ରିଙ୍କୁଙ୍କ ପାରିଶ୍ରମିକକୁ ୨୪ଗୁଣା ବୃଦ୍ଧି କଲେ ଶାହାରୁଖ

ମୁମ୍ବାଇ: ଆଇପିଏଲ ୨୦୨୫ ପୂର୍ବରୁ କିଛି ଫ୍ରାଞ୍ଚାଇଜ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି। କେକେଆର ଦଳର ଅଧିନାୟକ ଥିବା ଶ୍ରେୟସ ଆୟରଙ୍କୁ ରିଲିଜ କରିଦେଇଛି। ଦଳ ଅତିବେଶୀରେ ୬ ଜଣ ଖେଳାଳିଙ୍କୁ ରିଟେନ କରି ବାକି ସମସ୍ତ ଖେଳାଳିଙ୍କୁ ରିଲିଜ କରି ଦେଇଛି।…

କେନ୍ଦୁଝରରେ ପ୍ରତିଷ୍ଠା ହେବ ମେଗା ଷ୍ଟିଲ ପ୍ଲାଣ୍ଟ : ମୁଖ୍ୟମନ୍ତ୍ରୀ

କେନ୍ଦୁଝର :  କେନ୍ଦୁଝରରେ ପ୍ରତିଷ୍ଠା ହେବ ମେଗା ଷ୍ଟିଲ ପ୍ଲାଣ୍ଟ ।  JSW- ପୋସ୍କୋ ମିଳିତ ଭାବେ କରିବେ ଷ୍ଟିଲ ପ୍ଲାଣ୍ଟ ।  ଏନେଇ JSW- ପୋସ୍କୋ ମଧ୍ୟରେ ହୋଇଛି ଏମଓୟୁ ।  କେନ୍ଦୁଝରରେ ପ୍ଲାଣ୍ଟ ହେବା MOUରେ ସେମାନେ ମେନ୍ ସନ…

ମନ୍ଦିରରେ ଲାଗିବ ଭେଣ୍ଡିଂ ମେସିନ; କ୍ୟୁଆର କୋଡ ସ୍କାନ କଲେ ବାହାରିବ ପ୍ରସାଦ

ଆଉ ପ୍ରସାଦ ପାଇଁ ଲମ୍ବା ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ିବନି। ଭେଣ୍ଡିଂ ମେସିନରୁ ବାହାରିବ ପ୍ରସାଦ ପ୍ୟାକେଟ୍ । କେବଳ କ୍ୟୁଆର କୋଡ ସ୍କାନ କରି ପେମେଣ୍ଟ କଲେ ବାହାରିବ ଲଡୁ ପ୍ୟାକେଟ। ଏପରି ବ୍ୟବସ୍ଥା ମଧ୍ୟପ୍ରଦେଶର ଉଜ୍ଜେୟନସ୍ଥିତ ମହାକାଳେଶ୍ୱର ମନ୍ଦିରରେ…

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା। ଏନେଇ ଓଡ଼ିଶା ରାଜ୍ୟ ସରକାର ବିଧିବଦ୍ଧ ଭାବେ ଅନୁମୋଦନ ପ୍ରଦାନ କରିଛନ୍ତି। ପ୍ରାଥମିକ ସ୍ତରରେ ଏହା ଭୁବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା…

କଳ୍ପନା ସୋରେନଙ୍କ ବିରୋଧରେ ଛିଡ଼ା ହୋଇଥିଲେ, ହଠାତ୍‌ ଜେଏମ୍‌ଏମ୍‌ରେ ମିଶିଗଲେ

ଝାଡ଼ଖଣ୍ଡ ନିର୍ବାଚନ ପୂର୍ବରୁ ଚଳଚଞ୍ଚଳ ହେଲାଣି ରାଜନୀତି। ରାଜନୀତିର ପଶାପାଲିରେ ଜେଏଲ୍‌କେଏମ୍‌ ପାର୍ଟିକୁ ମିଳିଛି ଶକ୍ତ ଝଟକା। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଅକିଲ ଅଖତର ଜେଏଲ୍‌କେଏମ୍‌ ଛାଡ଼ି ଦେଇଛନ୍ତି। ସେ ଏବେ…

ବାତିଲ ହେଲା ଇସ୍କନର ଅଦିନିଆ ରଥଯାତ୍ରା

ଆମେରିକା ହଷ୍ଟନରେ ଅଦିନିଆ ରଥଯାତ୍ରାକୁ ବାତିଲ କଲା ଇସ୍କନ ।  ହଷ୍ଟନରେ ଇସ୍କନ ପକ୍ଷରୁ ନଭେମ୍ବର ୩ରେ ସ୍ନାନଯାତ୍ରା ଓ ନଭେମ୍ବର ୯ରେ ହେବାକୁ ଥିବା ରଥଯାତ୍ରାକୁ ନେଇ ବିବାଦ ବଢ଼ିଥିଲା ।  ଜଗନ୍ନାଥ ପ୍ରେମୀ ଓ ପୁରୀ ସେବାୟତଙ୍କ ପକ୍ଷରୁ…

ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା; ସ୍ୱାସ୍ଥ୍ୟ ବିଭାଗୀୟ ତଦନ୍ତ ଆରମ୍ଭ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତର ମଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆରେ ପ୍ରସ୍ତୁତ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣା । ଆରମ୍ଭ ହେଲା ସ୍ୱାସ୍ଥ୍ୟ ବିଭାଗୀୟ ତଦନ୍ତ । ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ…

ଇସ୍ରାଏଲ ଉପରେ ପାଲଟା ଆକ୍ରମଣ ପାଇଁ ସେନାକୁ ସବୁଜ ସଙ୍କେତ ଦେଲେ ଖାମେନି

ତେହେରାନ : ଇରାନ ପକ୍ଷରୁ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ହୋଇପାରେ ବୋଲି ବିଭିନ୍ନ ସୁରକ୍ଷା ଏଜେନ୍ସି ଦ୍ବାରା ରିପୋର୍ଟ ପ୍ରକାଶ ପାଇଛି। ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖାମେନି ଦେଶର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦକୁ ଇସ୍ରାଏଲ…

ଭରତପୁରରେ ପତ୍ନୀଙ୍କୁ ବିଷ ଇଞ୍ଜେକ୍ସନ ଦବା ମାମଲା: ଫରେନସିକକୁ ଗଲା ବ୍ୟବହୃତ ସିରିଞ୍ଜ ଓ ଆନାସ୍ଥେସିଆ

ଭୁବନେଶ୍ବର: ଭୁବନେଶ୍ବର ଭରତପୁରରେ ପତ୍ନୀଙ୍କୁ ଓଭରଡୋଜ ଆନେସ୍ଥେସିଆ ଇଞ୍ଜେକ୍ସନ ଦେଇ ଫାର୍ମାସିଷ୍ଟ ସ୍ବାମୀ ମାରିଦେବା ଘଟଣାରେ ପୋଲିସର ଖୋଳତାଡ଼ ଜାରି । ରାଜ୍ୟ ଫରେନସିକ ଲାବକୁ ଗଲା ଜବତ ସିରିଞ୍ଜ ଓ ଆନେସ୍ଥେସିଆ । ଅଭିଯୁକ୍ତଙ୍କ ମୋବାଇଲ ଫୋନ ବି ଯାଞ୍ଚ…

ମୋଦିଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ବିବେକ ଦେବରାୟଙ୍କ ଦେହାନ୍ତ

ଦେଶର ଜଣାଶୁଣା ଅର୍ଥଶାସ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଚେୟାରମ୍ୟାନ୍ ବିବେକ ଦେବରାୟଙ୍କ  ପରଲୋକ ହୋଇଛି । ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ସେ ଆଖି ବୁଜିଛନ୍ତି।  ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା।…