ତେଜିଲା ବିବାଦ: ଅମିତ ଶାହଙ୍କୁ ଟାର୍ଗେଟ କରିବାରୁ କାନାଡା ଅଧିକାରୀଙ୍କୁ ସମନ କଲା ଭାରତ

ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ନିଜାର ହତ୍ୟାକାଣ୍ଡକୁ ନେଇ ଭାରତ ଓ କାନାଡା ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ଚରମସୀମାରେ ପହଞ୍ଚିଛି। ନିଜାର ହତ୍ୟା ପଛରେ ଭାରତୀୟ କୂଟନୀତିଜ୍ଞଙ୍କ ହାତ ରହିଥିବା କାନାଡା ବିନା ପ୍ରମାଣରେ ଅଭିଯୋଗ କରୁଥିବାରୁ ନୂଆଦିଲ୍ଲୀ…

ଦୀପାବଳି ପରେ ଦିଲ୍ଲୀରେ ଅବସ୍ଥା ସଙ୍ଗୀନ୍

ନୂଆଦିଲ୍ଲୀ : ବିଭିନ୍ନ କାରଣରୁ ନୂଆଦିଲ୍ଲୀର ବାୟୁମଣ୍ଡଳ ପ୍ରାୟତଃ ପ୍ରଦୂଷିତ ହେବାରେ ଲାଗିଛି। ତେବେ ଦୀପାବଳି ପରେ ଦିଲ୍ଲୀ ଆକାଶ ଅଧିକ ପ୍ରଦୂଷିତ ହୋଇଥିବା ଜଣାପଡିଛି। ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ଦୀପାବଳିରେ ବାଣ ବିକ୍ରି ଓ ବାଣଫୁଟା ଉପରେ କଡା…

‘ଆତଙ୍କବାଦୀ ଆକ୍ରମଣ ପଛରେ ରହିଛି ଷଡ଼ଯନ୍ତ୍ର’, ଫାରୁକ ଅବଦୁଲ୍ଲାଙ୍କ ବୟାନକୁ ନିନ୍ଦା କଲା ବିଜେପି

ଶ୍ରୀନଗର : ଗତ କିଛିଦିନ ହେବ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪ଟି ଆତଙ୍କବାଦୀ ଆକ୍ରମଣ ହେଲାଣି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା ପଛରେ ଷଡ଼ଯନ୍ତ୍ର ଥିବା…

ଟ୍ରାକ ସଫା କରୁଥିବାବେଳେ ମାଡ଼ିଗଲା ଟ୍ରେନ, ୪ ସଫେଇ କର୍ମଚାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ରେଲୱେ ଟ୍ରାକ ସଫା କରୁଥିବା ସଫେଇ କର୍ମଚାରୀଙ୍କୁ ଧକ୍କା ଦେଲା ଟ୍ରେନ। ଦୁର୍ଘଟଣାରେ ୪ ସଫେଇ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଏଭଳି ବିଚଳିତ କଲା ଭଳି ଘଟଣା କେରଳର ପାଲକ୍କଡ ନିକଟ ଶୋରନୁର ଷ୍ଟେସନଠାରୁ ଅଳ୍ପ ଦୂରରେ ଘଟିଛି।…

ଦ୍ୱିତୀୟ ଦିନରେ ଝଡ଼ିଲା ୧୫ ୱିକେଟ, ନ୍ୟୁଜିଲ୍ୟାଣ୍ଡ ୧୪୩ ରନ ଆଗରେ

ମୁମ୍ବାଇ : ରୋମାଞ୍ଚକର ସ୍ଥିତିରେ ମୁମ୍ବାଇ ଟେଷ୍ଟ। ସମ୍ମାନ ରକ୍ଷା ପାଇଁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ଖେଳୁଥିବା ଟିମ ଇଣ୍ଡିଆ ଅପେକ୍ଷାକୃତ ସହଜ ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ୨୮ ରନର ଗୁରୁତ୍ୱପୂର୍ଣ୍ଣ ଲିଡ୍‌ ପାଇଥିବା ଭାରତ ଦ୍ୱିତୀୟ ଇନିଂସରେ…

ବରିଷ୍ଠ ବିଜେପି ନେତା ସମୀର ଦେ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

କଟକ : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଅସୁସ୍ଥ। ତାଙ୍କୁ କଟକର ସିଡିଏ ସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ସେ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ସେ ବିଜେପି ଟିକେଟରେ କଟକ…

ବଡ଼ବଡୁଆ ଡାକରେ କମ୍ପିଲା ଶ୍ରୀକ୍ଷେତ୍ର

ପୁରୀ : ବଡ଼ବଡୁଆ ଡାକରେ କମ୍ପିଲା ଶ୍ରୀକ୍ଷେତ୍ର ।  ପୁରୀ ଶ୍ରୀମନ୍ଦିର ଆଗରେ ଆଜି ଲୋକମାନେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିଛନ୍ତି  ।  ପିତୃପକ୍ଷରେ ମର୍ତ୍ତ୍ୟଲୋକରୁ ଆସିଥିବା ପିତୃପୁରୁଷଙ୍କୁ ଦୀପାବଳିରେ ଆଲୋକର ମାର୍ଗ ଦେଖାଇ ମେଲାଣି ଦେଇଛନ୍ତି ।  ପୟାଶ୍ରାଦ୍ଧ,ବଡ଼ବଡୁଆ ଡାକ…

ପୁଣି ଆସିବ ସୁଭଦ୍ରା ଗାଇଡଲାଇନ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ବର: ଖୁବ୍ ଶୀଘ୍ର ସୁଭଦ୍ରାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଚଢିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ବାକି ଥିବା ହିତାଧିକାରୀଙ୍କୁ ସୁଭଦ୍ରା କିସ୍ତି ମିଳିବ ।  ଖୁବ୍‌ ଶୀଘ୍ର ସୁଭଦ୍ରାର…

ଚାଇନା ପାଇଁ ଚେନାବ ବ୍ରିଜର ତଥ୍ୟ ସଂଗ୍ରହ କରୁଛି ପାକିସ୍ତାନ

ଚାଇନାର ବୋଲକରା ସାଜିଥିବା ପାକିସ୍ତାନର ଭାରତ ବିରୋଧୀ ଷଡ଼ଯନ୍ତ୍ର ପୁଣି ସାମ୍ନାକୁ ଆସିଛି। ଚାଇନା ଗୁଇନ୍ଦା ବିଭାଗ କଥାରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଜମ୍ମୁ-କଶ୍ମୀରରେ ଥିବା ଚେନାବ ବ୍ରିଜଜର ତଥ୍ୟ ସଂଗ୍ରହ କରୁଛି। ଚେନାବ ଠାରେ ଭାରତ ସରକାର ରେଳ ବ୍ରିଜ…

ବାରରେ ଡ୍ୟାନ୍ସ ହେଲେ ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ବର: ବାର୍‌ରେ ଡ୍ୟାନ୍ସ ହେଲେ ରଦ୍ଦ ହେବ ଲାଇସେନ୍ସ ।ଏନେଇ କଡା ଚେତାବନୀ ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବାର୍‌ରେ ଅଶ୍ଳୀଳ ନୃତ୍ୟ ଯୋଗୁଁ ସୃଷ୍ଟି ହେଉଥିବା ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି…