ଇଲେକ୍ଟ୍ରି ବିଲ୍ ପୈଠ ପାଇଁ ଆସୁଛି ମିଛ ମେସେଜ୍- ବିଲ୍ ପୈଠ ଠକେଇ ସମ୍ପର୍କରେ ଟିପିଏସ୍ଓଡିଏଲ୍ ତରଫରୁ ସତର୍କ ସୂଚନା ଜାରି
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ(ଟିପିଏସ୍ଓଡିଏଲ୍) ପକ୍ଷରୁ ଉପଭୋକ୍ତାମାନଙ୍କୁ ଫିସିଂ ଠକେଇ ସମ୍ପର୍କରେ ସତର୍କ ସୂଚନା ଦିଆଯାଇଛି। ସାଇବର ଅପରାଧୀମାନେ ଉପଭୋକ୍ତାଙ୍କ ମୋବାଇଲ ନମ୍ବରକୁ ବକେୟା ବିଲ୍ ଯୋଗୁଁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ନେଇ ମେସେଜ ପଠାଉଥିବା…