ ଅନୁକରଣ କରୁଛନ୍ତି ଏବେକା ସରକାର । ଓଡିଶାବାସୀଙ୍କୁ ଭ୍ରମିତ କରି ଖାଲି ମିଛରେ ବାହାଦୁରି ନେଉଛନ୍ତି ସରକାର । ନୂଆ ସରକାରରେ କିଛି ବି ନୂତନତ୍ବ ନାହିଁ ବୋଲି କହି ପ୍ରେସମିଟ…

ଭୁବନେଶ୍ବରରେ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ତୃତ ଖାଦ୍ୟ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ବର : ଭୁବନେଶ୍ବରରେ ଦୁଇଦିନିଆ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ତୃତ ଖାଦ୍ୟ ସମ୍ମିଳନୀ ଉଦଘାଟିତ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିଛନ୍ତି । ଏହି ଅବସରରେ ମିଲେଟ ଜାତୀୟ ଫସଲର…

ଓଡିଶା ଇତିହାସ ଉପରେ ହେବ ଗବେଷଣା, କହିବ ଆମ ବୀର ପୁଅଙ୍କ ଗାଥା

ଭୁବନେଶ୍ବର: କ’ଣ ରହିଛି ଓଡିଶାର ପ୍ରକୃତ ଇତିହାସ? ଆଜିର ଓଡିଶାକୁ ତିଆରି କରିବା ପାଇଁ କେତେ ସଂଘର୍ଷ କରିଥିଲେ ଆମ ଓଡିଆ ମଉଡମଣି? ଏ ସବୁକୁ ନେଇ ଏବେ ଗବେଷଣା ହେବ । ଗବେଷଣା କହିବ, ଓଡିଶା ଇତିହାସର ଗାଥା ।…

ମହାରାଷ୍ଟ୍ର ପାଇଁ ବିଜେପିର ପ୍ରତିଶ୍ରୁତି ପତ୍ର: ଫୋକସରେ ଚାଷୀ ଓ ମହିଳା

ମୁମ୍ବାଇ : ଆସନ୍ତା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ଇସ୍ତାହାର ବା ପ୍ରତିଶ୍ରୁତି ପତ୍ର ଜାରି କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିଜେପିର ନିର୍ବାଚନୀ ଇସ୍ତାହାରକୁ ସାର୍ବଜନୀନ କରିଛନ୍ତି। ମୁମ୍ବାଇରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦଳ ତୁଙ୍ଗ…

ଝାରସୁଗୁଡା ପୋଲିସକୁ ମିଳିଲା ବଡ ସଫଳତା, AI ଦ୍ବାରା କାବୁ ହେଲା ଚୋର

ଟେକ୍ନୋଲୋଜି ସାହାଯ୍ୟରେ ଏବେ ସବୁ ସମ୍ଭବ । ଚୋର ମାନେ ଚୋରି କରୁଥିଲେ ହୋଇଯାଆନ୍ତୁ ସାବଧାନ । କାହିଁକି ନା ଚୋରଙ୍କୁ ଧରିବା ପାଇଁ ଏବେ AI ପାଲିସକୁ ସାହାଯ୍ୟ କରୁଛି । ଝାରସୁଗୁଡା ପୋଲିସକୁ ମିଳିଛି ବଡ ସଫଳତା ।…

ମିଲେଟ୍ ମିଶନ୍: ମା’ମାନଙ୍କୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମାଣ୍ଡିଆକୁ ପ୍ରୋତ୍ସାହିତ କରିବାକୁ ସମସ୍ତ ଉଦ୍ୟମ ଚଳାଇଛନ୍ତି ରାଜ୍ୟ ସରକାର । ଏନେଇ ଆଜି ରାଜ୍ୟ କୃଷି ବିଭାଗ ପକ୍ଷରୁ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଲୋକସେବା ଭବନରେ ଆୟୋଜିତ ଏହି ସମ୍ମିଳନୀକୁ…

ଆତଙ୍କବାଦୀଙ୍କ ସହ ଲଢ଼େଇ କରି ସେନା ଅଧିକାରୀ ସହିଦ, ୩ ପାରା କମାଣ୍ଡୋ ଆହତ

ଶ୍ରୀନଗର : ଜମ୍ମୁ-କଶ୍ମୀରର କିସ୍ତୱାରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଦେଖିବାକୁ ମିଳିଛି। ଆତଙ୍କବାଦୀଙ୍କ ସହ ଲଢ଼େଇ କରିବା ବେଳେ ସ୍ଥଳ ସେନାର ଜଣେ ଅଧିକାରୀ ସହିଦ ହୋଇଛନ୍ତି। ସେହିପରି ଗୁଳି ମାଡ଼ରେ ଆଉ ୩ ଜଣ…

ଭୁବନେଶ୍ବର ଲଭ ଜିହାଦ ମାମଲା, ଅଭିଯୁକ୍ତର କାଶ୍ମୀର ଲିଙ୍କ ଖୋଜୁଛି କମିସନରେଟ ପୋଲିସ

ଭୁବନେଶ୍ବର : ଭୁବନେଶ୍ବର ଲଭ ଜିହାଦ ମାମଲାରେ ଅଭିଯୁକ୍ତର କାଶ୍ମୀର ଲିଙ୍କ ଖୋଜୁଛି କମିସନରେଟ ପୋଲିସ । ଅଭିଯୁକ୍ତ ସମୀର ମନସୁରର ସମସ୍ତ ରେକର୍ଡ ହିଷ୍ଟ୍ରି ମାଗିଛି ପୋଲିସ । ବିହାର ଏବଂ କାଶ୍ମୀର ପୋଲିସକୁ ଯୋଗାଯୋଗରେ କରିଛି କମିସନରେଟ ପୋଲିସ…

ବନ୍ଧୁକ ଦେଖାଇ ସୁନା ଚେନ୍ ନେଇଗଲେ ୬ ଦୁର୍ବୃତ୍ତ

କଟକ: ମାଡ଼ମାରି ଫାଙ୍କା ଗୁଳି ଚଳାଇ ଲୁଟିନେଲେ ସୁନା ଚେନ୍‌ । ନରାଜ-ବିଦ୍ୟାଧରପୁର ପାହାଡ଼ ନିକଟରେ ଆତଙ୍କ ଖେଳାଇଲେ ଲୁଟେରା । ଏକ ଦମ୍ପତ୍ତିଙ୍କ ଠାରୁ ବନ୍ଧୁକ ଦେଖାଇ ସୁନା ଚେନ୍ ନେଇଗଲେ ୬ ଦୁର୍ବୃତ୍ତ । ଏନେଇ ବାରଙ୍ଗ ଥାନାରେ…