କଟକରେ ଜଳିଗଲା ‘ମୋ ବସ’, ସବୁ ଯାତ୍ରୀ ସୁରକ୍ଷିତ ଉଦ୍ଧାର

କଟକ ମଧୁପାଟଣା ଛକ ନିକଟରେ ‘ମୋ ବସ’ ଜଳିଗଲା। ଭୁବନେଶ୍ୱରରୁ କଟକ ଫେରୁଥିବାବେଳେ ମଧୁପାଟଣା ଛକ ନିକଟରେ ‘ମୋ ବସ’ଟି ଜଳିଯାଇଥିବା ସୂଚନା ମିଳିଛି। ‘ମୋ ବସ’ରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।…

ସମ୍ବିଧାନ ନିର୍ମାଣରେ ମହିଳା ଶକ୍ତିର ବଡ଼ ଅବଦାନ ରହିଛି – ମୋଦୀ

ଲୋକସଭାରେ ଆଜି ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ହୋଇଥିବା ବିତର୍କର ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସଂସଦର ନିମ୍ନ ସଦନରେ ସମ୍ବିଧାନ ଗ୍ରହଣର ୭୫ ବର୍ଷ ପୂର୍ତ୍ତି ଅବସରରେ ଡିସେମ୍ବର ୧୩ ତାରିଖରେ ଏହା ଉପରେ ଦୁଇ ଦିନିଆ ବିତର୍କ…

ପୋଲାଭରମ୍‌ ପ୍ରକଳ୍ପ: ମୋଟୁରୁ ଦିଲ୍ଲୀ ଯାଏଁ ବିଜେଡି କରିବ ଆନ୍ଦୋଳନ

ଭୁବନେଶ୍ବର: ଆନ୍ଧ୍ର ସରକାରଙ୍କ ଦ୍ବାରା ନିର୍ମାଣାଧୀନ ପୋଲାଭରମ ପ୍ରକଳ୍ପ‌ ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳର କିଛି ପଞ୍ଚାୟତ କ୍ଷତିଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ପ୍ରକଳ୍ପ ପାଇଁ ହେବାକୁ ଥିବା କ୍ଷତିକୁ ବିରୋଧ କରି ବିଜେଡି ଏକ ବିଶାଳ…

ସମ୍ବିଧାନର କେଉଁଠାରେ ଲେଖାନାହିଁ ମନମାନି ହେଉ, ଜାତି ଆଉ ଧର୍ମକୁ ନେଇ ଦେଶରେ ପାତରଅନ୍ତର ଚାଲିଛି: ରାହୁଲ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର ଗୃହରେ ସମ୍ବିଧାନ ଉପରେ ଆଲୋଚନାରେ ଭାଗ ନେଇଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସଂସଦରେ ବିଜେପିକୁ ଟାର୍ଗେଟ କରି ବିରୋଧୀଦଳ ନେତା ରାହୁଲ…

ଆଗାମୀ ୨ ଦିନ ଯାଏ ଶୀତରେ ଥରିବ ଆଭ୍ୟନ୍ତରୀଣରୁ ଉପକୂଳ ଓଡିଶା

ଭୁବନେଶ୍ବର: ରାଜ୍ୟରେ ପାଣିପାଗ ବଦଳିବା ପରେ ପାରଦ ଖସୁଛି। ଫଳରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଏଥି ପାଇଁ ସାରା ଓଡ଼ିଶା ଥରୁଛି। ପାଣିପାଗ ବିଭାଗ ରାଜ୍ୟରେ ୪୮ ଘଣ୍ଟା ଯାଏ ଶୀତ ଲହରୀ ଚେତାବନୀ ଦେଇଛି। ଆଗାମୀ ୨ ଦିନ…

ସିବିଆଇ ଅଫିସରୁ ବାହାରି ସତ ଓଗାରିଲେ ବିଷ୍ଣୁପଦଙ୍କ ଡ୍ରାଇଭର

ଭୁବନେଶ୍ବର: ଆଇଏଏସ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ ମର୍ସିଡିଜରୁ ୧୦ ଲକ୍ଷ ଟଙ୍କା ବାହାରିବା ଘଟଣାରେ ଆଜି ସିବିଆଇ ଜାରା କରିଛି । ସିବିଆଇ ଅଫିସରୁ ବାହାରି ଗଣମାଧ୍ୟମ ଆଗରେ ସବୁ ସତ ଓଗାରିଛନ୍ତି ଡ୍ରାଇଭର । ଏନେଇ ଡ୍ରାଇଭର ନୃସିଂହ କହିଛନ୍ତି, ଡ୍ରାଇଭର…

ସାପ ଧରି ମେଡ଼ିକାଲ୍‌ରେ ପହଞ୍ଚିଲେ ଚାଷୀ

ବିଲରେ ଚାଷ କାମ କରୁଥିବା ବେଳେ କାମୁଡ଼ିଲା ସାପ। ତେଣୁ କାମୁଡ଼ିଥିବା ସାପକୁ ଧରି ମେଡ଼ିକାଲ୍‌ରେ ଚାଷୀ। ଏପରି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅଞ୍ଚଳରେ। ଏବେ ଧାନ ଅମର କାମ ଚାଲିଛି। ତେଣୁ ଶୀତୁଆ ସକାଳରେ…

ତେଜସ୍ୱୀ ଯାଦବଙ୍କ ବଡ଼ ଘୋଷଣା…‘ବିହାର ନିର୍ବାଚନ ଜିତିବା ମାତ୍ରେ ମହିଳାଙ୍କୁ ପ୍ରତି ମାସରେ ଦେବୁ ୨୫୦୦ ଟଙ୍କା’

ନିର୍ବାଚନରେ ମହିଳା ଭୋଟରଙ୍କୁ ଲୁଭାଇବା ପାଇଁ ନୂତନ ଯୋଜନା ସବୁ ଘୋଷଣା କରାଯାଉଛି । ଏହି କ୍ରମରେ ବିହାରରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତେଜସ୍ୱୀ ଯାଦବ ‘ମାଇ ବହନ ମାନ ଯୋଜନା’ ଘୋଷଣା କରିଛନ୍ତି…

ପୁଣି ତେଜିଲା ମହାନଦୀ ରାଜନୀତି: ଆଇନ ମନ୍ତ୍ରୀ କହିଲେ ‘ସବୁ ପାଇଁ ଦାୟୀ ନବୀନ’

ଭୁବନେଶ୍ବର: ପୁଣି ତେଜିଲା ମହାନଦୀ ରାଜନୀତି । ପରସ୍ପର ଉପରେ ଦୋଷ ଲଦା ଲଦି ହୋଇଛନ୍ତି ବିରୋଧୀ ଏବଂ ଶାସକ । ଓଡିଶାରେ ମହାନଦୀ ଲୀନ ହୋଇଯିବା ନେଇ ପ୍ରସନ୍ନଙ୍କ ବୟାନର କଡା ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ । ମହାନଦୀର…

ନାବାଳିକାଙ୍କୁ ପ୍ରେମ କରୁଥିଲେ, ଅପହରଣ କରି ଗିରଫ ହେଲେ

ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପୁଲିସ ଜଣେ ରେଳ କର୍ମଚାରୀଙ୍କୁ ଗିରଫ କରିଛି। ତାଙ୍କ ନାଁ ଘନଶ୍ୟାମ ଭୋଇ। ସେ କେସିଙ୍ଗା ରେଳ ଷ୍ଟେସନରେ ଗ୍ୟାଙ୍ଗମ୍ୟାନ ଭାବେ କାର୍ଯ୍ୟ କରନ୍ତି। ସୂଚନା ଅନୁଯାୟୀ, ଗିରଫ…