ଲାଲକିଲ୍ଲା ପରିସରରୁ ସୁନା, ହୀରା ଖଚିତ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର କଳସ ଚୋରି
ନୂଆଦିଲ୍ଲୀ : ଲାଲକିଲ୍ଲା ପରିସରରୁ ଏକ କୋଟି ଟଙ୍କାର କଳସ ଚୋରି ହୋଇଛି । ଲାଲକିଲ୍ଲା ପରିସରରେ ଏକ ଧାର୍ମିକ ଅନୁଷ୍ଠାନ ଚାଲିଥିବା ବେଳେ ସମସ୍ତେ ବ୍ୟସ୍ତ ଥିବା ବେଳେ ଏହି କଳସ ଚୋରି ହୋଇଥିବା ଜଣାପଡିଛି । ପୋଲିସ ଏହି…
ନୂଆଦିଲ୍ଲୀ : ଲାଲକିଲ୍ଲା ପରିସରରୁ ଏକ କୋଟି ଟଙ୍କାର କଳସ ଚୋରି ହୋଇଛି । ଲାଲକିଲ୍ଲା ପରିସରରେ ଏକ ଧାର୍ମିକ ଅନୁଷ୍ଠାନ ଚାଲିଥିବା ବେଳେ ସମସ୍ତେ ବ୍ୟସ୍ତ ଥିବା ବେଳେ ଏହି କଳସ ଚୋରି ହୋଇଥିବା ଜଣାପଡିଛି । ପୋଲିସ ଏହି…
କୋଚି : କେରଳର କୋଚି ବିମାନବନ୍ଦରୁ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଆକାଶରୁ ଫେରିଆସିଛି । ବିମାନଟି କୋଚିରୁ ଆବୁଧାବିକୁ ଯାଉଥିଲା । ଉଡ଼ାଣ ଭରିବାର କିଛି ସମୟ ପରେ ତ୍ରୁଟି ଦେଖାଦେବାରୁ ବିମାନକୁ ଫେରାଇ…
ଗୁଜୁରାଟ : ପଞ୍ଚମହଲ ଜିଲ୍ଲାର ପାବାଗଡରେ ଥିବା ମହାକାଳୀ ମନ୍ଦିରରେ ଘଟିଛି ଅଘଟଣ । ଶକ୍ତିପୀଠରେ ମାଲବାହୀ ରୋପୱେ ଭାଙ୍ଗିଯିବାରୁ ଶନିବାର ୬ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ…
ଦିଲ୍ଲୀ: ଆଜି ଅପରାହ୍ନରେ ରାଜଧାନୀ ଦିଲ୍ଲୀର ବଦରପୁର ଅଞ୍ଚଳରେ ଏକ ୪ ମହଲା କୋଠା ହଠାତ୍ ଭୁଶୁଡ଼ି ପଡିଛି । ଦୁର୍ଘଟଣାର ସୂଚନା ପାଇବା ମାତ୍ରେ ଦିଲ୍ଲୀ ପୋଲିସ, ଅଗ୍ନିଶମ ବିଭାଗ ଏବଂ ସିଭିଲ ଡିଫେନ୍ସ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି…
ଭୁବନେଶ୍ବର: ବହୁଚର୍ଚ୍ଚିତ ମହାନଦୀ ଟ୍ରିବ୍ୟୁନାଲ୍ରେ ମହାନଦୀ ଜଳ ବିବାଦର ଶୁଣାଣି ହୋଇଛି। ଏନେଇ ଓଡ଼ିଶା ପାଇଁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ପକ୍ଷ ରଖିଛନ୍ତି। ମହାନଦୀ ଟ୍ରିବ୍ୟୁନାଲ୍ରେ ପକ୍ଷ ରଖିବା ପରେ ଶ୍ରୀ ଆଚାର୍ଯ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଶ୍ରୀ ଆଚାର୍ଯ୍ୟ…
ମାଲକାନଗିରି: ସୀମାନ୍ତ ଛତିଶଗଡର ନାରାୟଣପୁର ଏବଂ ଦନ୍ତେୱାଡ଼ା ଜିଲ୍ଲା ସୀମାରେ ପୁଣି ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଜଣେ ମହିଳା ମାଓ କମାଣ୍ଡରର ମୃତ୍ୟୁ ହୋଇଛି। ମୃତ ମହିଳା ମାଓ କମାଣ୍ଡର ନାମରେ ସରକାର ୮ ଲକ୍ଷ ଟଂକାର ପୁରସ୍କାର ଘୋଷଣା…
ଭୁବନେଶ୍ୱର: ଗ୍ରାମାଞ୍ଚଳରେ ପରିଚାଳନାକୁ ସୁଦୃଢ଼ କରିବା ଓ କର୍ମଚାରୀଙ୍କ ମଧ୍ୟରେ ନିୟମିତତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ପାଇଁ ଓଡ଼ିଶା ସରକାର ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ ଉପସ୍ଥାପନା…
ଭୁବନେଶ୍ୱର: ଓଡ଼ିଶା ସରକାର ପିପିଲି ଓ କୋଣାର୍କ ମଧ୍ୟରେ ଯାତାୟାତ ସମୟକୁ ୯୦ ମିନିଟରୁ ମାତ୍ର ୩୦ ମିନିଟକୁ ହ୍ରାସ କରିବା ପାଇଁ ଏକ ବଡ଼ ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଶୁକ୍ରବାର ପୁରୀ ଜିଲ୍ଲାର ରାସ୍ତା ସଂଯୋଗୀକରଣ ସମୀକ୍ଷା ବୈଠକରେ…
କଟକ: କଟକ ବିଜୁ ଜନତା ଦଳ (ବିଜେଡି) ଭିତରେ ଫାଟ ସାମ୍ନାକୁ ଆସିଛି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଦଳର କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି। ଏହି କାର୍ଯ୍ୟକ୍ରମ ସାଧାରଣତଃ ତାଙ୍କ ନେତୃତ୍ୱରେ ହୋଇଥାଏ। ଶୁକ୍ରବାର ବକ୍ସିବଜାର ଛକରେ ଆୟୋଜିତ ପ୍ରଫେଟ ମହମ୍ମଦଙ୍କ…
ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ବର୍ଷା ଲାଗି ରହିଥିବାବେଳେ, ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ତେବେ ଏହି ସମୟ ଭିତରେ ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନେଇ ବଡ ସୂଚନା…