ନନ୍ଦନକାନନରେ ସିମ୍ପାଞ୍ଜି ‘ଜୁଲୁ’ର ମୃତ୍ୟୁ, ୧୯୯୪ରେ ସିଙ୍ଗାପୁରରୁ ଅଣାଯାଇଥିଲା

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩୫ ବର୍ଷୀୟ ସିମ୍ପାଞ୍ଜି 'ଜୁଲୁ'ର ମୃତ୍ୟୁ। ସୋମବାର ସକାଳେ ଜୁଲୁରୁ ମୃତ୍ୟୁ ହୋଇଥିବା ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି। ଏହି ସିମ୍ପାଞ୍ଜିକୁ ୧୯୯୪ ମସିହା ମେ ୧୬ ତାରିଖରେ ସିଙ୍ଗାପୁର…

ଜାନୁଆରୀ ୭ରୁ ଆରମ୍ଭ ହେବ ଶୁଲିଆ ଯାତ୍ରା, ବଳି ରୋକିବାକୁ ସଚେତନ କରିବ ପ୍ରଶାସନ

ବଲାଙ୍ଗୀର: ଜାନୁଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ବଲାଙ୍ଗୀର ପ୍ରସିଦ୍ଧ ଶୁଲିଆ ଯାତ୍ରା। ୩ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବ ପାଇଁ ସରିଛି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ। ଦେଓଗାଁ ବ୍ଲକ ଖଇରଗୁଡ଼ା ବଡ଼ଖଳା ଓ ସାନଖଳାରେ ହେବାକୁ…

ସନ୍ଦେଶଖାଲିରେ ବିରୋଧୀଙ୍କ ଉପରେ ବର୍ଷିଲେ ମମତା

ସନ୍ଦେଶଖାଲି ୩୦।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ୩୦ ଡିସେମ୍ବର ସୋମବାର ସନ୍ଦେଶଖାଲି ଗସ୍ତ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲି ଦେଶରେ ଚର୍ଚ୍ଚାର ବିଷୟ…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ପରଲୋକ

ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ପରଲୋକ ହୋଇଛି । ୧୦୦ ବର୍ଷ ବୟସରେ ସେ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଆମେରିକା ଇତିହାସରେ ସବୁଠୁ ଅଧିକ ବର୍ଷ ଯାଏ ଜୀବିତ ଥିବା ରାଷ୍ଟ୍ରପତି ଥିଲେ ଜିମି କାର୍ଟର…

ଗୋଟିଏ ସିଗାରେଟ ଟାଣିବା ଦ୍ୱାରା ମହିଳାମାନେ ୨୨ ମିନିଟ ଓ ପୁରୁଷମାନେ ୧୭ ମିନିଟ ଆୟୁଷ ହରାଉଛନ୍ତି

ନୂଆଦିଲ୍ଲୀ : ଧୂମପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତି କାରକ। ତଥାପି ଅନେକ ଲୋକ ଧୂଆଁ ପ୍ରେମରେ ପଡ଼ିଛନ୍ତି। ଘଣ୍ଟାକୁ ଘଣ୍ଟା ସେମାନେ ସିଗାରେଟ ଟାଣିବାରେ ଲାଗିଛନ୍ତି। ହେଲେ ଆପଣମାନେ ଜାଣିଛନ୍ତି କି ଗୋଟିଏ ସିଗାରେଟ ଜଣେ ଲୋକକର ମୋଟ ଆୟୁଷକୁ ପ୍ରାୟ…

୧୧ କୋଟି ଟଙ୍କା ଓ ୫୨ କେଜି ସୁନା ଜବତର ମାଷ୍ଟର ମାଇଣ୍ଡ ସୌରଭ ଶର୍ମା କିଏ ? ଖୋଜୁଛନ୍ତି ୩ ତଦନ୍ତକାରୀ ସଂସ୍ଥା

ନୂଆଦିଲ୍ଲୀ: ୩ ତଦନ୍ତକାରୀ ସଂସ୍ଥା- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି), ଆୟକର ବିଭାଗ(ଆଇଟି) ଓ ମଧ୍ୟପ୍ରଦେଶ ଲୋକାୟୁକ୍ତର ସ୍ପେଶାଲ ପୁଲିସ୍‌ ଏଷ୍ଟାବ୍ଲିଶମେଣ୍ଟ(ଏସପିଇ) ସୌରଭ ଶର୍ମା ନାମକ ଜଣେ ବ୍ୟକ୍ତିଙ୍କୁ ବେଶ କିଛି ଦିନ ହେଲା ଖୋଜୁଛନ୍ତି। ଡିସେମ୍ବର ୧୯ରେ ଭୋପାଲର ଗୋଟିଏ ଗାଁ ନିକଟରୁ…

କେରଳରେ ଏନସିସି କ୍ୟାମ୍ପରେ ଫୁଡ ପଏଜନିଂ ଅଭିଯୋଗ, ସେନା ଅଧିକାରୀଙ୍କୁ ଆକ୍ରମଣ

ନୂଆଦିଲ୍ଲୀ: କେରଳର ତ୍ରିକ୍କକାରାରେ କେଏମଏମ କଲେଜ ଅଫ୍‌ ଆର୍ଟସ ଆଣ୍ଡ୍‌ ସାଇନ୍ସରେ ଏନସିସି କ୍ୟାମ୍ପରେ ସେନାର ଜଣେ ଅଧିକାରୀଙ୍କୁ ମାଡ଼ ଘଟଣା ସାମ୍‌ନାକୁ ଆସିଛି। ଘଟଣା ଡିସେମ୍ବର ୨୩ ତାରିଖ  ବିଳମ୍ବିତ ରାତିରେ ଘଟିଥିବା କୁହାଯାଉଛି। ସୂଚନା ଅନୁଯାୟୀ, ସିପିଆଇଏମ/ ଏସଏଫଆଇର…

ଆମ୍ବେଦକର ବିବାଦରେ ଏନଡିଏ ଓ ଇଣ୍ଡି ମେଣ୍ଟ ମଧ୍ୟରୁ କାହାକୁ ମିଳିବ ଅଧିକ ଫାଇଦା ?

ନୂଆଦିଲ୍ଲୀ: ସମ୍ବିଧାନ ନିର୍ମାତା ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତି କଥିତ ଅପମାନକୁ ନେଇ ଗତ ଦୁଇ ସପ୍ତାହ ସମଗ୍ର ଦେଶର ରାଜନୀତି ସରଗରମ ରହିଛି। କଂଗ୍ରେସ ସମେତ ଅନେକ ବିରୋଧୀ ଦଳ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ…

‘କେରଳ ମିନି ପାକିସ୍ତାନ’ ବୟାନ ପାଇଁ ବିବାଦରେ ମନ୍ତ୍ରୀ ରାଣେ

ମୁମ୍ବାଇ : ବିବାଦରେ ମହାରାଷ୍ଟ୍ରର କ୍ଷମତାସୀନ ମହାୟୁତି ସରକାରର ମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନୀତେଶ। ସେ ଦେଇଥିବା ବୟାନ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। କଂଗ୍ରେସର ରାହୁଲ ଗାନ୍ଧି ଓ କେରଳର ୱାୟନାଡରୁ ସାଂସଦ ହୋଇଥିବା ପ୍ରିୟଙ୍କା…

ପି.କେ ମିଶ୍ରଙ୍କ ଝିଅ-ଜ୍ୱାଇଁ କହି ଠକୁଥିଲେ ହଂସିକା ଓ ଅନୀଲ୍‌

ଭୁବନେଶ୍ବର : ଠକେଇର ସବୁ ସୀମା ପାର୍‌ କରିଦେଲେ। ଠକେଇ କଲେ କଲେ ଶେଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ରଙ୍କୁ ଛାଡ଼ିଲେନି। ତାଙ୍କ ଝିଅ-ଜ୍ୱାଇଁର କହି ଠକୁଥିଲେ ଦୁଇ ଠକ। ତାହା ପୁଣି ରାଜ୍ୟ ରାଜଧାନୀ ଭୁବନେଶ୍ୱର ଛାତି ଉପରେ।…