ସର୍ବଭାରତୀୟ ହକି ଚାମ୍ପିୟନସିପ-୨୦୨୫: ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥା ଶୃଙ୍ଖଳିତ କରିବାକୁ ଡିଜିପିଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ମାସରେ ଓଡ଼ିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ୭୩ତମ ସର୍ବଭାରତୀୟ ହକି ଚାମ୍ପିୟନସିପ- ୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି…

ଗୁଇନ୍ଦା ବିଭାଗ ହାତରେ ମହିଳା ବ୍ରାଉନ ସୁଗାର ମାଫିଆ, ଘରୁ ବାହାରୁଛି ପୁଳାପୁଳା ଟଙ୍କା

ଭଦ୍ରକ: ଭଦ୍ରକରେ ମାତିଛନ୍ତି ମହିଳା ବ୍ରାଉନ ସୁଗାର ମାଫିଆ । ଖୁଲମଖୁଲା ବେପାର ଚାଲିଥିବାବେଳେ ସୂଚନା ପାଇ ମାଡି ବସିଲା ପୋଲିସ । ଏହି ଚଢ଼ାଉ ସମୟରେ ବ୍ରାଉନସୁଗାର ଜବତ ସହ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିବା ସହ…

ନର୍ସିଂ ଚାକିରି ଦେବା ନାଁରେ ଠକେଇ; ୨ ଭାଇ ଗିରଫ

କଟକ : ମେଡିକାଲରେ ନର୍ସିଂ ଚାକିରି କରାଇଦେବାକୁ କହି ଲୁଟି ନେଲେ ଲକ୍ଷାଧିକ ଟଙ୍କା। ଅଭିଯୋଗ ପରେ ଏବେ ପୁଲିସ କବଜାରେ ଦୁଇ ଅଭିଯୁକ୍ତ। କଟକ ମଙ୍ଗଳାବାଗ ଥାନା ପୁଲିସ ଏହି ଘଟଣାରେ ଦୁଇ ଦଲାଲଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ…

ଗୁଣିଗାରେଡି ସନ୍ଦେହରେ ହତ୍ୟା: ଜଳୁଥିବା ଜୁଇରେ ଆଉ ଜଣଙ୍କୁ ଜାଳିଦେଲେ

କୋରାପୁଟ: ଆଜିର ସଭ୍ୟ ସମାଜରେ ବେଶୀ ଅସଭ୍ୟ ହେଉଛି ମଣିଷ। ଭୁଲିଯାଉଛି ମଣିଷପଣିଆ। ଗୁଣିଗାରେଡ଼ିର ବିଶ୍ଵାସ କରି ମଣିଷ ଘଟାଉଛି ନାରକିଅ କାଣ୍ଡ। ଏଭଳି ଏକ ବିଭତ୍ସ ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ…

ସମ୍ବିଧାନ ବିତର୍କରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି

ଭାରତୀୟ ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ ବିତର୍କ ଲୋକସଭାରେ ହେବ। ଆସନ୍ତା ୧୩ ଓ ୧୪ ଦୁଇ ଦିନ ଧରି ବିଭିନ୍ନ ଦଳର ସଦସ୍ୟ ସମ୍ବିଧାନ ଉପରେ ହେବାକୁ ଥିବା ବିତର୍କରେ ଭାଗ ନେଇ ନିଜର ମତ ରଖିବେ।…

ରାଜ୍ୟସଭା ଉପନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପିର ସୁଜିତ କୁମାର

ଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ଭାବେ ସୁଜିତ କୁମାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ୩୦ଜଣ ବିଧାୟକ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ…

ସଂଜୟ ମାଲହୋତ୍ରା ନୂଆ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ନିଯୁକ୍ତ

ନୂଆଦିଲ୍ଲୀ: ସଞ୍ଜୟ ମାଲହୋତ୍ରା ହେବେ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର । ତାଙ୍କର କାର୍ଯ୍ୟକାଳ ଆସନ୍ତା ୩ ବର୍ଷ ପାଇଁ ରହିବ। ସେ ବର୍ତ୍ତମାନର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସ୍ଥାନ ନେବେ। ଡିସେମ୍ବର ୧୦ରେ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ…

ସରକାରୀ ବାସଭବନ ଛାଡୁନାହାଁନ୍ତି ୧୪ ପୂର୍ବତନ ବିଧାୟକ

ଭୁବନେଶ୍ୱର: ସରକାରୀ ବାସଭବନ ଛାଡୁନାହାଁନ୍ତି ପୂର୍ବତନ ବିଧାୟକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଓଡିଶା ବିଧାନସଭାରେ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ୧୪ ଜଣ ପୂର୍ବତନ ବିଧାୟକ ସରକାରୀ କ୍ୱାର୍ଟର୍ସ ଦଖଲ କରି ରଖିଛନ୍ତି। ବିଧାୟକ ମାନସ କୁମାର ଦତ୍ତଙ୍କ…

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧୀ !

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା କରୁଛନ୍ତି ବିରୋଧୀ । ଏ ନେଇ କେତେକ ବିରୋଧୀ ଦଳ ଆଲୋଚନା ଆରମ୍ଭ କରିଛନ୍ତି। ତେବେ ଏନେଇ ଏପର୍ଯ୍ୟନ୍ତ ଇଣ୍ଡିଆ ମେଣ୍ଟର ସବୁ ଦଳଙ୍କ…

ରଣକ୍ଷେତ୍ର ପାଲଟିଲା କଲେଜ ପରିସର, କମେଣ୍ଟ ମାରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

କଟକ : ରଣକ୍ଷେତ୍ର ପାଲଟିଲା କଲେଜ ପରିସର । ବିଗିଡ଼ିଲା ଶୈକ୍ଷିକ ବାତାବରଣ । କୌଣସି କାରଣକୁ ନେଇ କଟକ ରାଜବଗିଚା ସ୍ଥିତ ସିଟି କଲେଜରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ କଲେଜରେ ପଢ଼ୁଥିବା ଯୁକ୍ତ ୨ ଛାତ୍ରଙ୍କୁ ମରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ…