ବ୍ରହ୍ମପୁର ସାଂସଦଙ୍କୁ ଭେଟିଲେ ୧୫ ସରପଞ୍ଚ: ବଦଳିପାରେ ରାଜନୈତିକ ସମୀକରଣ, ବିଜେଡି ଶିବିରରେ ହଟ୍ଟଚମଟ

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ୧୫ଟି ପଞ୍ଚାୟତର ସରପଞ୍ଚ, ଜଣେ ସମିତି ସଭ୍ୟଙ୍କ ସମେତ ବିଜେଡିର ଆଗଧାଡିର କିଛି ନେତା ଭୁବନେଶ୍ବରରେ ବ୍ରହ୍ମପୁର ସାଂସଦ ଡ଼ ପ୍ରଦିପ କୁମାର ପାଣିଗ୍ରାହୀଙ୍କୁ ସାକ୍ଷାତ କରି ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିବା…

ଭରଣପୋଷଣ ଭତ୍ତା ସ୍ବାମୀ ପାଇଁ ଦଣ୍ଡ ନ ହେଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବୈବାହିକ ବିବାଦରେ ପତ୍ନୀଙ୍କୁ ଦିଆଯାଉଥିବା ଭରଣପୋଷଣ ଭତ୍ତା ସ୍ବାମୀ ପାଇଁ ଦଣ୍ଡ ସଦୃଶ ହେବା ଉଚିତ ନୁହେଁ। ଏ କ୍ଷେତ୍ରରେ ଅଦାଲତ ଯତ୍ନବାନ ହେବା ଉଚିତ୍ ଯେ, ପତ୍ନୀ ଏକ ଉତ୍ତମ ଜୀବନ ଯାପନ କରିପାରୁଥିବେ, କିନ୍ତୁ ସ୍ୱାମୀଙ୍କ…

ବାସହୀନଙ୍କୁ ଜମି: ଏଣିକି ବିକ୍ରି-ଖର୍ଦ୍ଦି ମନା, ବିଜ୍ଞପ୍ତି ଜାରି, ଆପତ୍ତି-ଅଭିଯୋଗ ଲୋଡ଼ିଲେ ସରକାର

ଭୁବନେଶ୍ବର : ଏଣକି ରାଜ୍ୟରେ ବାସହୀନଙ୍କୁ ସରକାର ଦେଉଥିବା ଜମି ବିକ୍ରି-ଖର୍ଦ୍ଦି ହୋଇପାରିବ ନାହିଁ । କେବଳ ଉତ୍ତରାଧିକାରୀ ସୂତ୍ରରେ ଉପଯୋଗ କରିହେବ । ପୂର୍ବରୁ ବାସହୀନଙ୍କୁ ସର୍ବାଧିକ ୧୦ଡିସିମିଲ୍ ଜମି ଦେବାର ବ୍ୟବସ୍ଥା ଥିବାବେଳେ ଏଣିକି ସର୍ବାଧିକ ୪ ଡିସିମିଲ…

ଜେଏନୟୁରେ ‘ଦି ସାବରମତି ରିପୋର୍ଟ’ ସ୍କ୍ରିନିଂ ବେଳେ ହଙ୍ଗାମା

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର 'ଦି ସାବରବତୀ ରିପୋର୍ଟ' ସ୍କ୍ରିନିଂକୁ ନେଇ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଅଶାନ୍ତି ଦେଖାଦେଇଛି। ଫିଲ୍ମର ସ୍କ୍ରିନିଂକୁ ବିରୋଧ କରି ଗୋଟିଏ ଗୋଷ୍ଠୀ ପୋଷ୍ଟର ଚିରିବା ସହ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ସେପଟେ…

ବିଜେଡି ସରକାର ୪ ବର୍ଷରେ ବିମାନ ଭଡ଼ା ବାବଦକୁ ଅଯଥା ଖର୍ଚ୍ଚ କରିଥିଲେ ୫ କୋଟି ୮୬ ଲକ୍ଷ ଟଙ୍କା

ଭୁବନେଶ୍ବର : ରାଜ୍ୟ ସରକାର ଚୁକ୍ତି କରି ବିମାନ ରଖିଲେ, ହେଲେ ବାହାରୁ ବିମାନ ଆଣିଲେ। ସିଏଜିର ଡ୍ରାଫ୍ଟ ରିପୋର୍ଟ ଖୋଲୁଛି ସରକାରୀ ଟଙ୍କାର ବ୍ୟାପକ ଅପବ୍ୟବହାରର କଳା ଫର୍ଦ୍ଦ। ବିଜେଡି ସରକାର ୪ ବର୍ଷରେ ଅଯଥା ଖର୍ଚ୍ଚ କରିଥିଲେ ୫…

ବିବାଦ, ମାରପିଟ୍‌ ଓ ମାମଲା…! ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ

ଯାଜପୁର : ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ। ଅର୍ଥାତ ମାଆ ବିରଜା ମନ୍ଦିର ପାଖରେ ଚାଲିବ ହାଟ। ଆସନ୍ତା ରବିବାରଠାରୁ ପୁରୁଣା ସ୍ଥାନରେ ହାଟ ଚାଲିବାକୁ ନିଷ୍ପତ୍ତି ହୋଇଛି। ଆଜି ଏନେଇ ଘୋଷଣା କରିଛନ୍ତି ଯାଜପୁର ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ।…

୪ କୋଟି ଟଙ୍କାର ଭାଟ୍ ଚଳୁ: ୨ ବ୍ୟବସାୟୀ ଓ ସହାୟକ ବାଣିଜ୍ୟକର ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଜୟପୁର : କ୍ଷମତାର ଦୁରୂପଯୋଗ କରି ୨ ଜଣ ବ୍ୟବସାୟୀଙ୍କ ସହ ମିଶି ୪.୦୩କୋଟି ଟଙ୍କା ଭାଟ୍ ହେରଫେର କରିବା ମହଙ୍ଗା ପଡ଼ିଛି । ଜୟପୁରସ୍ଥିତ ଆସିଷ୍ଟାଣ୍ଟ କର୍ମସିଆଲ ଅଫିସର (ସହାୟକ ବାଣିଜ୍ୟକର ଅଧିକାରୀ) ଅବିନାଶ ପ୍ରଧାନ ଓ ଅନ୍ୟ ୨ଜଣ…

ଧାନ ସଂଗ୍ରହ ପ୍ରକ୍ରିୟା ସମୀକ୍ଷା, ୩୭ ହଜାରରୁ ଅଧିକ ଚାଷୀ ବିକ୍ରି କଲେଣି ଧାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ନୂତନ ସରକାର ଗଠନକୁ ୬ ମାସ ପୂରଣ ହୋଇଛି ଏବଂ…

ଜଳବାୟୁ ସହନଶୀଳତା ବୃଦ୍ଧି ପରିପ୍ରେକ୍ଷୀରେ ଓଡ଼ିଶାରେ କଙ୍କଡ଼ା ଜଳଚାଷକୁ ଗୁରୁତ୍ୱ

ଭୁବନେଶ୍ୱର : ଭାରତୀୟ ଉପକୂଳ ସମୁଦାୟ (ଇସିଆରଆଇସିସି) ପ୍ରକଳ୍ପର ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍ ପକ୍ଷରୁ ଆଜି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ (ଏସଆଇଆରଡି) ପରିସରରେ କଙ୍କଡ଼ା ଚାଷ କରୁଥିବା କୃଷକ ଓ ରପ୍ତାନିକାରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…

ସାଧାରଣ ଗାଡି ନୁହେଁ, ସୁରକ୍ଷା ରଥ – ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପାଇଁ ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନର ଲୋକାର୍ପଣ କରିଛନ୍ତି। ପୁଲିସ କମିଶନରେଟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ…