ବିଜେଡି କାଉନ୍ସିଲରଙ୍କ ଘରୁ ଶିଶୁ ପୁତ୍ର ଉଦ୍ଧାର
ଭୁବନେଶ୍ବର : ବିଜେଡି କାଉନ୍ସିଲରଙ୍କ ଘରୁ ଶିଶୁ ପୁତ୍ର ଉଦ୍ଧାର। ବେଆଇନ୍ ଭାବେ ନିଜ ଘରେ ୪ ମାସର ଶିଶୁପୁତ୍ରକୁ ରଖିଥିଲେ। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ରେମୁଣା ଏନ୍ଏସିରୁ ଆସିଛି। CWC ଅଧିକାରୀ ଓ ପୁଲିସ୍ ବିଜେଡି କାଉନ୍ସିଲରଙ୍କ ଘରେ…
ଭୁବନେଶ୍ବର : ବିଜେଡି କାଉନ୍ସିଲରଙ୍କ ଘରୁ ଶିଶୁ ପୁତ୍ର ଉଦ୍ଧାର। ବେଆଇନ୍ ଭାବେ ନିଜ ଘରେ ୪ ମାସର ଶିଶୁପୁତ୍ରକୁ ରଖିଥିଲେ। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ରେମୁଣା ଏନ୍ଏସିରୁ ଆସିଛି। CWC ଅଧିକାରୀ ଓ ପୁଲିସ୍ ବିଜେଡି କାଉନ୍ସିଲରଙ୍କ ଘରେ…
ଅଯୋଧ୍ୟା : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ବର୍ତ୍ତମାନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନାହିଁ। ଜୁନ ୨୦୨୫ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ଧାର୍ଯ୍ୟ ହୋଇଥିଲା। ହେଲେ ଏହା ବର୍ତ୍ତମାନ ଆହୁରି ତିନି ମାସ ବିଳମ୍ବ ହୋଇପାରେ। ଅର୍ଥାତ…
ଇମ୍ଫାଲ : ପୁଣିଥରେ ଅଶାନ୍ତି ହୋଇ ଉଠିଛି ମଣିପୁର। ଏଠାରେ ପୁଣି ଜଣେ ମହିଳାଙ୍କୁ ଗୁଳି କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଦିନକ ତଳେ ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ପୋଡ଼ି ହତ୍ୟା କରାଯାଇଥିଲା। ଆଜି ପୁଣି ଗୋଟିଏ…
ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହେବା ପରେ 'ଏକ୍ସ'ରେ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇ ଫସିଯାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ। କାରଣ ଚଳିତ ବର୍ଷ ହିଁ ପାକିସ୍ତାନରେ 'ଏକ୍ସ'କୁ ନିଷିଦ୍ଧ କରାଯାଇଛି। ଏହା ସତ୍ତ୍ୱେ ସେ…
ରାଞ୍ଚି : ଅଡୁଆରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ବ୍ୟକ୍ତିଗତ ପରାମର୍ଶଦାତା ତଥା ପିଏ। ତାଙ୍କ ଘରେ ପଶିଲା ଆୟକର ବିଭାଗ। ପିଏ ସୁନୀଲ ଶ୍ରୀବାସ୍ତବ ଓ ତାଙ୍କ ସହ ଜଡିତ ବ୍ୟକ୍ତିଙ୍କ ଘରେ ଆଜି ସକାଳୁ ଆଇଟି ରେଡ୍ ହୋଇଛି।…
ମୁମ୍ବାଇ : ଶିବସେନା(ୟୁବିଟି) ନେତା ସଞ୍ଜୟ ରାଉତ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ହେ ତୋ ସେଫ ହେ ନାରାକୁ ଜୋରଦାର କାଉଣ୍ଟର କରିଛନ୍ତି। ମହାରାଷ୍ଟ୍ର ପୂର୍ବରୁ ହିଁ ସୁରକ୍ଷିତ ରହିଛି। ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟର ଯେଉଁଠିକୁ ଯାଉଛନ୍ତି, ସେଠାରେ…
ନୂଆଦିଲ୍ଲୀ : ସୁନୀତା ୱିଲିୟମ୍ସଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ନାସା ସ୍ପଷ୍ଟ କରିଛି ଯେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ଥିବା ସମସ୍ତ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ନାସାର ମହାକାଶ ଅଭିଯାନ ନିର୍ଦ୍ଦେଶାଳୟର ମୁଖପାତ୍ର ଜିମି ରସେଲ…
ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀର ବିଚ୍ ରାସ୍ତାରେ ଚାଲିଛି ଗୁଳି। ଏଥିରେ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ତାଙ୍କର ଦୁଇ ସହଯୋଗୀ ଆହତ ହୋଇଛନ୍ତି। ଉତ୍ତର ପୂର୍ବ ଦିଲ୍ଲୀର କବିର ନଗର ଅଞ୍ଚଳ ଦେଇ ୩ ଜଣ ବନ୍ଧୁ…
ମୁମ୍ବଇ : ବିଶ୍ବର କୌଣସି ଶକ୍ତି ଜାମ୍ମୁ-କାଶ୍ମୀରରେ ୩୭୦ ଧାରାକୁ ପୁନଃ ଲାଗୁ କରିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଧାରା ୩୭୦କୁ ପୁନଃ ଲାଗୁ କରିବା ଲାଗି ଏକ ପ୍ରସ୍ତାବ ଜାମ୍ମୁ-କାଶ୍ମୀର ବିଧାନସଭାରେ ଗୃହୀତ ହୋଇଥିବାବେଳେ ମୋଦୀ…
ବେଙ୍ଗାଲୁରୁ : କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପାର ଓ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ବି ସିରାମୁଲୁଙ୍କ ଅଡ଼ୁଆ ବଢ଼ିଛି। କୋଭିଡ ୧୦ ପାଣ୍ଠି ହେରଫେର ଅଭିଯୋଗ ଘଟଣାରେ ଉଭୟଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମାଇକେଲ…