ତହସିଲଦାରଙ୍କ ଗାଳିଗୁଲଜରେ ଚେତାଶୂନ୍ୟ RI, ହସ୍ପିଟାଲରେ ଭର୍ତ୍ତି
କେନ୍ଦୁଝର: ମହିଳା ଆରଆଇଙ୍କୁ ଫୋନରେ ଘଷିପୁରା ତହସିଲଦାରଙ୍କ ଗାଳିଗୁଲଜ ଅଭିଯୋଗ । ଏଥିରେ ମହିଳା ଆରଆଇ ଚେତାଶୂନ୍ୟ ହୋଇପଡ଼ିଥିଲେ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ସ୍ୱାମୀ । ଅଭିଯୋଗ ଅନୁଯାୟୀ, ଗତକାଲି ସଂଧ୍ୟାରେ କେନ୍ଦୁଝର ଜିଲ୍ଲା କେଶଦୁରାପାଳ ମହିଳା ରାଜସ୍ବ…