ରାହୁଲ ଗାନ୍ଧିଙ୍କ ନାଗରିକତା ମାମଲା: କେନ୍ଦ୍ରକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ନାଗରିକତା ମାମଲାରେ କେନ୍ଦ୍ରକୁ ଜବାବ ମାଗିଛନ୍ତି ଦିଲ୍ଲୀ ହାଇକୋର୍ଟ। ରାହୁଲ ଗାନ୍ଧିଙ୍କ ଭାରତୀୟ ନାଗରିକତାର ସ୍ଥିତାବସ୍ଥା ଉପରେ ସ୍ପଷ୍ଟୀକରଣ ଦେବାକୁ ବିଜେପି ନେତା ସୁବ୍ରମଣିୟନ ସ୍ୱାମୀ ଗୋଟିଏ ଆବେଦନ ହାଇକୋର୍ଟରେ ଦାଖଲ କରିଥିଲେ। ଏହାର ଶୁଣାଣି…

ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ବର: ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଉପରେ ଲାଗିବ ରୋକ୍ । ଅଶ୍ଳୀଳ ନୃତ୍ୟ ସମାଜ ଉପରେ କୁପ୍ରଭାବ ପକାଉଛି । ନୃତ୍ୟ ଭଳି କଳାକୁ ଅସମ୍ମାନ କରୁଛି । ଏହା ଦ୍ବାରା ଯୁବବର୍ଗ ବି ପଥଭ୍ରଷ୍ଟ ହେଉଛନ୍ତି । ତେଣୁ ଯାତ୍ରାରେ…

ପ୍ରକାଶ ପାଇଲା ଓଷ୍ଟେଟ ପରୀକ୍ଷା ତାରିଖ, ଜାନୁଆରୀ ୧୭ରେ ଆରମ୍ଭ

କଟକ : ଜାନୁଆରୀ ୧୭ରେ ହେବ ଓଷ୍ଟେଟ ପରୀକ୍ଷା । ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ କରୁଛି ମାଧ୍ୟମିକ ଶିକ୍ଷା ପରିଷଦ। ସକାଳ ୧୦ ରୁ ଦିନ ୧୨.୩୦ ପର୍ଯ୍ୟନ୍ତ ହେବ ପ୍ରଥମ ସିଟିଙ୍ଗ ପରୀକ୍ଷା । ସେହିପରି…

ପାଠ କେବଳ ଚାକିରି ପାଇଁ ନୁହେଁ, ଶିକ୍ଷିତ ହେବା ପାଇଁ ଆବଶ୍ୟକ: ରାଷ୍ଟ୍ରପତି

ବାରିପଦା: ଜନ୍ମମାଟି ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ଗସ୍ତ ସମୟରେ ରାଇରଙ୍ଗପୁର ଉପରବେଡ଼ା ଉପ୍ରା ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଅଭିଭାଷଣରେ ପିଲାଙ୍କୁ ମନ ଦେଇ…

ଚାଷୀଙ୍କ ଉପରକୁ ଟିୟର ଗ୍ୟାସ୍‌ ମାଡ଼ କଲା ପୁଲିସ୍‌, ଆଲୋଚନା ପାଇଁ ଡାକିଲେ ସରକାର

ନିଜର ଉତ୍ପାଦ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମସି ଦାବି କରି ଦିଲ୍ଲୀ ଚାଲୋ ଡାକରା ଦେଇଥିବା ଚାଷୀଙ୍କ ଉପରେ ହୋଇଛି ଟିୟର ଗ୍ୟାସ ମାଡ଼। ଆଜି ଶତାଧିକ ଚାଷୀ ହରିୟାଣାର ଶମ୍ଭୁ ସୀମାରେ ଲାଗିଥିବା ବ୍ୟାରିକେଡ ଡେଇଁ ଆଗକୁ…

କର୍ମ ନିୟୋଜନ ପୋର୍ଟାଲରେ ୧୨ ଲକ୍ଷ ପଞ୍ଜୀକରଣ, ନିଯୁକ୍ତି ପାଇଛନ୍ତି ମାତ୍ର ୨୨୭୪

ଭୁବନେଶ୍ବର: ଓଡ଼ିଶାର କର୍ମ ନିୟୋଜନ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି ୧୨ ଲକ୍ଷ, ହେଲେ ନିଯୁକ୍ତି ପାଇଛନ୍ତି ମାତ୍ର ୨୨୭୪। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ। ସେ ଆହୁରି କହିଛନ୍ତି, ତାଲିମ…

‘କଂଗ୍ରେସ ସାଂସଦଙ୍କ ସିଟ୍‌ରୁ ମିଳିଲା ଟଙ୍କା ବିଡ଼ା, ତଦନ୍ତ ନିର୍ଦ୍ଦେଶ’

କଂଗ୍ରେସ ସଦସ୍ୟ ଅଭିଷେକ ମନୁ ସିଂହଭିଙ୍କ ପାଇଁ ଆବଣ୍ଟିତ ରାଜ୍ୟସଭା ଆସନରୁ ଟଙ୍କା ବିଡ଼ା ବାହାରିଲା ବୋଲି କହିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକର। ରାଜ୍ୟସଭା ନିରାପତ୍ତା ରକ୍ଷୀମାନେ ସ୍ୱାଭାବିକ ଭାବେ ସିଟ୍‌ ସବୁ ଯାଞ୍ଚ କରୁଥିବାବେଳେ ଅଭିଷେକ…

ଯୁବକଙ୍କୁ ପିଟିପିଟି ହତ୍ୟା ପରେ ବିଲରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଝାରସୁଗୁଡ଼ା : ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ପରେ ବିଲରେ ଫିଙ୍ଗିଦେଇଛନ୍ତି ଦୁର୍ବୃତ୍ତ । ଘଟଣାଟି ଘଟିଛି ଲଇକେରା ଥାନା କୁଲେମୁରା ସାଲେଟିକ୍ରା ଗ୍ରାମରେ। ମୃତକ ହେଉଛନ୍ତି ସେହି ଗ୍ରାମର ରଜତ ରାଜହଂସ । ଘଟଣାକୁ ନେଇ ସ୍ଥାନୀୟ…

ପୋଲାଭରମକୁ ନେଇ ଅଚଳ ଗୃହ: ନବୀନ କହିଲେ, ‘ଲଢେଇ ଜାରି ରହିବ’

ଭୁବନେଶ୍ବର: ପୋଲାଭରମ ନେଇ ସରଗରମ ହେଲା ଗୃହ । ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଧ୍ୟ ହୋଇ ପ୍ରଥମେ ୧୧ଟା ଆଉ ତାପରେ ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବି ରଖିଥିଲେ ବାଚସ୍ପତି । ଆଜି ସପ୍ତଦଶ ବିଧାନସଭା ଅଧିବେଶନର…

ଅଭିବୃଦ୍ଧି ହାର ୫.୪%କୁ କମାଇଲା ରିଜର୍ଭ ବ୍ୟାଙ୍କ, ରେପୋ ରେଟ୍‌ ସ୍ଥିର

ମୁଦ୍ରାସ୍ଫୀତି ଦୃଷ୍ଟିକୋଣରୁ କ୍ରମାଗତ ଏକାଦଶ ଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ତା’ର ଋଣ ହାର ଅପରିବର୍ତ୍ତିତ ରଖିଛି। କିନ୍ତୁ ଚଳିତ ବର୍ଷର ଅଭିବୃଦ୍ଧି ହାର କମାଇ ଦେଇଛି। ଏ ନେଇ ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।…