Skip to content

    • Home
    • ମହାନଦୀ ଜଳ ବିବାଦ: ଅକ୍ଟୋବର ୧୧ ସୁଦ୍ଧା ବୁଝାମଣା କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ
State

ମହାନଦୀ ଜଳ ବିବାଦ: ଅକ୍ଟୋବର ୧୧ ସୁଦ୍ଧା ବୁଝାମଣା କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

September 6, 2025
Mahanadi 2025 09 06 12 08 22

ଭୁବନେଶ୍ବର: ବହୁଚର୍ଚ୍ଚିତ ମହାନଦୀ ଟ୍ରିବ୍ୟୁନାଲ୍‌ରେ ମହାନଦୀ ଜଳ ବିବାଦର ଶୁଣାଣି ହୋଇଛି। ଏନେଇ ଓଡ଼ିଶା ପାଇଁ ଆଡଭୋକେଟ୍‌ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ପକ୍ଷ ରଖିଛନ୍ତି। ମହାନଦୀ ଟ୍ରିବ୍ୟୁନାଲ୍‌ରେ ପକ୍ଷ ରଖିବା ପରେ ଶ୍ରୀ ଆଚାର୍ଯ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

ଶ୍ରୀ ଆଚାର୍ଯ୍ୟ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋସ ବୁଝାମଣା ଚାଲିଛି। ଆସନ୍ତା ଅକ୍ଟୋବର ୧୧ ସୁଦ୍ଧା ବୁଝାମଣାର ଅଗ୍ରଗତି ଜଣାଇବାକୁ ଟ୍ରିବ୍ୟୁନାଲ୍‌ କହିଛନ୍ତି। କାଲି ଉଭୟ ଓଡ଼ିଶା ଓ ଛତିଶଗଡ଼ର ସର୍ବୋଚ୍ଚ ଯନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି।

କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ସମାଧାନ ପାଇଁ ଆଲୋଚନା ଜାରି ରହିଛି। ବିଗତ ୭ ବର୍ଷରେ ପୂର୍ବ ସରକାର ସମାଧାନ ନେଇ କିଛି କରି ନଥିଲେ। ରାଜ୍ୟରେ ସରକାର ବଦଳିବା ପରେ ଆପୋସ ବୁଝାମଣା ପାଇଁ ଉଦ୍ୟମ ଜାରି ରହିଛି। କୌଣସି ଜଳ ବିବାଦର ସମାଧାନ ଟ୍ରିବ୍ୟୁନାଲ୍‌ରେ ହୋଇ ନାହିଁ। ଯଦି ବିବାଦ ସମାଧାନ ନହୁଏ ପ୍ରକଳ୍ପ ପାଇଁ ସିଡବ୍ଲ୍ୟୁସିଙ୍କ ସ୍ବୀକୃତି ମିଳିବ ନାହିଁ। 

Share

Post navigation

ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ମହିଳା କମାଣ୍ଡର ମୃତ
ଦିଲ୍ଲୀ ଗସ୍ତ କରିବେ ଦୁଇ ମୁଖିଆ

Related Post

ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୁବ ନେତୃତ୍ୱ ସମାବେଶ, ନିର୍ବାଚିତ ପ୍ରାର୍ଥୀଙ୍କୁ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

October 18, 2026

ବଳିଆପଣ୍ଡା ଥାନା ପରିସରରେ କରେଣ୍ଟ ଲାଗି ଦୁଇ ଯୁବକ ମୃତ

October 18, 2026

ରାସ୍ତାକଡ଼ରୁ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର

October 18, 2026
October 2026
M T W T F S S
 1234
567891011
12131415161718
19202122232425
262728293031  
« Sep    

Recent Post

କଇଁଚିରେ ଆକ୍ରମଣ କରି ଦୁଇ ସନ୍ତାନଙ୍କୁ ହତ୍ୟା କଲା ମା’, ନିଜେ ବି ହାରିଲା ଜୀବନ
October 18, 2026
Crime
ନିୟନ୍ତ୍ରଣ ହରାଇ ଚଢ଼ିଗଲା କାର, ୯ ଶ୍ରମିକ ମୃତ
October 18, 2026
Punjab road 648x420
ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୁବ ନେତୃତ୍ୱ ସମାବେଶ, ନିର୍ବାଚିତ ପ୍ରାର୍ଥୀଙ୍କୁ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
October 18, 2026
Cm3
କାର୍ – ବସ୍ ଧକ୍କା, ଚାଲିଗଲା ୫ ଜଣଙ୍କ ଜୀବନ
October 18, 2026
Road accident
ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କୁ ଗୁଳିମାଡ଼
October 18, 2026
Three rounds are fired at tiger shroffs bmw in mumbais juhu area 185506675 16x9
ଆସନସୋଲ୍ ପାୱାର ପ୍ଲାଣ୍ଟରେ ନିର୍ମାଣାଧୀନ ଚିମିନି ଭୁଶୁଡ଼ି ୪ ମୃତ
October 18, 2026
Asansol Power Plant
ଫ୍ରାନ୍ସରେ ମୁଦ୍ରାସ୍ଫୀତି ବୃଦ୍ଧିକୁ ନେଇ ହିଂସାକାଣ୍ଡ, ବ୍ୟାପକ ଲୁଟପାଟ୍, ୧୨୦୦ରୁ ଅଧିକ ଗିରଫ
October 18, 2026
France
ଦାଣ୍ଡିଆ କାର୍ଯ୍ୟକ୍ରମ ବେଳେ ଭୁଶୁଡିଲା ତୋରଣ: ଜଣେ ମୃତ, ୧୪ ଆହତ
October 18, 2026
Dead 2025 07 05 21 11
ଗ୍ୱାଲିଅର ଶୀତଳା ମାତା ମନ୍ଦିର ନିକଟରେ ଭକ୍ତଙ୍କ ଉପରେ ଚଢ଼ିଗଲା ଟ୍ରକ୍, ୧୩ ମୃତ ଓ ୨୦ରୁ ଅଧିକ ଆହତ
October 18, 2026
TRUCK
ଚୋରବାଗାନ ପୂଜା ପେଣ୍ଡାଲରେ ଦଳାଚକଟା: ୧୯ ମୃତ, ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା, ମିଳିବ ସରକାରୀ ଚାକିରି
October 18, 2026
KOLKATA

Archives

  • October 2026
  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025

Categories

  • Crime
  • National & International
  • Politics
  • Religion & Culture
  • Sports
  • State
  • Uncategorized

You Missed

National & International

କଇଁଚିରେ ଆକ୍ରମଣ କରି ଦୁଇ ସନ୍ତାନଙ୍କୁ ହତ୍ୟା କଲା ମା’, ନିଜେ ବି ହାରିଲା ଜୀବନ

National & International

ନିୟନ୍ତ୍ରଣ ହରାଇ ଚଢ଼ିଗଲା କାର, ୯ ଶ୍ରମିକ ମୃତ

State

ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୁବ ନେତୃତ୍ୱ ସମାବେଶ, ନିର୍ବାଚିତ ପ୍ରାର୍ଥୀଙ୍କୁ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

National & International

କାର୍ – ବସ୍ ଧକ୍କା, ଚାଲିଗଲା ୫ ଜଣଙ୍କ ଜୀବନ

Copyright © All rights reserved Treenetra News | Bloghunt by Themeansar.