ବିଧାନସଭାରେ ଦୁଇ କଂଗ୍ରେସ ବିଧାୟକ କଥା କଟାକଟି

ପଦାରେ ପଡିଲା କଂଗ୍ରେସ କନ୍ଦଳ। ପ୍ରଶ୍ନକାଳରେ ଦୁଇ ବରିଷ୍ଠ କଂଗ୍ରେସ ବିଧାୟକ କଥା କଟାକଟି। କଂଗ୍ରେସ ବିଧାୟକ ସିଏସ୍ ରାଜନ ଏକ୍କା ଏବଂ ଦାଶରଥୀ ଗମାଙ୍ଗଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା। ଏଭଳି ସ୍ଥିତି ଦେଖି ତାରାପ୍ରସାଦ ବାହିନୀପତି ଏବଂ ପବିତ୍ର…

ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲା; ୫ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର: ଦୀର୍ଘ ୧୪ ବର୍ଷ ପରେ ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲାର ଆସିଲା ରାୟ । ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରାଜଜ୍‌ ରୂପଶ୍ରୀ ଚୌଧୁରୀ । ଉକ୍ତ ଅଭିଯୁକ୍ତମାନେ…

କୋର୍ଟଙ୍କ ବଡ଼ ରାୟ: ୪ ଥର ବିଧାୟକ ହୋଇଥିବା BRS ନେତା ଜର୍ମାନୀ ନାଗରିକ

ଭାରତୀୟ ରାଷ୍ଟ୍ରୀୟ ସମିତି(ବିଆରଏସ)ର ନେତା ତଥା ୪ ଥରର ବିଧାୟକ ଚେନ୍ନାମଣେନି ରମେଶ ଭାରତୀୟ ନାଗରିକ ନୁହନ୍ତି। ସେ ଭାରତରେ ୪ଥର ବିଧାୟକ ହୋଇଥିଲେ ହେଁ ପ୍ରକୃତରେ ରମେଶ ଜର୍ମାନୀ ନାଗରିକ। ତେଲଙ୍ଗାନାର ଭେମୁଲାୱାଡା ଆସନରୁ ଜିତିବା ପାଇଁ ସେ ଜାଲ…

ରାଜଧାନୀରେ ସିବିଆଇ ରେଡ଼, ଟଙ୍କା ଓ ସୁନା ମିଳିବା ପରେ ADIPL ଅଫିସ ସିଲ କଲା ସିବିଆଇ

ଭୁବନେଶ୍ୱର : ରାଜଧାନୀରେ ସିବିଆଇ ରେଡ଼ । ADIPL ଅଫିସ ସିଲ କଲା ସିବିଆଇ । ଦିଲ୍ଲୀ ସିବିଆଇ ଟିମ୍ କରୁଛି ସର୍ଚ୍ଚ । ସର୍ଚ୍ଚ ରେ ମିଳିଛି ଅନେକ ଗୁରୁତ୍ତ୍ୱପୂର୍ଣ ତଥ୍ୟ।ଲକର ଖୋଲିବା ପରେ ସିବିଆଇ ହାତରେ ସାଙ୍ଘାତିକ ସୁରାକ ।…

ସିସୋଦିଆଙ୍କ ବଦଳିଲା ନିର୍ବାଚନ ମଣ୍ଡଳି, ଅବଧ ଓଝାଙ୍କୁ ମିଳିଲା ଟିକେଟ୍‌

ପାଖେଇ ଆସିଲାଣି ଦିଲ୍ଲୀ ବିଧାନସଭା ନିର୍ବାଚନ। ଆସନ୍ତା ବର୍ଷ ପଡିବ ଭୋଟ୍‌। ଏଥିପାଇଁ ଜୋରସୋର୍‌ ପ୍ରସ୍ତୁତିରେ ଲାଗି ପଡିଛନ୍ତି ସମସ୍ତ ଦଳର ନେତା। କାହାକୁ ମିଳିବ ଟିକେଟ୍‌ ସେ ନେଇ ଚାଲିଛି ଅଙ୍କକଷା। ଏହାରି ଭିତରେ ଆଜି ଆମ୍‌ ଆଦମୀ ପାର୍ଟି…

ବକେୟା ଦରମା ପାଇଁ ରାଜଧାନୀ ରାଜରାସ୍ତାରେ ହଜାର ହଜାର ମହିଳା

ଭୁବନେଶ୍ୱର: ଲୋୟର ପିଏମ୍‌ଜିରେ ଦରମା ଦାବିରେ ଗର୍ଜିଲେ ବିଭିନ୍ନ ସଂଗଠନ। ଏମବିକେ, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ପ୍ରାଣୀ ମିତ୍ର ସହ ବିଭିନ୍ନ ସଂଗଠନର ବିକ୍ଷୋଭ। ୯ ମାସର ବକେୟା ସହ ବିଭିନ୍ନ ଦାବିରେ ହଜାର ହଜାର ମହିଳା ଏକାଠି।…

ସପାର କିଛି ନେତା ବିଜେପିର ବି ଟିମରେ ଅଛନ୍ତି: ଆଦିତ୍ୟ ଠାକରେ

ମୁମ୍ବାଇ: ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ନେତା ବାବ୍ରି ମସଜିଦ ଉପରେ ଯେତେବେଳେ ଏକ୍ସରେ ପୋଷ୍ଟ କରିଥିଲେ, ମହାରାଷ୍ଟ୍ରର ରାଜନୈତିକ ତାତି ବୃଦ୍ଧି ପାଇଛି । ଶିବସେନା ୟୁବିଟି ଉପରେ ଅସନ୍ତୋଷ ବ୍ୟକ୍ତ କରି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଆବୁ ଅଜମୀ…

କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇପିଏସ୍ କୁଟ୍ଟେ

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରେ ଗଲେ ବିବାଦୀୟ ଆଇପିଏସ ଅଧିକାରୀ ଡି.ଏସ୍‌ କୁଟ୍ଟେ। ବିବାଦୀୟ ଆଇପିଏସ୍ ଆଶିଷ ସିଂ ପରେ ଏବେ କୁଟ୍ଟେଙ୍କୁ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇଛି। ବିଏସ୍ଏଫ୍ ଆଇଜି ଭାବେ ସେ ଡେପୁଟେସନରେ ଯିବେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ…

ଟିକସ କଟିବାରୁ ବ୍ୟାଙ୍କ ମ୍ୟାନେଜରଙ୍କୁ ପିଟିଲେ ଗ୍ରାହକ

ଗୁଜରାଟର ଅହମଦାବାଦରେ ଥିବା ୟୁନିୟନ ବ୍ୟାଙ୍କ ଭିତରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ମାଡ଼ ମାରିଛନ୍ତି ଜଣେ ଗ୍ରାହକ। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଫିକ୍ସଡ ଜମା ଉପରେ ବର୍ଦ୍ଧିତ ଟିକସ କାଟକୁ ବିରୋଧ କରି ଗ୍ରାହକ ଜୈମନ ରାୱଲ ଅସନ୍ତୋଷ…

ପୁଲିସ କ୍ୟାମ୍ପ ଉପରେ ପୁଣି ନକ୍ସଲ ହମଲା; ୩ ଯବାନ ଆହତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ପୁଲିସ କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି। ନକ୍ସଲ ଏବେ ଘାଇଲା ବାଘ ଭଳି ଜଂଗଲରେ ବୁଲୁଛନ୍ତି। ନିରୀହ ଗ୍ରାମବାସୀଙ୍କୁ ହତ୍ୟା କରିବା ସହ ପୁଲିସ ଉପରେ ଆକ୍ରମଣ କରି ନିଜର ପାରିବା…