ସାମ୍ବାଦିକଙ୍କ ପେନସନ ସହ କାର୍ଯ୍ୟକାରୀ ହେଉ ସାମ୍ବାଦିକ ସୁରକ୍ଷା ଆଇନ

ଭୁବନେଶ୍ବର: ସାମ୍ବାଦିକଙ୍କୁ ମିଳିବା ଦରକାର ପେନସନ। ଏନେଇ ବ୍ୟବସ୍ଥା କରିବା ପାଇଁ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ବିଧାନସଭାରେ ଦାବି ଉପସ୍ଥାପନ କରିଛନ୍ତି। ପାଖାପାଖି ୧୭ଟି ରାଜ୍ୟରେ ସାମ୍ବାଦିକମାନଙ୍କ ପେନସନ ବ୍ୟବସ୍ଥା ଥିଲେ ମଧ୍ୟ ଆମ ରାଜ୍ୟରେ ତାହା ନାହିଁ।…

ମହାରାଷ୍ଟ୍ରରେ EVM ବିରୋଧରେ ସଂକଳ୍ପ ପାରିତ କରୁଛନ୍ତି ଗ୍ରାମ କମିଟି

ମହାରାଷ୍ଟ୍ରର ଇଭିଏମ୍ ବିରୋଧରେ ଲଢ଼େଇ ବର୍ତ୍ତମାନ ଗ୍ରାମ କମିଟିସ୍ତରରେ ପହଞ୍ଚିଛି। ନିର୍ବାଚନରେ ମିଳିଥିବା ବଡ଼ ପରାଜୟକୁ ହଜମ କରିପାରୁନାହାନ୍ତି ବିରୋଧୀ। ଇଭିଏମ୍ ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ସଜବାଜ ହେଉଛି 'ଇଣ୍ଡିଆ' ମେଣ୍ଟ। ଏପଟେ ମହାରାଷ୍ଟ୍ରରେ ବିଭିନ୍ନ ଗ୍ରାମ କମିଟିଗୁଡିକ ଇଭିଏମ୍ ବିରୋଧରେ ସଂକଳ୍ପ…

୨୦ ଦିନ ପୂର୍ବରୁ ସରିଲା ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ବର: ସରିଲା ଶୀତକାଳୀନ ଅଧିବେଶନ । ସପ୍ତଦଶ ବିଧାନସଭାର ଶୀତ ଅଧିବେଶନ ଗତ ନଭେମ୍ବର ୨୬ରେ ଆରମ୍ଭ ହୋଇଥିଲା ବେଳେ ଆଜି ଶେଷ ହୋଇଛି । ଆହୁରି ୨୦ ଦିନ ବାକି ଥିବା ବେଳେ ଆଜି ଅଧିବେଶନର ୧୨ ତମ ଦିନରେ…

କରୋନାରେ ମୃତ କନଷ୍ଟେବଳଙ୍କ ପତ୍ନୀଙ୍କୁ ମିଳିବ ୫୦ ଲକ୍ଷ: ହାଇକୋର୍ଟ

କଟକ: ଡ୍ୟୁଟିରେ ଥାଇ କରୋନା ସଂକ୍ରମିତ ହେବା ସହିତ ପ୍ରାଣ ହରାଇଥିବା ପୁଲିସ କନଷ୍ଟେବଳଙ୍କ ବିଧବା ପତ୍ନୀଙ୍କୁ ୬ ମାସ ଭିତରେ ୫୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଆବେନକାରୀଙ୍କୁ…

କ୍ଷମା ସହ ପ୍ରତ୍ୟର୍ପଣ ହେବେ ୭୮ ବାଂଲାଦେଶୀ

ପାରାଦୀପ: କୋଷ୍ଟଗାର୍ଡ ପକ୍ଷରୁ ୭୮ ଜଣ ବାଂଲାଦେଶୀଙ୍କୁ ଅଟକ ରଖିଥିବା ଘଟଣା । ଆଜି ପାରାଦୀପ ଥାନାରେ ଆସି ପହଁଚିଛନ୍ତି ସମସ୍ତ ବାଙ୍ଗଲାଦେଶୀ । ହେଲେ ସେମାନଙ୍କ ବିରୋଧରେ ହେବନି ମାମଲା ରୁଜୁ । ସେମାନଙ୍କୁ କ୍ଷମା ସହ ପ୍ରତ୍ୟର୍ପଣ କରାଇବ…

ଜଗଦୀପ ଧନଖଡ଼ ହେଉଛନ୍ତି ସରକାରଙ୍କର ଜଣେ ବଡ଼ ମୁଖପାତ୍ର: ମଲ୍ଲିକାର୍ଜୁନ ଖଡଗେ

‘ରାଜ୍ୟସଭା ଅଧ୍ୟକ୍ଷ ବିରୋଧୀ ଦଳଗୁଡ଼ିକର ସାଂସଦମାନଙ୍କୁ ଅପମାନିତ କରୁଛନ୍ତି। ସେ ଜଣେ ପ୍ରଧାନଶିକ୍ଷକ ଭଳି ସାଂସଦମାନଙ୍କୁ ପାଠପଢ଼େଇବାକୁ ଚେଷ୍ଟା କରୁଛନ୍ତି। ସେ ସରକାରଙ୍କ ମୁଖ୍ୟପାତ୍ର ଭଳି କାମ କରୁଛନ୍ତି। ସେ ହେଉଛନ୍ତି ସରକାରଙ୍କର ସବୁଠୁ ବଡ଼ ମୁଖପାତ୍ର। ରାଜ୍ୟସଭା ଚାଲି ନପାରିବାର…

ପ୍ରେମିକାକୁ ୬ ଖଣ୍ଡ କରି ନଦୀରେ ଫିଙ୍ଗିଦେଲା ପ୍ରେମିକ

ରାଉରକେଲା: ପ୍ରେମ ଯେତିକି ସୁନ୍ଦର। ଏହାର ସଠିକ୍‌ ପରିଚାଳନା କରି ନଜାଣିଲେ ତାଠାରୁ ଅଧିକ ଅସୁନ୍ଦର ହୋଇଯାଏ। ଏପରିକି ହିଂସା ଦିଗକୁ ମଧ୍ୟ ଗତିକରିବାର ଯଥେଷ୍ଟ ସମ୍ଭାବନା ଥାଏ, ଯାହାକି ଆଜୀବନ ଦୁଇଟି ପରିବାରକୁ କନ୍ଦାଇ ଦେଇଥାଏ। ଇସ୍ପାତ ନଗର ରାଉରକେଲା…

ଡିସେମ୍ବର ୩୧ରେ ଛାତ୍ରଛାତ୍ରୀଙ୍କୁ ମିଳିବ ହାତ ଖର୍ଚ୍ଚ

ଭୁବନେଶ୍ବର: ଆସନ୍ତା ୩୧ ତାରିଖରେ ମିଳିବ ମାଧୋ ସିଂ ହାତ ଖର୍ଚ୍ଚ । ରାଜ୍ୟର ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ଛାତ୍ରଛାତ୍ରୀଙ୍କୁ ଡିସେମ୍ବର ଶେଷରେ ଏହି ହାତ ଖର୍ଚ୍ଚ ମିଳିବ । ଏନେଇ ବରଗଡ଼ ଘେଁସରେ ରାଜ୍ୟସ୍ତରୀୟ…

ସଂସଦ ଚାଲିବା ଜରୁରୀ କହିଲେ ରାହୁଲ; କଟାକ୍ଷ କଲା TMC

ଇଣ୍ଡିଆ ମେଣ୍ଟର କମାଣ ସମ୍ଭାଳିବାକୁ ନେଇ ଦୁଇ ସହଯୋଗୀ ଦଳ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ଭିତରେ ବାକ୍ ଯୁଦ୍ଧ ଜାରି ରହିଛି। ଆଉ ଦୁଇ ଦଳ ମଧ୍ୟରେ ବିବାଦ ଏବେ ସଂସଦରେ ମଧ୍ୟ ତେଜିବାକୁ ଲାଗିଲାଣି। ଆଦାନୀ ସମେତ ବିଭିନ୍ନ…

ଧାନ କିଣା ପ୍ରକ୍ରିୟାରେ ବିଳମ୍ବ, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ତାଲା ପକାଇଛନ୍ତି ଚାଷୀ

ବରଗଡ଼: ଚାଲିଛି ହୋହାଲ୍ଲା, କଥା କଟାକଟି ଏହାରି ଭିତରେ ଅଫିସରେ ବସିଥିବା ଅଫିସରଙ୍କୁ ତାଲା ପକାଇଥିଲେ ଉତ୍ତେଜିତ ଚାଷୀ । ଆଉ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ବରଗଡ଼ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ । କାରଣ ଥିଲା ଧାନ…