ଡିସେମ୍ବର ୨୩ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି

ଭୁବନେଶ୍ୱର: ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ଆସନ୍ତା ଡିସେମ୍ବର ୨୩ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ଏନେଇ ସୂଚନା ଦେଇଛି ରାଜ୍ୟ ସାଧାରଣ ଅ ସାଧାରଣ ଅଭିଯୋଗ ବିଭାଗ। ସୂଚନା…

ଫୋକସରେ ବଣ୍ଡା ଘାଟି, ଚତୁର୍ଥ ପର୍ଯ୍ୟାୟରେ ସବୁ ମହିଳା ପାଇବେ ସୁଭଦ୍ରା ଟଙ୍କା: ପ୍ରଭାତୀ ପରିଡା

ମାଲକାନଗିରି : ରାଜ୍ୟ ସରକାରଙ୍କ ଫୋକସରେ ବଣ୍ଡା ଘାଟି ।  କୌଣସି ବଣ୍ଡା ମହିଳା ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେନି। ସେମାନେ ଖୁବଶୀଘ୍ର ସୁଭଦ୍ରା ଟଙ୍କା ପାଇବେ । ଆଜି ମାଲକାନଗିରି ଜିଲ୍ଲା ବଣ୍ଡା ଘାଟି ଗସ୍ତ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ…

ପରିତ୍ୟକ୍ତ ଇନୋଭାରୁ ମିଳିଲା ୫୨ କେଜି ସୁନା ଓ ନଗଦ ୧୦ କୋଟି ଟଙ୍କା

ଆୟକର ବିଭାଗ ଓ ଲୋକାୟୁତ ପୁଲିସ୍‌ ଭୋପାଲର ବିଭିନ୍ନ ସ୍ଥାନରେ ରେଡ କରି କୋଟି କୋଟି ଟଙ୍କାର ସୁନା ଓ ନଗଦ ଟଙ୍କା ଜବତ କରିଛି। ଏଥିସହ ରାଜନେତା, ସରକାରୀ ଅଧିକାରୀ ଓ ରିୟଲ ଇଷ୍ଟେଟ ବ୍ୟବସାୟୀଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାର ସୁରାକ…

ଶୀତ କାକରରେ ରୋଗୀଙ୍କ ସଂପର୍କୀୟ ‌‌ପଡ଼ି ରହିବା ଘଟଣା: ହାଇକୋର୍ଟଙ୍କ ଉଦ‌ବେଗ

କଟକ: ଶୀତ କାକରରେ ଖୋଲା ଆକାଶ ତଳେ ରୋଗୀଙ୍କ ସଂପର୍କୀୟ ବା ଆଟେଣ୍ଡାଣ୍ଟ ଏସସିବି ମେଡିକାଲ ପରିସରରେ ରାତିରେ ‌‌ପଡ଼ି ରହିବା ଘଟଣାକୁ ନେଇ ହାଇକୋର୍ଟ ଉଦ‌ବେଗ ପ୍ରକାଶ କରିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଭି.ନରସିଂହଙ୍କୁ ନେଇ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର

ବୌଦ୍ଧ: ଭିଜିଲାନ୍ସ ଜାଲରେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର । ଜଣେ ବ୍ୟକ୍ତିଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଶୁକ୍ରବାର ଧରାପଡ଼ିଛନ୍ତି ବୟନ ଶିଳ୍ପ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ । ସୂଚନା…

ପ୍ରତାପ ଷଡ଼ଙ୍ଗୀଙ୍କୁ ଅଭିନୟ ପାଇଁ ଅସ୍କାର ମିଳିବା ଦରକାର କହିଲେ ଜୟା ବଚ୍ଚନ

ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନ ସଂସଦ ଧକ୍କା କାଣ୍ଡକୁ ନେଇ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରତାପ ଷଡ଼ଙ୍ଗୀଙ୍କ ସହ ମୁକେଶ ରାଜପୁତ ମଧ୍ୟ ଗତକାଲି ସଂସଦରେ ହୋଇଥିବା ଦଙ୍ଗାରେ ଆହତ ହୋଇଥିବା ଅଭିଯୋଗ ହୋଇଛି।…

କଲବଲ କରୁଛି ବର୍ଷା ଆଉ ଶୀତ: ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : କଲବଲ କରୁଛି ବର୍ଷା ଆଉ ଶୀତ । ଅସ୍ତବ୍ୟସ୍ତ ଜନଜୀବନ । ମେଘୁଆ ପାଗ ପରେ କାଲି ରାତିରୁ ଝିପିଝିପି ବର୍ଷାକୁ କୋହଲା ପବନ ବୋହୁଛି । ଶୀତଦିନରେ ବର୍ଷା ଜାରି ରହିଥିବାରୁ ଅସ୍ତବ୍ୟସ୍ତ ହୋଇପଡିଲାଣି ଜନଜୀବନ । କୋହଲା…

ବିନା ଅନୁମତିରେ ମନା ଜିରୋ ନାଇଟ ସେଲିବ୍ରେସନ୍

ଭୁବନେଶ୍ବର: ପାଖେଇ ଆସୁଛି ନୂଆବର୍ଷ । ଜିରୋ ନାଇଟ ସେଲିବ୍ରେସନ୍ ପାଇଁ ପ୍ରସ୍ତୁତ ହେଲେଣି ଯୁବବର୍ଗ । ହେଲେ ଏହାକୁ ନେଇ ବଡ ନିଷ୍ପତ୍ତି ଶୁଣାଇଛି ଅବକାରୀ ବିଭାଗ । ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଅବକାରୀ ବିଭାଗର କଟକଣା ଜାରି…

ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ‘୧୯୮୪’ ବ୍ୟାଗ ଦେଲେ ବିଜେପି ସାଂସଦ ଅପରାଜିତା

ସଂସଦରେ ତୀବ୍ର ହୋଇଛି ବ୍ୟାଗ ରାଜନୀତି। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ନିକଟରେ ପାଲେଷ୍ଟାଇନ ଓ ବାଂଲାଦେଶ ଲେଖାଥିବା ବ୍ୟାଗ ଧରି ସଂସଦ ଆସିଥିଲେ। ପାଲେଷ୍ଟାଇନ ବ୍ୟାଗ ଧରି ସେ ସଂସଦ ଆସିଥିବାରୁ ବିଜେପି ତାଙ୍କୁ ସମାଲୋଚନା କରିଥିଲା। ଏହାର ଦିନକ…

ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ ମାମଲା : ଚିଠି ଯଦି ନକଲି ତେବେ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର : ହାଇକୋର୍ଟରେ ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ ମାମଲା ।  ଆଶ୍ରମକୁ ଯୋଗ ସ୍କୁଲ କରିବା ପାଇଁ ମିଳିଥିବା ଅନୁମତି ପତ୍ର ନକଲି ବୋଲି କୋର୍ଟଙ୍କୁ ଜଣାଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଚିଠି ଯଦି ନକଲି ତେବେ ସତ୍ୟପାଠ…