କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇପିଏସ ଆଶିଷ ସିଂ

ଭୁବନେଶ୍ବର : କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇପିଏସ ଆଶିଷ ସିଂ। ଇଣ୍ଡୋ-ତିଦ୍ଦତିଆନ ବର୍ଡର ପୁଲିସ ଫୋର୍ସ ବା ଆଇଟିବିପି ଆଇଜି ଭାବେ ଆଶିଷଙ୍କୁ ନିଯୁକ୍ତି ମିଳିଛି। ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ। କେନ୍ଦ୍ର…

ବାଂଲାଦେଶରେ ଜାମିନ ପ୍ରତ୍ୟେକ ନାଗରିକଙ୍କ ଅଧିକାର: ଧାର୍ମିକ ନେତାଙ୍କ ଦାବି

ଢାକା: ବାଂଲାଦେଶର ସଂଖ୍ୟାଲଘୁ ଧାର୍ମିକ ଗୋଷ୍ଠୀର ନେତାମାନେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ କହିଛନ୍ତି ଯେ, ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କ ଜାମିନ ଆବେଦନକୁ ବିଚାର କରାଯିବା ଉଚିତ୍। ଦେଶଦ୍ରୋହ ଅଭିଯୋଗର ସମ୍ମୁଖୀନ ହୋଇଥିବା ଚିନ୍ମୟ କୃଷ୍ଣ…

ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଦେଖାଇ ପ୍ରେମିକାଙ୍କୁ କରୁଥିଲେ ବ୍ଲାକମେଲ; ୨.୫୭ କୋଟି ପାଇବା ପରେ ବଢ଼ିଥିଲା ଲୋଭ

ବେଙ୍ଗାଲୁରୁ : ପ୍ରେମିକାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ଭାଇରାଲ କରି ଦେବାର ଧମକ ଦେଇ ୨.୫୭ କୋଟି ଟଙ୍କା ନେଇଥିବା ଜଣେ ଯୁବଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୁଲିସ। ଅଭିଯୁକ୍ତଙ୍କ ନାଁ ମୋହନ କୁମାର (୨୨)। ଉଭୟ ଅଭିଯୁକ୍ତ…

ଆମ ସାହସୀ ସୈନିକଙ୍କ ବୀରତା, ସଂକଳ୍ପ ଓ ବଳିଦାନକୁ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ସଶସ୍ତ୍ର ବାହିନୀ ପତାକା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହା ଆମର ସାହସୀ ସୈନିକମାନଙ୍କ ବୀରତ୍ୱ, ସଂକଳ୍ପ ଏବଂ ବଳିଦାନକୁ ସ୍ମରଣ କରିବାର ସମୟ। ସଶସ୍ତ୍ର ବାହିନୀ ପତାକା ଦିବସ ପାଣ୍ଠିରେ ଯୋଗଦାନ…

ଶପଥ ସମାରୋହକୁ ବୟକଟ୍‌ କଲା ଏମ୍‌ଭିଏ

ମୁମ୍ବାଇ : ଆମେ ଲୋକଙ୍କ ପାଖକୁ ଯାଇଛୁ। ଲୋକଙ୍କର ଆମ ପ୍ରତି ସମର୍ଥନ ରହିଛି। ହେଲେ ଇଭିଏମ୍ ମେସିନ୍ ଆମକୁ ବିଧାନସଭା ନିର୍ବାଚନରେ ହରାଇଦେଲା। ଏପରି କହି ମହାରାଷ୍ଟ୍ରର ବିରୋଧୀ ଦଳ ମହାବିକାଶ ଅଘାଡ଼ି (ଉଦ୍ଧବଙ୍କ ନେତୃତ୍ୱାଧୀନ ଶିବସେନା, କଂଗ୍ରେସ ଏବଂ…

ବିଜେପିର ‘ମୋଦି ବିରୋଧୀ ଏଜେଣ୍ଡା’ ଅଭିଯୋଗକୁ ‘ନିରାଶାଜନକ’ କହିଲା ଆମେରିକା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟ ବ୍ୟବସାୟୀ ଗୌତମ ଆଦାନୀଙ୍କ ବିରୋଧରେ ଟାର୍ଗେଟ୍ ଆକ୍ରମଣ ପଛରେ ଆମେରିକାର ବୈଦେଶିକ ବିଭାଗର ହାତ ଥିବା ଭାରତୀୟ ଜନତା ପାର୍ଟିର ଅଭିଯୋଗ ଉପରେ ଆମେରିକା ଶନିବାର (ଡିସେମ୍ବର ୭) ତୀବ୍ର ପ୍ରତିକ୍ରିୟା…

ଦିଲ୍ଲୀ ରାଜ୍ୟପାଳଙ୍କୁ ଭେଟିଲେ ମୌଲବୀ; ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ତଡ଼ିବାକୁ ଦାବି

ନୂଆଦିଲ୍ଲୀ : ବାଂଲାଦେଶରେ ଜାରି ରହିଥିବା ହିନ୍ଦୁ ବିରୋଧୀ ହିଂସାକୁ ଭାରତରେ ଜୋରଦାର ବିରୋଧ ହେଉଛି। ଏହି କ୍ରମରେ ବାଂଲାଦେଶ ହିଂସାକୁ ବିରୋଧ କରି ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଭେଟିଛନ୍ତି ହଜରତ ନିଜାମୁଦ୍ଦିନ ଦର୍ଘା ଅଞ୍ଚଳର ମୌଲବୀ ଓ ସ୍ଥାନୀୟ ବାସିନ୍ଦା। ଏହି…

‘ଇଣ୍ଡିଆ’ ମେଣ୍ଟର ନେତୃତ୍ୱ ନେବେ ମମତା ! ସମର୍ଥନ କଲା ସପା, କଂଗ୍ରେସ ଛାନିଆ

ନୂଆଦିଲ୍ଲୀ : ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ନେତୃତ୍ୱ ନେବାକୁ ମମତା ବାନାର୍ଜୀଙ୍କ ଆଗ୍ରହ ଦେଖି କଂଗ୍ରେସ ଛାନିଆ। ସେପଟେ ଦିଦିଙ୍କ ସମର୍ଥନରେ ବାହାରିଛି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି। କେବଳ କଂଗ୍ରେସ କି ସପା ନୁହେଁ, ମମତାଙ୍କ ବୟାନ ପରେ ବିରୋଧୀ…

ଯକ୍ଷ୍ମା ମୁକ୍ତ ଭାରତ ନିମନ୍ତେ ସ୍ୱତନ୍ତ୍ର ୧୦୦ ଦିନିଆ ଅଭିଯାନ ଆରମ୍ଭ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଯକ୍ଷ୍ମା ବିରୋଧରେ ଭାରତର ଲଢ଼େଇ ଆହୁରି ଶକ୍ତିଶାଳୀ ହୋଇଛି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଧିକ ପ୍ରଭାବିତ ଯକ୍ଷ୍ମା ଜିଲ୍ଲାଗୁଡ଼ିକ ଉପରେ ଧ୍ୟାନ ଦେଇ ଏକ ସ୍ୱତନ୍ତ୍ର ୧୦୦ ଦିନିଆ ଅଭିଯାନ ଆରମ୍ଭ କରିବାକୁ…

ଛାତ୍ରଙ୍କୁ ବେଲ୍ଟରେ ପିଟୁଛନ୍ତି କୋଚିଂ ସେଣ୍ଟର ପ୍ରତିଷ୍ଠାତା, ଭିଡିଓ ଭାଇରାଲ ହେବା ପରେ ଏମିତି କହିଲେ ମନ୍ତ୍ରୀ

ହାଇଦ୍ରାବାଦ : ଗୋଟିଏ ଘରୋଇ କୋଚିଂ ସେଣ୍ଟରର ପ୍ରତିଷ୍ଠା ଜଣେ ଛାତ୍ରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ବେଲ୍ଟରେ ମାଡ଼ ମାରୁଥିବାର ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଆନ୍ଧ୍ର ପ୍ରଦେଶର ଏହି ଭିଡିଓ ଭାଇରାଲ ହେବାରେ ପରେ ବିବାଦ ସୃଷ୍ଟି ହୋଇଛି।…