ଉଦଘାଟିତ ହେଲା ବିଶ୍ବ ପ୍ରସିଦ୍ଧ କୋଣାର୍କ ଉତ୍ସବ
କୋଣାର୍କ: ଉଦଘାଟିତ ହୋଇଛି ୩୫ ତମ କୋଣାର୍କ ଉତ୍ସବ । ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ସବକୁ ଉଦଘାଟନ କରିଛନ୍ତି। ଆଉ ଉଦଘାଟନ ସହ ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହୋଇଛି ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ଗୀତର ଆସର ।…
କୋଣାର୍କ: ଉଦଘାଟିତ ହୋଇଛି ୩୫ ତମ କୋଣାର୍କ ଉତ୍ସବ । ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ସବକୁ ଉଦଘାଟନ କରିଛନ୍ତି। ଆଉ ଉଦଘାଟନ ସହ ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହୋଇଛି ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ଗୀତର ଆସର ।…
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ସମେତ କିଛି ବିରୋଧୀ ଦଳ ପୁଣିଥରେ ଇଭିଏମର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ନିର୍ବାଚନ ଆୟୋଗ ବାରମ୍ବାର ଏଭଳି ଅଭିଯୋଗକୁ ଖଣ୍ଡନ କରିଆସୁଛନ୍ତି। ଏହାରି ଭିତରେ ଇଭିଏମ୍ ହ୍ୟାକ୍ କରିବା ପାଇଁ କିଛି ଲୋକ…
ହିଞ୍ଜିଳି: ନାଟକ ପରିବେଷଣ ବେଳେ ମଞ୍ଚ ଉପରେ ଖାଇଲେ ଘୁଷୁରୀ ମାଂସ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ୍ ରାଲବ ଗାଁରେ। ଯାହାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାଲବ ଗାଁରେ ଗତ ନଭେମ୍ବର ୨୪…
ନୂଆଦିଲ୍ଲୀ: ଭାରତର ଅଭିବୃଦ୍ଧି ହାରକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଏହା ସହ ଦେଶର ଅର୍ଥନୀତି କିପରି ଦ୍ରୁତ ଗତିରେ ବୃଦ୍ଧି ପାଇବ ଏବଂ ଏଥିପାଇଁ ସରକାରଙ୍କୁ କ'ଣ କରିବାକୁ ପଡ଼ିବ ତାହା ମଧ୍ୟ…
ଉତ୍ତର ପ୍ରଦେଶରୁ ଆସୁଛି ୩୦୦ ଟ୍ରକ୍ ଆଳୁ। ଆସନ୍ତାକାଲି ସୁଦ୍ଧା ଉତ୍ତର ପ୍ରଦେଶରୁ ଆସୁଥିବା ଆଳୁ ଓଡ଼ିଶାରେ ପହଞ୍ଚିବ। ଫଳରେ ରାଜ୍ୟରେ ଆଉ ଆଳୁ ସଙ୍କଟ ରହିବନି। ଆଜି ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ…
ତେଲେଙ୍ଗାନାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ମୁଳୁଗୁ ଜିଲ୍ଲାର ଇତାରୁ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ଯରେ ଗୁଳି ବିନିମୟ ହୋଇଛି । ପୋଲିସର ଏନକାଉଣ୍ଟରରେ ୭ ହାର୍ଡକୋର ମାଓବାଦୀ ନିହତ । ଗ୍ରେହାଉଣ୍ଡ ଜବାନଙ୍କ…
ଦିଲ୍ଲୀରେ କୌଣସି ପ୍ରକାର ମେଣ୍ଟ କରିବନି ଆମ୍ ଆଦମୀ ପାର୍ଟି (AAP)। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ଏକା ଲଢିବ ବୋଲି ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ଏନେଇ ଆଜି ଏକ ଘୋଷଣା କରି କେଜ୍ରିୱାଲ କହିଛନ୍ତି, ଦିଲ୍ଲୀ ବିଧାସନଭା…
ଭୁବନେଶ୍ବର: ପୁଣି ରାଜ୍ୟରେ ମୁଣ୍ଡ ଟେକିଛି ଆଳୁ ସଙ୍କଟ । କୌଣସି ରାଜ୍ୟକୁ ଆଳୁ ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନା କରିବା ପରେ ଚିନ୍ତା ବଢିଛି । ପଶ୍ଚିମବଙ୍ଗ ଆଳୁ ନଦେବାରୁ ରାଜ୍ୟରେ ଆଳୁ ନିଅଁଣ୍ଟିଆ ସ୍ଥିତି ଉପୁଜିଛି…
ରେଢ଼ାଖୋଲ: ବୟସ ଖୁବ୍ କମ୍ । ଭଲ ପାଠ ପଢୁଥିଲେ । ଏଇ ତ ଅଳ୍ପ କେଇଟା ଦିନ ପରେ ଦେଇଥାନ୍ତେ ମାଟ୍ରିକ୍ ପରୀକ୍ଷା । ତାପରେ କଲେଜ ଥାଇଥାନ୍ତେ । ପାଠ ପଢି ଚାକିରିଟିଏ କରି ଭବିଷ୍ୟତରେ ନିଜ ପାଦରେ ନିଜେ…
ବାଂଲାଦେଶର ଜଣେ ବିଶିଷ୍ଟ ମହିଳା ସାମ୍ବାଦିକଙ୍କୁ କିଛି ସ୍ଥାନୀୟ ଲୋକ ଅଟକ ରଖିଥିବା ଖବର ସାମ୍ନାକୁ ଆସିଛି। ଭାରତୀୟ ଏଜେଣ୍ଟ ଅଭିଯୋଗରେ ତାଙ୍କୁ ରାଜଧାନୀ ଢାକାରେ କିଛି ଲୋକ ଅଟକ ରଖିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି। ଗତକାଲି…